• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th March 2023: ଏହି ରାଶିର ବ୍ୟକ୍ତି ଆଜି ନୂଆ ଚାକିରିର ସୁଯୋଗ ପାଇବେ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର ।ଚନ୍ଦ୍ର – ମେଷ ସନ୍ଧ୍ୟା ୦୭.୨୫ ଗତେ ବୃଷ,ତିଥି – ୩ୟା ଦିବା ୦୪.୨୩ ଗତେ ୫ମୀ,ଘାତ ଚନ୍ଦ୍ର – ମେଷ ସନ୍ଧ୍ୟା ୦୭.୨୫ ଗତେ ବିଛା,ଘାତ ବାର- ବୃଷ, ସିଂହ ଓ କନ୍ୟା,.ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୧.୧୯ ଗତେ ୨ ପାଦ ।

Cancer

କର୍କଟ

Saturday 25 Mar 2023

ପୁନର୍ବସୁ- ଶାରୀର ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିପାରେ । ପାରିବାରିକ ଜୀବନ ସ୍ନେହଭରା ରହିବ । ଆପଣଙ୍କର ସାଥୀ ଆପଣଙ୍କର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବେ । କୌଣସି କାର‌୍ୟ୍ୟରେ ଅଧିକ ସମୟ ଦେବାକୁ ପଡ଼ିବ

ପୁଷ୍ୟା- ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଫଳ ପାଇବେ । ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାର୍ଯ୍ୟ କରିବ । ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ

ଅଶ୍ଳେଷା- ଗୃହପକରଣ ଜମି କ୍ରୟ କରିବା ଲାଗି ଅଧିକ ବ୍ୟୟ କରିବାକୁ ପଡିପାରେ । ଧାର୍ମିକ କାର୍ଯ୍ୟରେ ମନ ଯୋଗ ଦେବେ । ମହିଳା ମାନଙ୍କର ଆତ୍ମବିଶ୍ୱାସ ବଢିବ ।

ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :