/odishatv-khabar/media/post_attachments/uploadimage/library/16_9/16_9_0/Panchang_1740626948.jpg)
Panchang
ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର ।
ଚନ୍ଦ୍ର- ତୁଳା ଅହୋରାତ୍ର
ତିଥି- ୧୪ଶୀ ରାତ୍ରି ୦୮.୦୨ ଗତେ ପୂଣ୍ଣିମା
ଘାତଚନ୍ଦ୍ର-ନାସ୍ତି
ଘାତବାର-ମେଷ ରାଶିର
ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ
ଶୁଭସମୟ-
ପ୍ରାତଃ-୦୫.୧୬ ରୁ ୦୯.୩୪
ଦିବା-୦୧.୧୯ ରୁ ୦୧.୫୨
ସନ୍ଧ୍ୟା-୦୬.୫୪ ରୁ ୦୯.୦୭
ରାତ୍ରି- ୧୨.୦୫ ରୁ ୦୧.୦୬
ରାତ୍ରି-୦୨.୨୯ ରୁ ୦୩.୦୨
ଅଶୁଭସମୟ-
ରାହୁକାଳ- ଦିବା ୦୪.୩୩ ରୁ ୦୬.୦୯
କାଳବେଳା- ଦିବା ୧୧.୪୩ ରୁ ୦୧.୧୯
ବାରବେଳା- ଦିବା ୧୦.୦୬ ରୁ ୧୧.୪୩
କାଳରାତ୍ରି- ରାତ୍ରି ୦୧.୦୬ ରୁ ୦୨.୨୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)