• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th Dec 2022: ଆଜି ଏହି ରାଶିର ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର । ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ୨ୟା ଦିବା ୦୧/୪୮ ଗତେ ୩ୟା ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୧/୪୮ ୧ପାଦ

Virgo

କନ୍ୟା

Saturday 10 Dec 2022

ଉ , ଫାଲଗୁନୀ – କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ମନରେ ଭୟ ଲାଗି ରହିବ । ଭଲ କାମ କରି ବାପାଙ୍କ ପ୍ରିୟ ହୋଇ ପାରିବ ।

ହସ୍ତା – ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ । ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ପାଇବ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ ।

ଚିତ୍ରା – ବ୍ୟବସାୟ ବଢାଇବା ପାଇଁ ସୂବର୍ଣ୍ଣ ସୁଯୋଗ ପାଇବେ । ଆୟିନୀର ଦ୍ୱାରସ୍ଥ ହେବେ ।

ପ୍ରତିକାର- “ଓଁ ବୁଂ ବୁଧାୟ ନମଃ” ଏହି ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :