• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ଜୀବନ ମଧୁର ମୟ ରହିବ..

ସୈାର ଧନୁମାସ  ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୩ ତାରିଖ ଶନିବାର। ଚନ୍ଦ୍ର- ମକର ରାତ୍ରି ୧୧.୩୫ ଗତେ କୁମ୍ଭ, ତିଥି- ୨ୟା ଦିବା ୧୧.୧୧ ଗତେ ୩ୟା, ଘାତଚନ୍ଦ୍ର- ସିଂହ ରାଶିର, ରାତ୍ରି ୧୧.୩୫ ଗତେ ମିଥୁନ ଓ ମୀନ ରାଶିର, ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ ଦିବା ୧୧.୧୧ ଗତେ ୧ ପାଦ-କୃଷିହାନି-ଭୂମିଦାନ

Gemini

ମିଥୁନ

Saturday 13 Jan 2024

ମୃଗଶିରା- ଦାମ୍ପତ୍ୟ ଜୀବନରେ ବିବାଦ ସୃଷ୍ଟି ହୋଇପାରେ । ବ୍ୟବସାୟରେ ଲାଭ ପାଇବେ । ଆର୍ଥିକ ସମସ୍ୟାକୁ ଏଡାଇବା ପାଇଁ ଖର୍ଚ୍ଚ କମ୍ କରନ୍ତୁ । ପରିବାର ସଦସ୍ୟଙ୍କ କାର୍ଯ୍ୟ କଳାପକୁ ନେଇ କ୍ରୋଧିତ ହୋଇପାରନ୍ତି ।

ଆଦ୍ରା- ଉଚ୍ଚସମ୍ମାନ ସହ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବେ । ଈର୍ଷା ପରାୟଣ ବ୍ୟକ୍ତିମାନେ ଦୂରେଇଯିବେ । ହସଖୁସୀରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ ସୃଷ୍ଟିହେବ ।

ପୁନର୍ବସୁ- ପ୍ରେମ ସମ୍ପର୍କ ଦୃଷ୍ଟି କୋଣରୁ ସମୟ ଅନୁକୂଳ ରହିବ । ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ଜମି ସମ୍ବନ୍ଧୀୟ ବିବାଦକୁ କୋର୍ଟ କୁ ନେବା ପରିବର୍ତେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :