ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଚନ୍ଦ୍ର – ମୀନ ଦିବା ୦୨.୦୯ ଗତେ ମେଷତିଥି – ୨ୟା ସନ୍ଧ୍ୟା ୦୬.୨୧ ଗତେ ୩ୟା ,ଘାତ ଚନ୍ଦ୍ର – ଧନୁ ଦିବା ୦୨.୦୯ ଗତେ ମେଷ,ଘାତ ବାର- ତୁଳା ଓ କୁମ୍ଭ,ପୁଷ୍କର ଦୋଷ –୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ସନ୍ଧ୍ୟା ୦୬.୨୧ ପର୍ଯ୍ୟନ୍ତ ।
ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଚନ୍ଦ୍ର – ମୀନ ଅହୋରାତ୍ର,ତିଥି – ପ୍ରତିପାଦ ରାତ୍ରି ୦୮.୨୧ ଗତେ ୨ୟା ଘାତ ଚନ୍ଦ୍ର – ଧନୁ ଅହୋରାତ୍ର,ଘାତ ବାର- କର୍କଟ,ପୁଷ୍କର ଦୋଷ – ରାତ୍ରି ୦୮.୨୧ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ।
ଏହି ସପ୍ତାହରେ ବହୁଦିନରୁ ବିଫଳ ହେଉଥିବା କାର୍ଯ୍ୟକ୍ରମରେ କିଛି ମାତ୍ରାରେ ସଫଳତା ଆସିବ । ବେପାରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ । ପ୍ରେମିକା-ପ୍ରେମିକଙ୍କ ପାଇଁ ଉତ୍ତମ ସପ୍ତାହ ରହିବ ।
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର – କୁମ୍ଭ ଦିବା ୧୧.୫୮ ଗତେ ମୀନ ତିଥି – ଅମାବାସ୍ୟା ରାତ୍ରି ୧୦.୫୩ ଗତେ ପ୍ରତିପଦ,ଘାତ ଚନ୍ଦ୍ର – ମିଥୁନ , ମୀନ ଦିବା ୧୧.୫୮ ଗତେ ଧନୁ,ଘାତ ବାର- ମକର,ପୁଷ୍କର ଦୋଷ – ୨ପାଦ- କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ସନ୍ଧ୍ୟା ୦୫.୨୫ ଗତେ ୧ ପାଦ ।
ଚଳିତ ବର୍ଷ ଚୈତ୍ର ନବରାତ୍ରୀର ମହତ୍ୱ ଢ଼େରଗୁଣା ବଢ଼ିବ । ତେବେ ଆସନ୍ତୁ, ଜ୍ୟୋତିଷ ଡ଼ ଅରୁଣେଶ କୁମାର ଶର୍ମାଙ୍କଠାରୁ ଜାଣିବା ଯେ, କେଉଁ ରାଶି ପାଇଁ ନବରାତ୍ରୀ କି ପ୍ରଭାବ ପକାଇବ ।
ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ, ସୋମବାର, ଚନ୍ଦ୍ର – କୁମ୍ଭ ଅହୋରାତ୍ର, ତିଥି – ୧୪ଶୀ ରାତ୍ରି ୦୧.୪୭ ଗତେ ଅମାବାସ୍ୟା, ଘାତ ଚନ୍ଦ୍ର – ମିଥୁନ, ମୀନ ଅହୋରାତ୍ର, ଘାତ ବାର- ମିଥୁନ,ପୁଷ୍କର ଦୋଷ – ରାତ୍ରି ୦୭.୩୯ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ
ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ, ସୋମବାର, ଚନ୍ଦ୍ର – କୁମ୍ଭ ଅହୋରାତ୍ର, ତିଥି – ୧୪ଶୀ ରାତ୍ରି ୦୧.୪୭ ଗତେ ଅମାବାସ୍ୟା, ଘାତ ଚନ୍ଦ୍ର – ମିଥୁନ, ମୀନ ଅହୋରାତ୍ର, ଘାତ ବାର- ମିଥୁନ,ପୁଷ୍କର ଦୋଷ – ରାତ୍ରି ୦୭.୩୯ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ
ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ଦ୍ୱତୀୟ ରାଶି ହେଉଛି ବୃଷ । ତେବେ ଆଜି ଆମେ ଜାଣିବା ବୃଷ ରାଶି ବିଷୟରେ...
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଚନ୍ଦ୍ର – ମକର ଦିବା ୧୧.୧୬ ଗତେ କୁମ୍ଭ,ତିଥି – ୧୨ଶୀ ଦିବା ୦୮.୦୭ ଗତେ ୧୩ଶୀ,ଘାତ ଚନ୍ଦ୍ର – ସିଂହ ଦିବା ୧୧.୧୬ ଗତେ ମିଥୁନ , ମୀନ,ଘାତ ବାର- ମେଷ । ପୁଷ୍କର ଦୋଷ – ୨ ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୮.୦୭ ଗତେ ୧ ପାଦ ।
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶନିବାର,ଚନ୍ଦ୍ର – ମକର ଅହୋରାତ୍ର,ତିଥି – ୧୧ଶୀ ଦିବା ୧୧.୧୪ ଗତେ ୧୨ଶୀ,ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର- ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ- ଦିବା ୧୧.୧୪ ଗତେ ୨ ପାଦ
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର । ଚନ୍ଦ୍ର – ଧନୁ ଦିବା ୧୦.୧୭ ଗତେ ମକର,ତିଥି – ୧୦ ମୀ ଦିବା ୦୨.୦୭ ଗତେ ୧୧ଶୀ,ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଦିବା ୧୦.୧୭ ଗତେ ସିଂହ,ଘାତ ବାର- ବିଛା , ଧନୁ ଓ ମୀନ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୨.୪୫ ପର୍ଯ୍ୟନ୍ତ
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର ଚନ୍ଦ୍ର – ଧନୁ ଅହୋରାତ୍ର ,ତିଥି – ୯ମୀ ଦିବା ୦୪.୩୯ ଗତେ ୧୦ମୀ,ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଅହୋରାତ୍ର ,ଘାତ ବାର- ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନିଶାନ୍ତ ୦୪.୪୬ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର । ଚନ୍ଦ୍ର – ବିଛା ପ୍ରାତଃ ୦୭.୩୩ ଗତେ ଧନୁ,ତିଥି – ୮ମୀ ସନ୍ଧ୍ୟା ୦୬.୪୬ ଗତେ ୯ମୀ,ଘାତ ଚନ୍ଦ୍ର – ପ୍ରାତଃ ୦୭.୩୩ ଗତେ ତୁଳା ଓ କୁମ୍ଭ,ଘାତ ବାର- କର୍କଟ,ପୁଷ୍କର ଦୋଷ – ନାସ୍ତି
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ବିଛା ଅହୋରାତ୍ର,ତିଥି – ୭ମୀ ରାତ୍ରି ୦୮.୨୨ ଗତେ ୮ମୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ମକର,ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ରାତ୍ରି ୦୮.୨୨ ଗତେ ୧ ପାଦ
ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ଜୀବନରେ ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ । ଏହି ସପ୍ତାହରେ ରାଜନୀତିରେ ସଫଳତା ପାଇ ପାରନ୍ତି ।
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...