• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th Dec 2022: ଆଜି ଏହି ରାଶିର ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର । ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ୨ୟା ଦିବା ୦୧/୪୮ ଗତେ ୩ୟା ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୧/୪୮ ୧ପାଦ

Libra

ତୁଳା

Saturday 10 Dec 2022

ଚିତ୍ରା – ମନ ମଧ୍ୟରେ ଉଦବେଗ ବଢିଚାଲିବ । ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । କାରବାରରେ ଲାଭ ହେବାର ଯୋଗ ରହିଛି ।

ସ୍ୱାତୀ – ରାଜନୀତିରେ କାର୍ଯ୍ୟ ଭାର ଅଧିକ ରହିବ । ବ୍ୟବସାୟରେ ପ୍ରଚୁର ଲାଭ ହୋଇପାରେ । ଛାତ୍ରଛତ୍ରୀ ପଢାରେ , କ୍ରିଡାରେ ପ୍ରଂଶସିତ ହେବେ ।

ବିଶାଖା – ମହିଳା ମାନେ ଅନ୍ୟ ମାନଙ୍କୁ ସାହାଯ୍ୟ କରିବେ । ଭୂ-ସମ୍ପତିକୁ ନେଇ ସମସ୍ୟା ଉବୁଜିବ ।

ପ୍ରତିକାର- “ଓଁ ଶୁଂ ଶୁକ୍ରାୟ ନମଃ’ ଏହି ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :