ମାଲକନଗିରିରେ ଗୁରୁପ୍ରିୟା ସେତୁ ହେବା ପରେ ବିଚ୍ଛିନ୍ନାଞ୍ଚଳବାସୀ ଭାବିଥିଲେ ଦୂର ହେବ ସେମାନଙ୍କ ଦୁଃଖ । ହେଲେ ଏବେ ବିଛିନ୍ନାଞ୍ଚଳର ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ ବୋଟ ଆମ୍ବୁଲାନ୍ସ ।
ତ୍ରୀସ୍ତରୀୟ ପଞ୍ଚାୟତ ନିିର୍ବାଚନ ଲାଗି ନାମାଙ୍କନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛି । ଉପଜିଲ୍ଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ଯାଞ୍ଚ ପ୍ରକ୍ରିୟା ଚାଲିଛି । ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ।
ରାଜ୍ୟର ଉପାନ୍ତ ଅଞ୍ଚଳରେ ପ୍ରହସନ ପାଲଟିଛି ଅନଲାଇନ୍ ପାଠପଢା । ଗଲା ୨ ବର୍ଷ ହେଲା ଅନଲାଇନରେ ପାଢପଢା ହେଉଥିଲେ ମଧ୍ୟ ନେଟଓ୍ୱର୍କ ଓ ମୋବାଇଲ ଫୋନ ଅଭାବକୁ ନେଇ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଫଳରେ ଅନେକ ପିଲାଙ୍କ ପାଠରେ ଡୋରି ବନ୍ଧା ହୋଇଛି ।
ରାଜନୀତିର ସାପ-ଶିଡ଼ି ଖେଳରେ ସବୁ ଅସମ୍ଭବ ହୋଇଯାଉଛି ସମ୍ଭବ । କାଲି ଯିଏ ଉପରେ ଆଜି ସିଏ ତଳେ, ତ ଆଜି ଯିଏ ତଳେ, କାଲି ଉପରେ । ଚଳିତ ପଞ୍ଚାୟତ ନିର୍ବାଚନରେ ଏ ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି । କି
ଦୁଇ ଦୁଇଟି ଦୁର୍ଘଟଣା, ଅତ୍ୟନ୍ତ ମର୍ମନ୍ତୁଦ ଅବେଳରେ ଲିଭି ଯାଇଛି ୧୧ଟି ଜୀବନ ଦୀପ । ବାଲେଶ୍ୱର ସୋରରେ ଏକ ଯାତ୍ରୀବାହୀ ବସ୍କୁ ପଛରୁ ଟ୍ରକ ଧକ୍କା ଦେବାରୁ ୬ଜଣଙ୍କ ଜୀବନ ଯାଇଛି ।
ପ୍ରଥମେ ପ୍ରେମ ପ୍ରତିଶ୍ରୁତି ପରେ ପ୍ରତାରଣା ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ପ୍ରତାରଣା ଅଭିଯୋଗ ।
ମୁମ୍ୱାଇର ୨୦ ମହଲା କୋଠାର ୧୮ମହଲାରେ ଲାଗିଲା ନିଆଁ। ୨ଜଣଙ୍କ ମୃତ୍ୟୁହେବା ସହ ଅନେକ ଗୁରୁତର ହେବାର ସୂଚନା ମିଳୁଛି।
ପୋଲିସ ଉପରୁ ତୁଟିଯାଉଛି କି ଲୋକଙ୍କ ଭରସା ? କାରଣ ଏବେ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଲୋକେ । ଆମେ କହୁଛୁ କଟକ ସିଡିଏ ଅଞ୍ଚଳର କଥା ।
ଏଥର ପଂଚାୟତ ନିର୍ବାଚନରେ ପ୍ରକମ୍ପିତ ହେଉଛି ଗାଁ.. କିଏ ଇଂଜିନିୟର ଚାକିରି ଛାଡି ନାମାଙ୍କନ ଭରିଛି ତ ଆଉ କିଏ ଡାକ୍ତର ଚାକିରି ଛାଡ଼ି, ତେବେ ଭେଟନ୍ତୁ କିଛି ଏମିତି ପ୍ରାର୍ଥୀଙ୍କୁ ।
ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ରାଜକୁମାରୀ: କହିଲେ, ଲୋକଙ୍କ ସେବା କରିବା ପାଇଁ ରାଜନୀତି ଶ୍ରେଷ୍ଠ ମାଧ୍ୟମ ।
ଅମର ଯବାନ ଜ୍ୟୋତିର ସ୍ଥାନାନ୍ତର ନେଇ ତେଜିଲା ରାଜନୀତି: କେନ୍ଦ୍ର ଓ ବିଜେପି ସରକାର ଉପରେ ବର୍ଷିଲା କଂଗ୍ରେସ । ଦେଶର ଇତିହାସ ବଦଳାଇବାକୁ ଚେଷ୍ଟା ହେଉଥିବା କହିଲେ ବିରୋଧୀ ।
ଆଜି ବି ମନେ ପକାଉଛନ୍ତି ଦର୍ଶକ। ନିଜର ଅଭିନୟ ବଳରେ ଦର୍ଶକଙ୍କ ହୃଦୟରେ ଜାଗା କିଣି ନେଇଥିଲେ ସୁଶାନ୍ତ। ସେ ଆଜି ନାହାନ୍ତି ସତ, ହେଲେ ତାଙ୍କ ଜନ୍ମଦିନରେ ଫଟୋ ସେୟାର କରି ନିଜର ପ୍ରିୟ କଳାକାରଙ୍କୁ ମନେ ପକାଉଛନ୍ତି ଦର୍ଶକ
ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଫାଟିଯିବ...ଯାହାକୁ ଛାତି ଚିରି କ୍ଷୀର ଖୁଆଇଥିଲା ତା’ର ଜୀବନ ବଂଚାଇବା ପାଇଁ ରଡ଼ି ଛାଡ଼ି କାନ୍ଦୁଛି ମାଆ କୁକୁର...କହୁଛି ଯେମିତି କିଏ କୋଉଠି ଅଛରେ ମୋ ଛୁଆକୁ ରକ୍ଷା କର, ତାକୁ ବଂଚାଇ ଦିଅ...
ଦିନେ ସଫ୍ଟୱେର ଓ ଡାକ୍ତର ଚାକିରି କରିଥିଲେ। ଆଜି ଚାକିରି ଓ ମୋଟା ଅଙ୍କର ଦରମା ଛାଡ଼ି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କଲେ। ଏବେ ରାଜନୀତି କରିବା ପାଇଁ ମନ ବଳାଇଛନ୍ତି ଆଜିର ଶିକ୍ଷିତ ଯୁବପୀଢି। ଏବେ ଭେଟନ୍ତୁ ଏହି ଦୁଇ ପ୍ରାର୍ଥୀଙ୍କୁ..
ନିଜର ମିଶନ ପାଇଁ ପ୍ଲାନିଂ ଓ ଫ୍ଲଟିଂ କରୁଛନ୍ତି ନାଗୀଣ...ରୁଦ୍ରି ଓ ନାଗେଶଙ୍କୁ ଅଲଗା କରିବା ପାଇଁ ସତେ ଯେମିତି ସେ କରିଛନ୍ତି ପଣ...ସେ ଯେତେବେଳେ ଚାହୁଁଥିଲେ ପୁଣି ନିଜ ରୂପ ବଦଳାଉଥିଲେ ଆଉ ଏବେ...
୫ଜି ସେବାକୁ ନେଇ ଭାରତରେ ଉତ୍କଣ୍ଠା ଲାଗି ରହିଥିବା ବେଳେ ବିଶ୍ୱକୁ ଘାରିଛି ୫ଜି ଭୟ। ଆମେରିକାରେ ୫ଜି ସେବା ଆରମ୍ଭ ହେବା ପରେ ଏପରି ଅଜଣା ଆତଙ୍କ ସମସ୍ତଙ୍କୁ ଘାରିଛି। ୫ଜି ଯୋଗୁ ବିମାନର ଇଞ୍ଜିନ ଓ ବ୍ରେକ୍ ଖରାପ ହୋଇଯିବା ଆଶଙ୍କା କରି ଗୋଟିଏ ପରେ ଗୋଟିଏ ବିମାନ କଂପାନୀ ସେବା ବନ୍ଦ କରିବା ଆରମ୍ଭ କରି ଦେଲେଣି...
ଦୁଇ ମହଲା ବିଶିଷ୍ଟ ଅତ୍ୟାଧୁନିକ କୋଠା । ଦିଶୁଛି ସମ୍ଭ୍ରାନ୍ତ ହୋଟେଲ ଭଳି । ରହୁଛନ୍ତି ଭିକ୍ଷୁକ, ନିରାଶ୍ରୟ ଓ ଦିବ୍ୟାଙ୍ଗ ଲୋକ । ରହିବା, ଖାଇବା ସାଙ୍ଗକୁ ସ୍ୱାସ୍ଥ୍ୟ ର ଯତ୍ନ ସବୁକିଛି ମାଗଣା ରେ । ଭିତରେ ବି ରୁମ ଠାରୁ ଆରମ୍ଭ କରି ବାଥରୁମ ଯାଏ ସବୁ ଖୁବ ସୁନ୍ଦର ।
କି ମାଡ଼ରେ ନାରଣ !! ପୂରା କୁଆ–ଛୁଆ ଉଡ଼ିଲାରେ... ଯିଏ ଆସିଲା ଖୋବିଲା... ଗଛରେ ବାନ୍ଧି ପକାଇଲେ, ସେକି ଦେଇ ଗଲେ... ଦେଖନ୍ତୁ ଭାଇନାଙ୍କ ବଦନକୁ...
ଚାକିରି ହେଉ କି ରାଜନୀତି, ସମସ୍ତେ ଚାହାଁନ୍ତି ନିଜ କ୍ଷେତ୍ରରେ ଉପରକୁ ଉଠିବାକୁ। କିନ୍ତୁ ଏହି ଭିଡିଓରେ ଥିବା ବ୍ୟକ୍ତିଙ୍କୁ ଭେଟନ୍ତୁ, ଯିଏ ଦିନେ ବିଧାୟକ ଥିଲେ, ଏବେ କିନ୍ତୁ ସେ ଜିଲ୍ଲା ପରିଷଦ ପ୍ରାର୍ଥୀ ହେଇଛନ୍ତି। ଅର୍ଥାତ ଉପର ପୋଷ୍ଟରୁ ଖସିଛନ୍ତି ତଳକୁ। ଆସନ୍ତୁ ତାଙ୍କୁ ଭେଟିବା
କରୋନା କଟକଣା ପାଇଁ ପ୍ରଶାସନ ବାହାଘର ବନ୍ଦ କରିଦେଉଛି? ଆପଣଙ୍କର ଗୁଡ଼ାଏ ଲସ୍ ହେଉଛି। ହେଲେ ଏଥିପାଇଁ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ଆପଣଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା। କିନ୍ତୁ ଏଥିପାଇଁ ଛୋଟିଆ କାମଟିଏ କରିବାକୁ ପଡ଼ିବ।
ବାପା-ମାଆ ଚାଲିଗଲା ପରେ ଦୁସ୍ଥିତିରେ ୩ କୁନି ପିଲାଙ୍କ ଜୀବନ। ଦିନେ ଖାଇଲେ ଦିନେ ଉପବାସରେ ରହୁଛନ୍ତି ପିଲା... ବୁଢା ବୟସରେ ନିଇତି ଖଟିବା ବି ଆଉ ହେଉନି ସମ୍ଭବ... ପ୍ରଶାସନକୁ ଗୁହାରି କଲେବି କରୁନାହାନ୍ତି କର୍ଣ୍ଣପାତ।
ବର୍ଷସାରା ଟିଭିରେ ଅଭିନୟ କରି ଲୋକଙ୍କ ମନୋରଂଜନ କରୁଥିଲେ। ଆଉ ଆଜି ଷ୍ଟେଜ୍ ସୋ’ରେ ପୂରା ବୋବାଲ କରିଦେଲେ। ଦେଖନ୍ତୁ କେମିତି ଥିଲା ତରଙ୍ଗ ପରିବାର ଆୱାର୍ଡ ୨୦୨୨
ଖୁବ୍ଶୀଘ୍ର ଖୋଲା ବଜାରରେ ମିଳିପାରେ କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ । ଏହି ୨ଟି କୋଭିଡ୍ ଭ୍ୟାକ୍ସିନର ଖୋଲା ବଜାରରେ ବିକ୍ରି ଅନୁମତି ପାଇଁ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ର ଆବେଦନକୁ ମଞ୍ଜୁର କରିଛି ବିଶେଷଜ୍ଞ କମିଟି । ଏଥିସହ ଚୂଡ଼ାନ୍ତ ଅନୁମୋଦନ ପାଇଁ ସର୍ବୋଚ୍ଚ ଔଷଧ ନିୟାମକ ସଂସ୍ଥା DCGIକୁ କମିଟି ସୁପାରିଶ ମଧ୍ୟ କରିଛି ।
ଦିନକରେ ୧୦ ହଜାର ପାର ନୂଆ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ଆଜି ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର । ଦିନକରେ ଚିହ୍ନଟ ହେଲେ ୧୦,୩୬୮ କରୋନା ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୯୦ ଜଣ ଚିହ୍ନଟ । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୭୭ ହଜାର ୪୬୨କୁ ବୃଦ୍ଧି । ସେହିଭଳି ରାଜ୍ୟରେ ଆଉ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ।