• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th Feb 2024: ଏହି ରାଶିର ବ୍ୟକ୍ତିମାନେ ବ୍ୟବସାୟରେ ନିବେଶ କରନ୍ତୁ ଖୁବ୍‌ ଲାଭ ପାଇବେ...

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୮ ତାରିଖ ରବିବାର । ଚନ୍ଦ୍ର- ବୃଷ ରାତ୍ରି ୦୯.୫୪ ଗତେ ମିଥୁନ । ତିଥି-୯ମୀ ଦିବା ୦୮.୧୫ ଗତେ ୧୦ମୀ । ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୯.୫୪ ଗତେ କନ୍ୟା ରାଶିର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Libra

ତୁଳା

Sunday 18 Feb 2024

ଚିତ୍ରା- ବୈବାହିକ ଜୀବନକୁ ଅଧିକ ସୁଖମୟ ବଣେଇବାର ଚେଷ୍ଟା କରିବେ । ବ୍ୟବସାୟୀ ମାନଙ୍କ ମନରେ ନୂଆ ନୂଆ ବ୍ୟବସାୟ କରିବାର ଭାବନା ଆସିପାରେ । ଛାତ୍ରଛାତ୍ରୀ ମାନେ ପଢାରେ ମନ ଦେବେ ।

ସ୍ୱାତୀ- ଅଫିସ୍ କାମ ସହଜରେ ଶେଷ ହେବ । ବିରୋଧୀ ମାନେ ଗୁପ୍ତରୂପେ ପ୍ରଂଶସା କରିବେ । ପୁଞିବଜାରରେ ନିବେଶ କଲେ ଭବିଷ୍ୟତରେ ଲାଭ ପାଇବେ ।    

ବିଶାଖା- ନିଜର ବିଚାରକୁ ସ୍ପଷ୍ଟ ରୂପେ ବ୍ୟକ୍ତ କରନ୍ତୁ ।ସନ୍ତାନର ସଫଳତା ଯୋଗୁଁ ଖୁସିର ପରିବେଶ ରହିବ । ବହୁ ଦିନର ସ୍ୱପ୍ନ ସାକାର ହେବ । ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି ।

ଶୁଭ ରଙ୍ଗ- ଧଳା

ଶୁଭ ସଂଖ୍ୟା- ୬