• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th Oct 2022: ସ୍ୱାସ୍ଥ୍ୟଜନିତ ସମସ୍ୟା ଭୋଗିବେ, ପ୍ରତିକାର ପାଇଁ କରିବେ କଣ?

ସୌର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର। ଚନ୍ଦ୍ର–ବୃଷ ଅହୋରାତ୍ର। ଘାତ ଚନ୍ଦ୍ର- ଧନୁ ରାଶିର ଦିବା ୦୪/୫୧ ଗତେ ମେଷ, ଘାତ ବାର– ତୁଳା, କୁମ୍ଭ ରାଶିର ପୁଷ୍କର ଦୋଷ– ସନ୍ଧ୍ୟା ୦୬/୪୧ ଗତେ ୧ପାଦ । ଗୋସମ୍ପଦ-ନାଶ, ତିଳକାଞ୍ଚନ ଦାନ

Leo

ସିଂହ

Thursday 13 Oct 2022

ମଘା– ହାତରେ ଆଘାତ ଲାଗିପାରେ। ପ୍ରେମରେ ସଫଳତା ଅନୁଭବ କରିବେ। ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ।

ପୂ, ଫାଲଗୁନୀ- ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ । ଶିକ୍ଷାର୍ଥୀ ପଢାରେ କୃତକାର୍ଯ୍ୟ କରିବେ ।

ଉ,ଫାଲଗୁନୀ – ପାରିବାରିକ ମାମଲାକୁ ଅଣଦେଖା କରନ୍ତୁ ନାହିଁ। କୈାଣସି ମହିଳାଙ୍କ ଦ୍ୱାରା ଭାଗ୍ୟ ଉଦ୍ୟୟ ହୋଇପାରେ।

ପ୍ରତିକାର – ସୂର୍ଯ୍ୟ ନାରାୟଣକୁ ଜଳଦାନ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :