• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th Dec 2022: ଆଜି ଏହି ରାଶିର ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର । ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ୨ୟା ଦିବା ୦୧/୪୮ ଗତେ ୩ୟା ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୧/୪୮ ୧ପାଦ

Gemini

ମିଥୁନ

Saturday 10 Dec 2022

ମୃଗଶିରା - ସୁସ୍ଥତା ସତ୍ୱେ ସାନସିକ ଦ୍ୱନ୍ଦ ବଢିବ । ପିଲା ଦିନର ବନ୍ଧୁଙ୍କ ସହିତ ସିନେମା ଦେଖିଯିବେ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହୋଇପାରେ ।

ଆଦ୍ରା - ରାଜନୀତିରେ ସମ୍ମାନ ହାନୀ ଯୋଗ ରହିଛି । କର୍ମ କ୍ଷେତ୍ରରେ କାମର ଭାର ହାଲକା ରହିବ ।

ପୁନର୍ବସୁ - ବିଦ୍ୟାର୍ଥୀ ମାନଙ୍କୁ ସବୁ କ୍ଷେତ୍ରରୁ ମୁକ୍ତି ମିଳିବ । ଆୟିନୀ , ଅଦାଲତ ଫଳ ଶୁଭ ନୁହେଁ ।

ପ୍ରତିକାର- “ଓଁ ବୁଂ ବୁଧାୟ ନମଃ” ଏହି ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :