ମହଙ୍ଗାଠୁ ମାହାଙ୍ଗା....କୁନ୍ଦୁଲିଠୁ ମମିତା ବିଜେଡିକୁ କଲାଣି ବାୟା...ଆଉ କଂଗ୍ରେସିଆଙ୍କ କଥା କହିବା ଯାହା ନିଶା ଖୋର ଭାଇର ଉତ୍ତର ଦେବା ସେଇୟା...ଆଉ ବିଜେପି....
ସରପଂଚ ପଦବୀ ପାଇଁ ମଇଦାନକୁ ଓହ୍ଲାଇଲେ ମଡେଲର। ଲୁକ୍ ଯେମିତି ପ୍ରତିଶ୍ରୁତି ବି ଦେଉଛନ୍ତି ସେମିତି...ଢୁଲୁସରରେ ଢୋଲ ବଜାଇ ଭୋଟରଙ୍କୁ ମାଗୁଛନ୍ତି ଭୋଟ୍, ଦେଖନ୍ତୁ କେମିତି ଭୋଟ ମାଗୁଛନ୍ତି ପ୍ରିୟଙ୍କା
ମାଇଁ ଲୋ ମାମୁଁଙ୍କ ଗାଡ଼ିରେ କିଛି ନାହିଁ, ବଜାର ଯାଇଥିଲେ ଅନ୍ୟ ଗାଡ଼ିର କାଗଜ ଯାଂଚ ପାଇଁ। ଜାଗା ମୁଣ୍ଡରେ ତା’ ଥେଇ ଥେଇ...ଲୋକେ ଧରିଲେ....କହିଲେ, ଥାନାରୁ ବାହାରିବା ପୂର୍ବରୁ ଚେକିଂ କଲନି ଗାଡ଼ିର କାଗଜ କାହିଁକି? ଆଉ ତା’ପରେ ..
ଇଏ ଏମିତି ଏକ ଗାଁ, ଯେଉଁ ଗାଁରେ ଆଜିଯାଏଁ କେହି ବି ପଢିନାହାନ୍ତି ପାଠ। ସ୍କୁଲ ଯିବା ବୟସରେ ମାଟି କାନ୍ଥ ଲିପାପୋଛାରେ ବ୍ୟସ୍ତ ନାବାଳିକା। ପଞ୍ଚାୟତ ଅଫିସ୍ଠାରୁ ମାତ୍ର ୧୬ କିମି ଦୂରରେ ଏହି ଗାଁ ଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚିପାରିନି ବିକାଶ...
ବୁଣାକାର ପୁଅର ହାତରେ ରହିଛି କଳାର ଯାଦୁଗରୀ। ଛୋଟ ଛୋଟ କାଠ ଟୁକୁରାକୁ ଦେଉଛନ୍ତି ଜୀବନ, କେବଳ ଏତିକି ନୁହେଁ ବରଂ ଯୁବକ ଓ ଯୁବତୀଙ୍କୁ ଦେଉଛନ୍ତି ମାଗଣା ଟ୍ରେନିଂ, ଦେଖନ୍ତୁ ଏହି ଭିଡ଼ିଓ
ଭାରି ସୁଆଦୁଆ ଚିକେନ୍ ବେସର ତନ୍ଦୁରି...ଥରେ ଚାଖିଲେ ଶହେଥର ଖାଇବାକୁ ଇଚ୍ଛା ହେବ, ଏବେ ଦେଖନ୍ତୁ କେମିତି ତିଆରି ହେଉଛି ଚିକେନ ବେସର ତନ୍ଦୁରୀ, ନିଜେ ଖାଆନ୍ତୁ ଓ ଅନ୍ୟକୁ ବି ଖୁଆନ୍ତୁ...
ଲଘୁଚାପ ଯଦି ବାତ୍ୟାର ରୂପ ନିଏ, ତେବେ ତାହା ଓଡ଼ିଶା ହେଉକି ପଶ୍ଚିମବଙ୍ଗ ନଚେତ୍ ଆନ୍ଧ୍ରପ୍ରଦେଶ ଆଡେ ମୁହାଁଇଥାଏ। ଗତ କିଛି ଦିନର ତଥ୍ୟକୁ ନେଇ ଏମିତି ରିପୋର୍ଟ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆଉ କଣ କଣ ରହିଛି ଆଇଏମଡି ରିପୋର୍ଟରେ ଜାଣନ୍ତୁ...
ପାର୍କିଂ ଫି ଆଦାୟ ଆଇନସମ୍ମତ ନୁହେଁ । ଏବେ ମଲରେ ପାର୍କିଂ ଫି ନେଉଛ, ଆଗକୁ ଲିଫ୍ଟ ଚାର୍ଜ ନେବ । ପାର୍କିଂ ଫି ଆଦାୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ସଫା ସଫା କହିଛନ୍ତି ହାଇକୋର୍ଟ ।
କରୋନାର ଭୟାବହତା ଜୀବନ ଜୀବିକା ଉପରେ ପକାଇଛି ପ୍ରଭାବ। କିଏ ଚାକିରି ଛାଡି ଘରେ ବସିଛି ତ ଆଉ କିଏ ବେପାରରେ ହାତ ବାନ୍ଧି ବସିଛି। ଏଭଳି ଭଳି ଘଡିସନ୍ଧି ମୁହୁର୍ତ୍ତରେ ଜଣେ ରୋଷେୟାକୁ ବଂଚିବାର ନୂଆ ବାଟ ଦେଖାଇଛି ଥାଇଲାଣ୍ଡ ବରକୋଳି ଚାଷ...
ଭାଇ ତୁମ ମୁଣ୍ଡ ଠିକ୍ ଅଛି ଟି? ଏ କଣ ମମିତା ମେହେରଙ୍କୁ ବିଜେଡି ବାଲା ମାରିଛନ୍ତି ବୋଲି କହୁଛନ୍ତି...ପୁଣି ଏତେ ଗ୍ୟାରେଣ୍ଟିର ସହ?
ପାଗଳ କରିଛି ଦେଶପ୍ରେମ। ୫୦ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଦେଶର ଗରିବ ଲୋକଙ୍କ ସେବା କରୁଛନ୍ତି ଯୁବ IPS ସନ୍ତୋଷ ମିଶ୍ରା। ଡ୍ୟୁଟି ସରିବା ପରେ ସ୍କୁଲରେ ପାଠ ପଢାଉଛନ୍ତି ପୁଣି ରାସ୍ତାରେ ଥିବା ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି...ତାଙ୍କ କାମକୁ ନେଇ ଦେଶରେ ଏବେ ଭାରି ଚର୍ଚ୍ଚା
ଯେଉଁ ବୟସରେ ପରିବାର ଚଳାଇବା କଥା ସେହି ବୟସରେ ପରିବାର ଉପରେ ସେ ହୋଇଗଲେ ବୋଝ...ଚିକିତ୍ସା ପରେ ବି ଚାଲିପାରୁନି ଭେଣ୍ଡିଆ ପୁଅ...ଆପଣଙ୍କ ସାହାଯ୍ୟ ଅପେକ୍ଷାରେ ପରିବାର
ଆଉ ଏକ ନୂଆ କରୋନା ଭୂତାଣୁକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା । ବାଦୁଡ଼ି ଦେହରେ ବୁଲୁଛି ଅତି ଘାତକ ନିଓକୋଭ୍ ଭୂତାଣୁ । ମଣିଷ ଦେହକୁ ଆସିପାରେ ବୋଲି ସତର୍କ କଲେ ଉହାନ୍ ବୈଜ୍ଞାନିକ । ସଂକ୍ରମଣ ବ୍ୟାପିଲେ ପ୍ରତି ୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କର ହେବ ମୃତ୍ୟୁ ।
ହେଇଲୋ...ନେତ୍ରୀଙ୍କ ହାତରେ ନଡ଼ିଆ ଭାଙ୍ଗିଲାନି, ନେତାଙ୍କ ହାତରେ ଫିଟା କଟିଲାନି। ଘଂଟା ପ୍ରତି ଶହେ ସ୍ପିଡ୍ରେ ଫଳକ ଉଦଘାଟନ କରିବାରେ ନେତାଏ ବ୍ୟସ୍ତ କିନ୍ତୁ ଏ ଫିତା କି ନଡ଼ିଆ କିଛି ଶୁଣୁନାହାନ୍ତିରେ ନାରଣ...
ଏ ରାସ୍ତାକୁ ଟିକିଏ ଭଲରେ ଦେଖନ୍ତୁ...ମୂଳରୁ ମାଟି ମୁଠାଏ ପଡ଼ିନି କିନ୍ତୁ କାମ ପାଇଁ ବିଲ୍ ହୋଇଛି ୧୭ ଲକ୍ଷ ଟଙ୍କା...ଜଣାପଡ଼ିବା ପରେ ଏବେ ପଡୁଛି ପ୍ୟାଚ୍...
ଶୂନଶାନ୍ ରାସ୍ତା, ଓଢଣୀ ଉଡେଇ ନାଚୁଛନ୍ତି ବର୍ଷା। ନିଜ ଫେସବୁକ୍ ପେଜ୍ରେ ଅପଲୋଡ୍ ହୋଇଥିବା ଏହି ଭିଡ଼ିଓର କ୍ୟାପସନ୍ରେ ଲେଖିଛନ୍ତି ଏକା ଏକା ବଂଚିବାର ଅଭ୍ୟାସ କରନ୍ତୁ ଆପଣ...କାହିଁକି ବର୍ଷା ଏମିତି ଏକା ଏକା ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଅପଲୋଡ୍ କଲେ ତାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। ତେବେ ଆପଣ ବି ଦେଖନ୍ତୁ ଏହି ଭିଡ଼ିଓ…
ସାରା ଗାଁରେ ବର୍ଷ ସାରା ମାଙ୍କଡ଼ଙ୍କ ଉପଦ୍ରବ। କାହାକୁ କାମୁଡୁଛନ୍ତି ତ କାହାର ଫସଲ ନଷ୍ଟ କରୁଛନ୍ତି। ସେଥିପାଇଁ ଏହି ଗାଁର ଲୋକଙ୍କର ଗୋଟିଏ ଡିମାଣ୍ଡ, ଯେଉଁ ପ୍ରାର୍ଥୀ ମାଙ୍କଡ଼ ତଡ଼ିବେ, ତାଙ୍କୁ ଆମେ ଭୋଟ୍ ଦେବୁ। ନହେଲେ ଆମ ଗାଁକୁ କେହି ଆସନି, ଆମେ ଭୋଟ୍ ଦେବାକୁ ଯିବୁନି।
କାନ୍ଧରେ ମୃଦଙ୍ଗ, ଏପଟେ ହାତରେ ବନ୍ଧୁକ। ଜଣେ ନାରୀ, କିନ୍ତୁ ତାଙ୍କର ଅଛି ଅନେକ ପରିଚୟ। ପୋଲିସ୍ ବେଶରେ ଦାୟିତ୍ୱ ନିଭାଉଥିବା ଜୟନ୍ତୀ, ଜଣେ ଲୋକପ୍ରିୟ ସଂଚାର କଳା ପରିବେଷକ ମଧ୍ୟ। ମୃଦଙ୍ଗ ବଜେଇ ସେ ଯେତେବେଳେ ଏହା ପରିବେଷଣ କରନ୍ତି, ଦର୍ଶକ ଓ ଶ୍ରୋତା ଧ୍ୟାନସ୍ଥ ହୋଇଯାଆନ୍ତି। ପୁରୁଷଙ୍କ ଏହି କଳାରେ ଜୟନ୍ତୀ ଏବେ ଖୁବ୍ ଲୋକପ୍ରିୟ। କେମିତି ସେ ଏକାସଙ୍ଗେ ପିଲା ପରିବାର ଦେଖନ୍ତି, ପୋଲିସ୍ ଚାକିର କରନ୍ତି ଓ ସଂଚାର କଳା ପରିବେଷଣ କରନ୍ତି ଆସନ୍ତୁ ଦେଖିବା।
ଭଉଣୀର ରୋଗ ଜାଣିବା ପରେ ଭାଙ୍ଗି ପଡ଼ିଲେ ଭାଇ... ଆପଣାଇଲେ ଭିନ୍ନ ରାସ୍ତା, ହେଲେ ସେ ରାସ୍ତାରେ କଂଟା ଅଛି ନା ଫୁଲ... ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓ
ବ୍ୟବସାୟରେ ବ୍ୟସ୍ତ ଥିଲେ, ଆକାଉଣ୍ଟରୁ ୬୪ ହଜାର କଟିଥିବା ନେଇ ମେସେଜ୍ ପାଇଲେ...ସୁନ୍ଦର ତରୁଣୀ ଯୁବତୀ ଫୋନ୍ କରି ପାନ୍ ମାଗିଥିଲେ, ଏପଟେ ବ୍ୟାଙ୍କରୁ ଟଙ୍କା ଉଠାଇନେଲେ...
ଏହା ସ୍କୁଲ ନା ପାର୍କ? ସରକାରୀ ସ୍କୁଲର ରୂପକୁ ପ୍ରଧାନଶିକ୍ଷକ ଏମିତି ରୂପ ଦେଇଛନ୍ତି ଯେ, ବାଟରେ ଚାଲିଯାଉଥିବା ଲୋକ ଘଡ଼ିଏ ଛିଡ଼ା ହୋଇ ଏଇଠି ସେଲଫି ନେଉଛନ୍ତି...ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ କଥା ପଚାରେ କିଏ? ଆପଣ ବି ଦେଖନ୍ତୁ କେମିତି ସ୍କୁଲ ହୋଇଛି ପାର୍କ...
ଓଡ଼ିଶାବାସୀଙ୍କୁ ମୁଁ ହାତ ଯୋଡି ନିବେଦନ କରୁଛି...ସମସ୍ତଙ୍କ ପରି ମତେ ସାହାଯ୍ୟ କରନ୍ତୁ, ମୋ ଜୀବନ ବଂଚାଇ ଦିଅନ୍ତୁ...ମୁଁ ବଂଚିବାକୁ ଚାହୁଁଛି...କିଡନୀ ରୋଗରେ ପଡ଼ି ଏମିତି କାକୁତି ମୀନତି ହେଉଛି ଭେଣ୍ଡିଆ ପୁଅ
କିଭଳି ସ୍କୁଲ୍ ଖୋଲାଯିବ ସେ ସଂପର୍କରେ ମତାମତ ଦେବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ସୁଖ୍ ମାଣ୍ଡଭୀୟ ନ୍ୟାସ୍ନାଲ୍ ଏକ୍ସପର୍ଟ ଗ୍ରୁପ୍କୁ କହିଛନ୍ତି ।
ରାଜଧାନୀବାସୀଙ୍କ ନିଦ ହଜାଇଲେଣି ଲୁଟେରା। ସ୍ମାର୍ଟସିଟିରେ ରାତି ଅନ୍ଧାରରେ ନୁହଁ, ଭିନ୍ନ ତରିକା ଆପଣାଇ ଦିନ ଦିପହରେ ଲୋକଙ୍କୁ ଲୁଟୁଛନ୍ତି। ଗଲା କିଛି ଦିନ ଧରି ସହରରେ ଏଭଳି ଲୁଟ୍ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଆଜି ସାମ୍ନାକୁ ଆସିଛି ବିବାହ ମଣ୍ଡପରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍ ଅଭିଯୋଗ ଘଟଣା।
ପଞ୍ଚାୟତ ନିର୍ବାଚନାରେ ପଛୁଆ ବର୍ଗଙ୍କୁ କେଉଁ ଦଳ ଦେଇଛି କେତେ ଟିକଟ ? ଏହାକୁ ନେଇ ପୁଣି ତେଜିଛି ପଛୁଆ ବର୍ଗ ସଂରକ୍ଷଣ ପଲିଟିକ୍ସ । ବିଜେଡି କହୁଛି ୪୦ ପ୍ରତିଶତ ଆସନରେ ପଛୁଆବର୍ଗ ପ୍ରାର୍ଥୀଙ୍କୁ ଟିକଟ ଦେବାକୁ ଚିଠା ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ଦେଇଛୁ ୪୮ପ୍ରତିଶତ ।