• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th Feb 2024: ଏହି ରାଶିର ବ୍ୟକ୍ତିମାନେ ବ୍ୟବସାୟରେ ନିବେଶ କରନ୍ତୁ ଖୁବ୍‌ ଲାଭ ପାଇବେ...

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୮ ତାରିଖ ରବିବାର । ଚନ୍ଦ୍ର- ବୃଷ ରାତ୍ରି ୦୯.୫୪ ଗତେ ମିଥୁନ । ତିଥି-୯ମୀ ଦିବା ୦୮.୧୫ ଗତେ ୧୦ମୀ । ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୯.୫୪ ଗତେ କନ୍ୟା ରାଶିର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Scorpio

ବିଛା

Sunday 18 Feb 2024

ବିଶାଖା- ଜୀବନ ସାଥି କୈାଣସି କାରଣରୁ ଆପଣଙ୍କର ପ୍ରଂଶସା କରିବେ ।  ଅଫିସ୍ରେ ସହକର୍ମୀ ଆପଣଙ୍କ ବିଚାର ଦ୍ୱାରା ପ୍ରଭାବିତ ହେବେ । ବେପାରରେ ବକେୟା ଅର୍ଥ ପାଇବେ ।

ଅନୁରାଧା- ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଚାକିରିରେ ପଦୋନ୍ନତି ମିଳିପାରେ । କାର‌୍ୟ୍ୟକୁ ମନୋରଞ୍ଜନ ସହିତ ନ ମିଶନ୍ତୁ । ଭ୍ରମଣ ,ମନୋରଞ୍ଜନ ଓ ମିଳୀମିଶିର ବେଶୀ ଗୁରୁତ୍ୱ ଦେଇ ପାରନ୍ତି ।

ଜ୍ୟେଷ୍ଠା- ସାମାଜିକ ମିଳାମିଶା ବଢିବ । କୈାଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । ସାହିତ୍ୟିକଙ୍କ ଲାଗି ଦିନଟି ଭଲ ରହିବ । ସୁନା ଅଳଙ୍କାର କିଣିବା ଲାଗି ଭାବିବେ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର- ବିଦ୍ଧି ପୂର୍ବକ ଶିବ ପୂଜା କରନ୍ତୁ