/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681873992.jpg)
Today Panchang
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର ।ଚନ୍ଦ୍ର – ମୀନ ରାତ୍ରି ୧୧.୫୩ ଗତେ ମେଷ,ତିଥି – ୧୪ଶୀ ଦିବା ୧୧.୨୪ ଗତେ ଅମାବାସ୍ୟା,ଘାତ ଚନ୍ଦ୍ର – ଧନୁ ରାତ୍ରି ୧୧.୫୩ ଗତେ ମେଷ,ଘାତ ବାର – କର୍କଟ,ପୁଷ୍କର ଦୋଷ – ନାସ୍ତି ।
Advertisment
ଶୁଭ ସମୟ:
- ପ୍ରାତଃ ୦୫.୨୯ ରୁ ୦୭.୧୦
- ଦିବା ୧୦.୧୧ ରୁ ୦୧.୨୦
- ଦିବା ୦୧.୫୧ ରୁ ୦୫.୧୨
- ସନ୍ଧ୍ୟା ୦୬.୪୭ ରୁ ୧୦.୩୬
- ରାତ୍ରି ୦୧.୪୦ ରୁ ୦୨.୩୭
- ରାତ୍ରି ୦୪.୦୩ ରୁ ୦୫.୨୯
ଅଧିକ ପଢ଼ନ୍ତୁ: ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ
ଅଶୁଭ ସମୟ:
- ଋାହୁକାଳ – ଦିବା ୧୧.୪୬ ରୁ ୦୧.୨୦
- କାଳବେଳା – ଦିବା ୦୮.୩୭ ରୁ ୧୦.୧୧
- ବାରବେଳା – ଦିବା ୧୧.୪୬ ରୁ ୦୧.୨୦
- କାଳରାତ୍ରି – ରାତ୍ରି ୦୨.୩୭ ରୁ ୦୪.୦୩
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)