• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th Dec 2022: ଆଜି ଏହି ରାଶିର ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର । ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ୨ୟା ଦିବା ୦୧/୪୮ ଗତେ ୩ୟା ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୧/୪୮ ୧ପାଦ

Taurus

ବୃଷ

Saturday 10 Dec 2022

କୃତିକା - ଶାରୀରିକ ଓ ମାନସିକତାରେ ଉନ୍ନତି ପରିଲକ୍ଷିତ ହେବ । ବ୍ୟବସାୟରେ ଆଗକୁ ବଢିବାର ଆଶା ଦେଖାଦେବ ।

ରୋହିଣୀ – କର୍ମ କ୍ଷେତ୍ରରେ ସମସ୍ତଙ୍କର ସାହାଯ୍ୟ ପାଇବେ ଓ ନିଜ କାମ ପାଇଁ ପ୍ରଂଶସିତ ହେବେ । ନୂତନ ବନ୍ଧୁତ୍ୱ ସ୍ଥାପନ କରିବେ

ମୃଗଶିରା – ରାଜନୀତିରେ ଲୋକ ପ୍ରିୟତା ବଢିବ । ଶିକ୍ଷାର୍ଥୀ ଉଚ୍ଚ ଆଶା ରଖି ବିଦେଶକୁ ଯିବେ । 

ପ୍ରତିକାର- “ଓଁ ଶୁଂ ଶୁକ୍ରାୟ ନମଃ” ଏହି ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :