Advertisment

Today Panchang 26th April 2023: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ କେଉଁ ଶୁଭ ମୁହୂର୍ତ୍ତରେ ଗୃହଶାନ୍ତି ପୂଜା କରିବେ

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 2nd May 2023

Panchang

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର । ଚନ୍ଦ୍ର – ମିଥୁନ ରାତ୍ରି ୧୨.୧୮ ଗତେ କର୍କଟ,ତିଥି –୬ଷ୍ଠୀ ଦିବା ୧୧.୨୮ ଗତେ ୭ମୀ,ଘାତ ଚନ୍ଦ୍ର – କନ୍ୟା ରାତ୍ରି ୧୨.୧୮ ପର୍ଯ୍ୟନ୍ତ,ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୧.୨୮ ଗତେ ୨ ପାଦ ।

Advertisment

ଶୁଭ ସମୟ:

  • ପ୍ରାତଃ ୦୫.୨୪ ଓ ୦୭.୦୬
  • ଦିବା ୧୦.୦୯ ରୁ ୧୧.୧୯
  • ଦିବା ୦୧.୫୧ ରୁ ୦୫.୧୩
  • ସନ୍ଧ୍ୟା ୦୬.୪୯ ରୁ ୧୦.୩୬
  • ରାତ୍ରି ୦୧.୩୭ ରୁ ୦୨.୩୪
  • ରାତ୍ରି ୦୩.୫୯ ରୁ ୦୫.୨୪

ଅଧିକ ପଢ଼ନ୍ତୁ: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା

Advertisment

ଅଶୁଭ ସମୟ:

  • ଋାହୁକାଳ – ଦିବା ୧୧.୪୪ ରୁ ୦୧.୧୯
  • କାଳବେଳା – ଦିବା ୦୮.୩୪ ରୁ ୧୦.୦୯
  • ବାରବେଳା – ଦିବା ୧୧.୪୪ ରୁ ୦୧.୧୯
  • କାଳରାତ୍ରି – ରାତ୍ରି ୦୨.୩୪ ରୁ ୦୩.୫୯
Panchang
Advertisment
Advertisment