• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th Feb 2024: ଏହି ରାଶିର ବ୍ୟକ୍ତିମାନେ ବ୍ୟବସାୟରେ ନିବେଶ କରନ୍ତୁ ଖୁବ୍‌ ଲାଭ ପାଇବେ...

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୮ ତାରିଖ ରବିବାର । ଚନ୍ଦ୍ର- ବୃଷ ରାତ୍ରି ୦୯.୫୪ ଗତେ ମିଥୁନ । ତିଥି-୯ମୀ ଦିବା ୦୮.୧୫ ଗତେ ୧୦ମୀ । ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୯.୫୪ ଗତେ କନ୍ୟା ରାଶିର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Virgo

କନ୍ୟା

Sunday 18 Feb 2024

ଉ, ଫଳଗୁନି- ଆପଣଙ୍କ ପଇସା ଆପଣଙ୍କ କାମରେ ସେବେ ଆସିବ ଯେବେ ଆପଣ ତାହା ସଞ୍ଚୟ କରିବେ ।  ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ ।  ବ୍ୟବସାୟୀ ମାଙ୍କନକୁ ଆଜି ଅଚାନକ ଯାତ୍ରା କରିବା ସଂଗେ ସଂଗେ ଲାଭ ମିଳିବ ।

ହସ୍ତା- କାର୍ଯ୍ୟାଳୟରେ କିଛି ଉତ୍ତମ କାର‌୍ୟ୍ୟ କରି ପାରନ୍ତି ।  ଯେଉଁମାନେ ବିଗତ କିଛି ଦିନ ହେବ ବହୁତ କାର୍ଯ୍ୟରେ ବ୍ୟସ୍ତ ଥିଲେ, ସେମାନଙ୍କୁ ନିଜ ପାଇଁ ସମୟ ନିଶ୍ଚୟ ମିଳିବ । ନିଜର ପିଲାଙ୍କ ପାଇଁ କିଛି ବିଶେଷ ଯୋଜନା କରନ୍ତୁ । 

ଚିତ୍ରା- ଜମିରେ ନିବେଶ କରନ୍ତୁ । ଲାଭ ମିଳିବ ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ ରହିବ । ଆର୍ଥିକ ସି୍ଥତି ପୂର୍ବ ଅପେକ୍ଷା ସୁଦୃଢ ହେବ । ଯାନବାହନ କିଣିବା ଲାଗି ଆଗ୍ରହ ବଢିବ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର- ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ