• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th August 2023: ଚାକିରିରେ ପଦୋନ୍ନତି ହୋଇପାରେ, ଶୁଭ ଖବର ମିଳିପାରେ...

ସୌର  ସିଂହ  ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୧୭ ତାରିଖ ଗୁରୁବାର, ଚନ୍ଦ୍ର- କର୍କଟ ଦିବା ୦୪.୫୭ ଗତେ ସିଂହ ତିଥି – ପ୍ରତିପଦ ସନ୍ଧ୍ୟା ୦୫.୩୫ ଗତେ ୨ୟା ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ – ସନ୍ଧ୍ୟା ୦୫.୩୫ ଗତେ  ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ

Capricorn

ମକର

Thursday 17 Aug 2023

ଉ , ଷାଢା -  ଦାମ୍ପତ୍ୟ ସୁଖରେ  ଶାନ୍ତି ଅନୁଭବ କରିବେ । ବ୍ୟବସାୟ ପଥ ସୁଗମ ହେବ , ଆୟ ଅବ୍ୟହତ ହେବ। ଶିକ୍ଷା କ୍ଷେତ୍ରରେ କୈାଣସି ଶୁଭ ସମାଚାର ମଧ୍ୟ ମିଳିପାରେ । 
ଶ୍ରବଣା – କର୍ମକ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ପିଲାମାନେ ଅସୁସ୍ଥତା ବଶତଃ କର୍ତ୍ତବ୍ୟରେ ତ୍ରୁଟି କରିପାରନ୍ତି । ଶରୀର ପ୍ରତି ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
ଧନିଷ୍ଠା – ମହିଳାଙ୍କ ପାଇଁ ପରିସ୍ଥିତି ଜଟିଳ ହେବ ।  ଯେତେ ଭଲ କାମ କରିଲେ ଅନ୍ୟମାନେ ଦୋଷ ଖୋଜି ବୁଲିବେ ଆଜି ଜଣେ ବନ୍ଧୁ ପରିବାରର ସମସ୍ୟା ସମାଧାନ ସକାଶେ ମାର୍ଗଦର୍ଶକ ସାଜିବେ

ପ୍ରତିକାର – ମା ଶାରଳାଙ୍କ ଆରାଧନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :