• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th Oct 2022: ସ୍ୱାସ୍ଥ୍ୟଜନିତ ସମସ୍ୟା ଭୋଗିବେ, ପ୍ରତିକାର ପାଇଁ କରିବେ କଣ?

ସୌର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର। ଚନ୍ଦ୍ର–ବୃଷ ଅହୋରାତ୍ର। ଘାତ ଚନ୍ଦ୍ର- ଧନୁ ରାଶିର ଦିବା ୦୪/୫୧ ଗତେ ମେଷ, ଘାତ ବାର– ତୁଳା, କୁମ୍ଭ ରାଶିର ପୁଷ୍କର ଦୋଷ– ସନ୍ଧ୍ୟା ୦୬/୪୧ ଗତେ ୧ପାଦ । ଗୋସମ୍ପଦ-ନାଶ, ତିଳକାଞ୍ଚନ ଦାନ

Aquarius

କୁମ୍ଭ

Thursday 13 Oct 2022

ଧନିଷ୍ଠା –ଅଧିକ ପରିଶ୍ରମ କାରଣରୁ ସ୍ୱାସ୍ଥ୍ୟହାନୀର କାରଣ ଅଛି। ବନ୍ଧୁ ବିୟୋଗ ଓ ବିଚ୍ଛେଦ ଯୋଗ ରହିଛି। ସୁଯୋଗର ସଦ୍‌ବ୍ୟବହାର କରି କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କର ପ୍ରିୟଭାଜନ ହେବେ।

ଶତଭିଷା– ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ। ରାଜନୀତିରେ ବିରେଧୀ ଦଳ ବଢିବେ। ପିଲାମାନେ ପିତୃ ଧନ ନାଶ କରିବେ।

ପୂ, ଭାଦ୍ରପଦ– ସ୍ଥାୟୀ ଜମାର ପରିମାଣ ବୃଦ୍ଧି ପାଇବ। ମହିଳା ମାନେ ସୁଖଭାଗୁନୀ ଓ ଉଦଯୋଗୀ ହେବେ।

ପ୍ରତିକାର– ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :