• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th August 2023: ଚାକିରିରେ ପଦୋନ୍ନତି ହୋଇପାରେ, ଶୁଭ ଖବର ମିଳିପାରେ...

ସୌର  ସିଂହ  ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୧୭ ତାରିଖ ଗୁରୁବାର, ଚନ୍ଦ୍ର- କର୍କଟ ଦିବା ୦୪.୫୭ ଗତେ ସିଂହ ତିଥି – ପ୍ରତିପଦ ସନ୍ଧ୍ୟା ୦୫.୩୫ ଗତେ ୨ୟା ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ – ସନ୍ଧ୍ୟା ୦୫.୩୫ ଗତେ  ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ

Cancer

କର୍କଟ

Thursday 17 Aug 2023

ପୁନର୍ବସୁ- ପାରିବାରିକ ଜୀବନ ସ୍ନେହଭରା ରହିବ । ଆପଣଙ୍କର ସାଥୀ ଆପଣଙ୍କର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବେ ।  କୌଣସି କାଯ୍ୟରେ ଅଧିକ ସମୟ ଦେବାକୁ ପଡ଼ିବ
ପୁଷ୍ୟା- ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଫଳ ପାଇବେ । ରାଜନୀତି  କ୍ଷେତ୍ରରେ ଉଚ୍ଚ ପଦପଦବୀ ମିଳିବାର ସମ୍ଭାବନା ରହିଛି । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ ହେବେ ।  
ଅଶ୍ଳେଷା- ସାମ୍ବାଦିକ ମାନେ ନିଜ କାର୍ଯ୍ୟ ରେ କୃତିତ୍ୱ ଲାଭ କରିବେ । ଅଜଣା ବ୍ୟକ୍ତିଙ୍କ ପାଇଁ  କୋର୍ଟ କଚେରୀର ସାମ୍ନା କରିବାକୁ ପଡିପାରେ । ଜମି କ୍ରୟ କରିବା ଲାଗି ଅଧିକ ବ୍ୟୟ କରିବାକୁ ପଡିପାରେ 

ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :