• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th August 2023: ଚାକିରିରେ ପଦୋନ୍ନତି ହୋଇପାରେ, ଶୁଭ ଖବର ମିଳିପାରେ...

ସୌର  ସିଂହ  ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୧୭ ତାରିଖ ଗୁରୁବାର, ଚନ୍ଦ୍ର- କର୍କଟ ଦିବା ୦୪.୫୭ ଗତେ ସିଂହ ତିଥି – ପ୍ରତିପଦ ସନ୍ଧ୍ୟା ୦୫.୩୫ ଗତେ ୨ୟା ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ – ସନ୍ଧ୍ୟା ୦୫.୩୫ ଗତେ  ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ

Pisces

ମୀନ

Thursday 17 Aug 2023

ପୂ , ଭାଦ୍ରପଦ - ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । କୈାଣସି କାମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବେ । ସନ୍ତାନ ଚିନ୍ତା ଦେଖା ଦେଇପାରେ ।
ଉ , ଭଦ୍ରପଦ-   ଜୀବନରେ ନୂଆ ସଂକେତ ମିଳିପାରେ । ବନ୍ଧୁ , ବର୍ଗଙ୍କ ସହିତ ସଂପର୍କ ମଜବୁତ୍ ରହିବ । ଖବରଦାତା, ଆୟନଜ୍ଞ ମାନେ ବିଶେଷ ଉପକୃତ ହେବେ 
ରେବତୀ – ସରକାରି ସହୟତା ପାଇବେ  ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ । ମହିଳା ମାନେ କୌଣସି ଧର୍ମାନୁଷ୍ଠାନରେ କିଛି ଅଗ୍ରଣି ଦାୟିତ୍ୱ ନେଇ ପାରନ୍ତି

ପ୍ରତିକାର – ବିଷ୍ଣୁଙ୍କ ପୂଜା, ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :