• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

Heavy rain
ଲଘୁଚାପ ଆଣୁଛି ମୂଷଳଧାରା ବର୍ଷା; ଆଜି ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ...

୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଅବପାତ। ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

heavy rainfall
ସପ୍ତାହେ ଭିଜାଇବ ! ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ଆଗାମୀ ୭ ଦିନ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା । ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ।

weather
ବର୍ଷାରେ ଭିଜିବ ଓଡ଼ିଶା,ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତରପଶ୍ଚିମ ତତ୍ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ । ଲଘୁଚାପ ପ୍ରଭାବରେ ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ବର୍ଷାର ପୂର୍ବାନୁମାନ । ଆସନ୍ତା ୧୯ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

Heavy rain alert in Odisha
୪ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ; ଆଜି ପାଇଁ ୮ଜିଲ୍ଲାକୁ ସତର୍କତା ଜାରି

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ ଓ ବିସ୍ତୃତି। ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Weather Update
ରାଜ୍ୟରେ ଆଗାମୀ ୫ ଦିନ ଯାଏଁ କାଁ ଭାଁ ବର୍ଷା; ଚାଷୀଙ୍କୁ ଘାରିଲାଣି ଚାଷ ଚିନ୍ତା...

ଆଜି ପଶ୍ଚିମ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖରେ ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ। ସେପଟେ ଚାଷୀଙ୍କୁ ଘାରିଛି ବର୍ଷା ଚିନ୍ତା...

Weather
ମୁମ୍ବାଇରେ ଜଳ ପ୍ରଳୟ, ରାସ୍ତାଘାଟରେ ଲହଡି ଭାଙ୍ଗୁଛି ବର୍ଷା ପାଣି

ରାଜଧାନୀ ଦିଲ୍ଲୀ ପରେ ଏବେ ମାୟାନଗରୀ ମୁମ୍ବାଇରେ ବର୍ଷା ଯୋଗୁଁ ସ୍ଥିତି ବେହାଲ । ପ୍ରବଳ ବର୍ଷାରେ ଘର-ଦୁଆର, ରାସ୍ତାଘାଟ ସବୁ ଆଡେ ଖାଲି ପାଣି ହିଁ ପାଣି ।

Weather
ଗୋଟିଏ ଦିନର ବିରତି ପରେ କାଲିଠାରୁ ପୁଣି ଛେଚିବ ବର୍ଷା ! ସତର୍କ ରହିବାକୁ ନିର୍ଦ୍ଦେଶ

ସାରା ରାଜ୍ୟରେ ଜାରି ବର୍ଷା । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଜାରି ରହିଛି ବର୍ଷା । ଆଗାମୀ ୩ ଦିନ ଧରି ରାଜ୍ୟର ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

Brahmaputra Floods
ଦୁଃଖ ଦେଉଛି ବ୍ରହ୍ମପୁତ୍ର; ଉବୁଟୁବୁ ହେଉଛି ଆସାମ, ରାହା ଖୋଜୁଛି ଜୀବନ

ଦିନ ଯେତିକି ଯେତିକି ଗଡ଼ୁଛି ସ୍ଥିତି ସେତିକି ସେତିକି ବିଗିଡ଼ିବାରେ ଲାଗିଛି । ଘର ଭିତରେ ଛିଡ଼ା ହୋଇଛି ଆଣ୍ଠୁଏ ଉଚ୍ଚର ପାଣି । ଖାଇବାକୁ ଗଣ୍ଡେ ଦାନା ନାହିଁ । ବନ୍ୟା ପାଣିରେ ସବୁ କିଛି ବୁଡ଼ିରହିଛି ।

rain
ଉପାନ୍ତରୁ ଉପକୂଳ ସବୁଠି ଛେଚୁଛି ବର୍ଷା; ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର

ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି।

Rainfall Alert
ଚାଷୀଙ୍କ ପାଇଁ ଖୁସି ଖବର; ୬ ତାରିଖରୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ...

ବର୍ତ୍ତମାନ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା ନାହିଁ । ୫ ତାରିଖରୁ କିଛି ମାତ୍ରାରେ ବଢ଼ିପାରେ ବର୍ଷା ପରିମାଣ । ୬ ତାରିଖରେ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ ।

Weather Update
ପ୍ରବଳ ବର୍ଷା !! ଉବୁଟୁବୁ ହେଉଛି ପୂରା ଦେଶ, ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି

ସିକ୍କିମରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି । ଅନେକ ସ୍ଥାନରେ ଲୋକେ ଫସିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନାର ସାହାଯ୍ୟ ନିଆଯାଇଛି ।

Weather Update
ରାଜ୍ୟରେ ବଢ଼ିବ ବର୍ଷା; ବିଜୁଳି ଘଡ଼ଘଡ଼ି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 

ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଜାରି ରହିବ ବର୍ଷା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । ଆଗାମୀ ୫ ଦିନ ଯାଏଁ ସମାନ ସ୍ଥିତି ରହିପାରେ ।

Rain
ବର୍ଷାରେ ବେହାଲ୍ ଉତ୍ତର-ଭାରତ; ସିକ୍କିମରେ ଜଳପ୍ରଳୟ, କେଦାରନାଥରେ ଧସିଲା ବରଫ ପାହାଡ଼

ଲଗାଣ ବର୍ଷାରେ ବେହାଲ୍ ସିକ୍କିମ। ସିକ୍କିମ-ପଶ୍ଚିମବଙ୍ଗ ରାସ୍ତା ଏନଏଚ୍-୧୦ରେ ପୁଣି ଭୂସ୍ଖଳନ ହୋଇଛି । ଫଳରେ ସିଲିଗୁରିରୁ ସିକ୍କିମ ରାସ୍ତାରେ ଯାତାୟତ ବନ୍ଦ ରହିଛି ।

Weather Update
ଆଜି ବି ଜାରି ରହିବ ବର୍ଷା! ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ ...

ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ।

Weather Updates
କାଚିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Delhi Rains
ଦିଲ୍ଲୀରେ ଜଳ ପ୍ରଳୟ, ୮ ଦଶନ୍ଧିର ରେକର୍ଡ ଭାଙ୍ଗିଲା ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ । ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି ।

Delhi Weather
ଚାରିଆଡ଼େ ପାଣି... ପାଣି... ଆଉ ପାଣି, ୮୮ ବର୍ଷର ରେକର୍ଡ ଭାଙ୍ଗିଛି ଦିଲ୍ଲୀ ବର୍ଷା

୮୮ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା । ପ୍ରବଳ ବର୍ଷା ପରେ ପାଣିରେ ଭାସୁଛି ରାଜଧାନୀ ଦିଲ୍ଲୀ ।

weather
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ; ଆହୁରି ୩ଦିନ ବର୍ଷିବ, ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ..

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆହୁରି ୩ ଦିନ ବର୍ଷିବ।

Roof collapses at Delhi airport
ବର୍ଷା ଓ ପବନରେ ଭୁଶୁଡ଼ିଲା ଦିଲ୍ଲୀ ବିମାନବନ୍ଦର ଛାତ; ଜଣେ ମୃତ, ଏକାଧିକ ଆହତ

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ଛାତ ଭୁଶୁଡିବା ଘଟଣାରେ ନିଜେ ସେ ଏନେଇ ମନଟରିଂ କରୁଛନ୍ତି । ଯଥାସମ୍ଭବ ଭଶୁଡିବା ସାଇଟରେ କାମ ଚାଲିଛି ।

Heavy rain
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୪ ଦିନ ପ୍ରବଳ ବର୍ଷିବ, ସତର୍କ କଲା ପାଣିପାଗ ବିଭାଗ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ୪ ଦିନ ପ୍ରବଳ ବର୍ଷା ସମ୍ଭାବନା । ବିଜୁଳି, ଘଡ଼ଘଡ଼ି ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲା ପାଣିପାଗ ବିଭାଗ ।

Heavy Rainfall
ପୁଣି ବର୍ଷାରେ ବିକଳ ଚିତ୍ର; ଅସରାଏ ବର୍ଷାରେ ବିଗିଡ଼ିଲା ରାଜଧାନୀର ସ୍ଥିତି

ହଠାତ୍ ଘୋଟି ଆସିଲା କଳାହାଣ୍ଡିଆ ମେଘ। କାଚିଲା ବର୍ଷା, ବୁଡ଼ିଲା ରାସ୍ତା। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା। ଯାତାୟତ ପ୍ରଭାବିତ.. ହନ୍ତସନ୍ତ ଲୋକେ।

rain
ହଠାତ୍ ବଦଳିଲା ପାଗ; ଘୋଟି ଆସିଲା କଳାହାଣ୍ଡିଆ ମେଘ..ଧୁମ୍ ବର୍ଷିଲା

ରାଜଧାନୀରେ ପ୍ରବଳ ବର୍ଷା। ହଠାତ୍ ବଦଳିଲା ପାଗ। ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଭୁବନେଶ୍ବରରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଛି।

Weather
ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ।

Weather Update
ମୌସୁମୀର ପ୍ରଭାବ ଜାରି; ଆସୁଛି ବଡ଼ ବର୍ଷା, ୨୬ରେ ଘୂର୍ଣ୍ଣିବଳୟ!

୨୬ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ।

Hajj 2024 death toll
ତତଲା ହାୱାକୁ ସମ୍ଭାଳି ପାରୁନି ମଣିଷ: ଆଖିବୁଜିଲେ ୧୩୦୦ ହଜ୍ ଯାତ୍ରୀ

ସାଉଦ ଆରବସ୍ଥିତ ମକ୍କାରେ ଅସହ୍ୟ ଗରମ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ଏଠାରେ ଅତିକମ୍‌ରେ ୧୩୦୦ ହଜ୍ ଯାତ୍ରୀଙ୍କ ଜୀବନ ଗଲାଣି ।