• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th Oct 2022: ସ୍ୱାସ୍ଥ୍ୟଜନିତ ସମସ୍ୟା ଭୋଗିବେ, ପ୍ରତିକାର ପାଇଁ କରିବେ କଣ?

ସୌର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର। ଚନ୍ଦ୍ର–ବୃଷ ଅହୋରାତ୍ର। ଘାତ ଚନ୍ଦ୍ର- ଧନୁ ରାଶିର ଦିବା ୦୪/୫୧ ଗତେ ମେଷ, ଘାତ ବାର– ତୁଳା, କୁମ୍ଭ ରାଶିର ପୁଷ୍କର ଦୋଷ– ସନ୍ଧ୍ୟା ୦୬/୪୧ ଗତେ ୧ପାଦ । ଗୋସମ୍ପଦ-ନାଶ, ତିଳକାଞ୍ଚନ ଦାନ

Capricorn

ମକର

Thursday 13 Oct 2022

ଉ , ଷାଢା - ଭାତୃ କଳହ ଦୂରେଇ ଯିବ । କର୍ମ କ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହାସ ରଖି କୃତକାର୍ଯ୍ୟ ହେବେ।

ଶ୍ରବଣା– ରାଜନୈତିକତା ଉତ୍ପରତା ବଢିବା ନିଶ୍ଚିନ୍ତତା ଅନୁଭବ କରିବେ । ଛାତ୍ର, ଛାତ୍ରୀ ମାନେ ପଢା ପଢିରେ ମନ ନିବେଶ କରିବେ ।

ଧନିଷ୍ଠା – ଭୂମି ଲାଭର ସୂଚନା ମିଳିବ । ମହିଳା ମାନେ ଭଦ୍ରକାନ୍ତ ଓ ପିଲା ମାନେ ଧୀମାନ ହେବେ ।

ପ୍ରତିକାର – ଶାରଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :