• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th August 2023: ଚାକିରିରେ ପଦୋନ୍ନତି ହୋଇପାରେ, ଶୁଭ ଖବର ମିଳିପାରେ...

ସୌର  ସିଂହ  ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୧୭ ତାରିଖ ଗୁରୁବାର, ଚନ୍ଦ୍ର- କର୍କଟ ଦିବା ୦୪.୫୭ ଗତେ ସିଂହ ତିଥି – ପ୍ରତିପଦ ସନ୍ଧ୍ୟା ୦୫.୩୫ ଗତେ ୨ୟା ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ – ସନ୍ଧ୍ୟା ୦୫.୩୫ ଗତେ  ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ

Scorpio

ବିଛା

Thursday 17 Aug 2023

ବିଶାଖା – ଜୀବନସାଥୀଙ୍କ ସହିତ ମଧୁର ସମ୍ବନ୍ଧ ରହିବ । ବ୍ୟବସାୟରେ ଲାଭପ୍ରଦ ହେବେ ଓ ସୌଖିନ ଦ୍ରବ୍ୟ ସଂଗ୍ରହ କରିବେ । ଗୋଡରେ କିଛି ସମସ୍ୟା ଦେଖାଦେବ 
ଅନୁରାଧା – ଚାକିରିଆଙ୍କୁ ଅଫିସ୍ କାମରେ ଦୂର ଯାତ୍ରା କରିପାରନ୍ତି । କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ । ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣି ପାରନ୍ତି
ଜ୍ୟେଷ୍ଠା  –  ଗୃହିଣୀମାନେ ଗୃହପୋକରଣ ସଂଗ୍ରହ କରି ପାରନ୍ତି । ସାମାଜିକ କାର୍ଯ୍ୟରେ ନୂତନ ଲୋକଙ୍କ ସହ ସାକ୍ଷାତ ହୋଇ ସମ୍ପର୍କ ଦୃଢ ହେବ । ଜାଗା , ଜମି ଯାନବାହନ ଓ ଗୃହ କ୍ରୟ କରିବାର ସୁଯୋଗ ପାଇବେ ।

ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :