• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th Oct 2022: ସ୍ୱାସ୍ଥ୍ୟଜନିତ ସମସ୍ୟା ଭୋଗିବେ, ପ୍ରତିକାର ପାଇଁ କରିବେ କଣ?

ସୌର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର। ଚନ୍ଦ୍ର–ବୃଷ ଅହୋରାତ୍ର। ଘାତ ଚନ୍ଦ୍ର- ଧନୁ ରାଶିର ଦିବା ୦୪/୫୧ ଗତେ ମେଷ, ଘାତ ବାର– ତୁଳା, କୁମ୍ଭ ରାଶିର ପୁଷ୍କର ଦୋଷ– ସନ୍ଧ୍ୟା ୦୬/୪୧ ଗତେ ୧ପାଦ । ଗୋସମ୍ପଦ-ନାଶ, ତିଳକାଞ୍ଚନ ଦାନ

Taurus

ବୃଷ

Thursday 13 Oct 2022

କୃତିକା- ସ୍ୱାସ୍ଥ୍ୟ ସମନ୍ଧରେ ସମସ୍ୟା ଦୂର ହେବ । ଭାତୃ ସଂପର୍କରେ ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ।

ରୋହିଣୀ- ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ । ବେପାର ବୃତ୍ତିରୁ ସଫଳତା ହାସଲ କରିବେ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ।

ମୃଗଶିରା- ଜମି, ଦଲାଲ୍‌ଙ୍କୁ ଯଥେଷ୍ଟ ଲାଭ ମିଳିବ । ମହିଳା ମାନେ ଆତ୍ମସମ୍ମାନ ବଜାୟ ରଖିବେ।

ପ୍ରତିକାର – ମହାଲକ୍ଷ୍ମୀଙ୍କର ଆରଧନା କରନ୍ତୁ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :