• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th Dec 2022: ଆଜି ଏହି ରାଶିର ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର । ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ୨ୟା ଦିବା ୦୧/୪୮ ଗତେ ୩ୟା ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୧/୪୮ ୧ପାଦ

Pisces

ମୀନ

Saturday 10 Dec 2022

ପୂ , ଭାଦ୍ରପଦ - ଜିବିକା ଅର୍ଜନରେ ସଫଳତା ଲାଭ ପାଇବେ । ପ୍ରେମ କ୍ଷେତ୍ରରେ ଯେତେ ଚେଷ୍ଟା କରିଲେ ମଧ୍ୟ ବିଶ୍ୱାସି ହୋଇ ପାରିବେ ନାହିଁ ।

ଉ , ଭଦ୍ରପଦ - ଛାତ୍ରଡଛାତ୍ରୀ ମାନେ ଶିକ୍ଷକଙ୍କ ସହୟତା ପାଇବେ । ବ୍ୟବସାୟରେ ନୂଆ ଜ୍ଞାନ ପ୍ରୟୋଗ କରିବେ ।

ରେବତୀ – କୋର୍ଟର ସହୟତା ପାଇବେ । ରାଜନିତିରେ ଲୋକ ପ୍ରିୟତା ବଢାଇବା ପାଇଁ ଚେଷ୍ଟା କରିବେ

ପ୍ରତିକାର- “ଓଁ ବୁଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :