• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ଜୀବନ ମଧୁର ମୟ ରହିବ..

ସୈାର ଧନୁମାସ  ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୩ ତାରିଖ ଶନିବାର। ଚନ୍ଦ୍ର- ମକର ରାତ୍ରି ୧୧.୩୫ ଗତେ କୁମ୍ଭ, ତିଥି- ୨ୟା ଦିବା ୧୧.୧୧ ଗତେ ୩ୟା, ଘାତଚନ୍ଦ୍ର- ସିଂହ ରାଶିର, ରାତ୍ରି ୧୧.୩୫ ଗତେ ମିଥୁନ ଓ ମୀନ ରାଶିର, ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ ଦିବା ୧୧.୧୧ ଗତେ ୧ ପାଦ-କୃଷିହାନି-ଭୂମିଦାନ

Aquarius

କୁମ୍ଭ

Saturday 13 Jan 2024

ଧନିଷ୍ଠା- ଖୋଜୁଥିବା ଜିନିଷର ସନ୍ଧାନ ମିଳିବ । ପରିବାରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ । ପ୍ରତ୍ୟେକ କ୍ଷେତ୍ରରେ ନିରବତାକୁ ପ୍ରାଧାନ୍ୟ ଦେବେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା କମି କମି ଆସିବ ।

ଶତଭିଷା- ସାମାଜିକ ସ୍ତରରେ ଜନହିତକର କାର୍ଯ୍ୟରେ ନିଜକୁ ଲିପ୍ତ ରଖିବେ । ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୃଷ୍ଟିର ସମ୍ଭାବନା ରହିଛି । ଆନୁଷ୍ଠାନିକ କାମରେ କେତେକ ଗୁରୁ ଦାୟିତ୍ୱବହନ କରି ବ୍ୟସ୍ତ ହୋଇ ପାରନ୍ତି ।

ପୂ,ଭାଦ୍ରପଦ- ସ୍ୱାର୍ଥ ହାନି ଆଶଙ୍କାରେ ଆତ୍ମୀୟ ସ୍ୱଜନ ଦୂରେଇ ଯାଇପାରନ୍ତି । ଯାହା ଆଶା କରୁଥିଲେ ତାହା ଆଜି ବିଳମ୍ବରେ ପାଇବେ । ଅନ୍ୟର ଅସୁବିଧା ଦୂର ପାଇଁ ନିଜକୁ କଷ୍ଟ ସ୍ୱୀକାର କରିବାକୁ ପଡିପାରେ ।

ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :