ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର । ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ୨ୟା ଦିବା ୦୧/୪୮ ଗତେ ୩ୟା ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୧/୪୮ ୧ପାଦ
ବିଶାଖା – ବ୍ୟବସାୟ କାମରେ ବିଦେଶକୁ ଯାଇ ପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ନୂଆ ଲୋକ ମାନଙ୍କ ଠାରୁ ହାତେ ମାପି ଚାଖଣ୍ଡେ ଚାଲନ୍ତୁ ।
ଅନୁରାଧା – ରାଜନୀତିରେ ଆଗକୁ ଯିବେ । ଛାତ୍ରଛାତ୍ରି କ୍ୟାରିୟରରେ ନୂଆ ରୂପରେ ସୁଶୋଭିତ ହେବେ । ସରକାରୀ ସାହାର୍ଯ୍ୟରୁ ଅର୍ଥ ଲାଭ ହୋଇପାରେ
ଜ୍ୟେଷ୍ଠା – ବିରୋଧୀ ଆପଣଙ୍କ ଠାରୁ ଦୂରୋତ୍ୱ ବଜାୟ ରହିବେ । କୋର୍ଟରେ ନିସ୍ପତି ଆପଣଙ୍କ ଲାଗି ଫଳପ୍ରଦ ହେବ ।
ପ୍ରତିକାର- “ଓଁ ଅଂ ଅଙ୍ଗାରକାୟ ନମଃ” ଏହି ମନ୍ତ୍ରକୁ ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯