• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th August 2023: ଚାକିରିରେ ପଦୋନ୍ନତି ହୋଇପାରେ, ଶୁଭ ଖବର ମିଳିପାରେ...

ସୌର  ସିଂହ  ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୧୭ ତାରିଖ ଗୁରୁବାର, ଚନ୍ଦ୍ର- କର୍କଟ ଦିବା ୦୪.୫୭ ଗତେ ସିଂହ ତିଥି – ପ୍ରତିପଦ ସନ୍ଧ୍ୟା ୦୫.୩୫ ଗତେ ୨ୟା ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ – ସନ୍ଧ୍ୟା ୦୫.୩୫ ଗତେ  ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ

Leo

ସିଂହ

Thursday 17 Aug 2023

ମଘା-  ସ୍ୱାସ୍ଥ୍ୟ ଚିନ୍ତା ଆପଣ ସାମ୍ନା କରିବେ । ଜୀବନସାଥୀଙ୍କ ସହିତ ଏକ ଦୃଢ଼ ସମ୍ପର୍କ ଗଢ଼ିବେ । ବ୍ୟବସାୟରେ ସେୟାର ବଜାରରେ ପୁଞ୍ଜି ନିବେଶ କରି ବହୁତ ଧନ ପ୍ରାପ୍ତ କରିବେ 
ପୂ- ଫାଲ୍‌ଗୁନୀ- କୌଣସି ପ୍ରକାରର ନୂତନ ବ୍ୟବସାୟରେ ବିନିଯୋଗ ହେବାର ସମ୍ଭାବନା ଅଛି । ଚାକିରି ପରିବର୍ତ୍ତନ ପାଇଁ ଏକ ସୁଯୋଗ ମଧ୍ୟ ପାଇପାରନ୍ତି । ଖେଳ, କୁଦ ପ୍ରତିଯୋଗିତା ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ ।
ଉ- ଫାଲ୍‌ଗୁନୀ- ଘରୋଇ ସଂସ୍ଥାରେ କାମ କରୁଥିବା ବ୍ୟକ୍ତିମାନେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇବେ । ଦୂର ସ୍ଥାନରେ ଜମି କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ ।

ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ପୂଜା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :