• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ  ଶୁକ୍ରବାର ।

ଚନ୍ଦ୍ର- ମେଷ ନିଶାନ୍ତ ୦୫.୦୨ ଗତେ ବୃଷ ।
ତିଥି - ପ୍ରତିପଦ ଦିବା ୦୮. ୨୯ ଗତେ ୨ୟା ।
ଘାତ ଚନ୍ଦ୍ର- ମେଷ ନିଶାନ୍ତ ୦୫.୦୨ ଗତେ ବିଛା ।

ଘାତ ବାର- ବିଛା, ଧନୁ ଓ ମୀନ ରାଶିର ।
ପୁଷ୍କର ଦୋଷ- ଦିବା  ୦୮. ୨୯ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନଦାନୟ

ଶୁଭ ସମୟ

  • ପ୍ରାତଃ ୦୫. ୨୮ ରୁ ୦୬. ୧୮
  • ପ୍ରାତଃ ୦୭.୦୯ ରୁ ୦୮.୩୭ 
  • ଦିବା  ୧୨. ୧୦ ରୁ ୦୨.୪୧
  • ରାତ୍ରି  ୦୭.୩୪ ରୁ ୦୮.୫୪  
  • ରାତ୍ରି ୦୧.୩୯ ରୁ ୦୩. ୫୬

ଅଧିକ ପଢ଼ନ୍ତୁ: ଘରେ ଏହିସବୁ ଫଟୋଚିତ୍ର ଆଣିପାରେ ବିପଦ

ଅଶୁଭ ସମୟ

  • ଋାହୁକାଳ - ଦିବା ୧୦.୧୧ ରୁ ୧୧.୪୫
  • କାଳବେଳା - ଦିବା ୧୦.୧୧ ରୁ ୧୧.୪୫
  • ବାରବେଳା - ଦିବା ୦୮.୩୭ ରୁ ୧୦.୧୧
  • କାଳରାତ୍ରି - ରାତ୍ରି ୦୮.୫୪  ରୁ ୧୦.୧୯