• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th Oct 2022: ସ୍ୱାସ୍ଥ୍ୟଜନିତ ସମସ୍ୟା ଭୋଗିବେ, ପ୍ରତିକାର ପାଇଁ କରିବେ କଣ?

ସୌର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର। ଚନ୍ଦ୍ର–ବୃଷ ଅହୋରାତ୍ର। ଘାତ ଚନ୍ଦ୍ର- ଧନୁ ରାଶିର ଦିବା ୦୪/୫୧ ଗତେ ମେଷ, ଘାତ ବାର– ତୁଳା, କୁମ୍ଭ ରାଶିର ପୁଷ୍କର ଦୋଷ– ସନ୍ଧ୍ୟା ୦୬/୪୧ ଗତେ ୧ପାଦ । ଗୋସମ୍ପଦ-ନାଶ, ତିଳକାଞ୍ଚନ ଦାନ

Virgo

କନ୍ୟା

Thursday 13 Oct 2022

ଉ, ଫାଲଗୁନୀ– ମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ। ନିଜ କାମରେ ଯାତ୍ରା ଆପଣଙ୍କ ଲାଗି ଅସୁବିଧା ହେବ।

ହସ୍ତା– ବ୍ୟବସାୟରେ ବୁଝିବିଚାରି ଭାଗିଦାରୀ କରନ୍ତୁ। ସମ୍ପତ୍ତି କିଣିବାର ଯୋଗ ରହିଛି । ଶିକ୍ଷାର୍ଥୀ ଲେଖା ପଢାରେ ଅଧିକ ଧ୍ୟାନ ଦେବେ।

ଚିତ୍ରା – ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । ମହିଳାମାନେ ଅଶାନ୍ତିରେ ସମୟ ଅତିବାହିତ କରିବେ।

ପ୍ରତିକାର - ଗଣେଶଙ୍କୁ ଦୂବ ଦାନ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :