ଏଥରର ପଞ୍ଚାୟତ ନିର୍ବାଚନରେ ସଭା, ସମାବେଶ, ରାଲି, ରୋଡ୍ ସୋ ଉପରେ ଲାଗିଛି କଟକଣା । ତା ବଦଳରେ ଦେଖିବାକୁ ମିଳୁଛି ଡିିଜିଟାଲ କ୍ୟାମ୍ପେନିଂ ।
କେଉଁଠି ଟାୱାର ନାହିଁ ତ ଆଉ କେଉଁଠି ନେଟ୍ୱାର୍କ ଥିଲେ ବି ବାଲାନ୍ସ କିମ୍ବା ସ୍ମାର୍ଟଫୋନ୍ କିଣିବାକୁ ଲୋକଙ୍କ ପାଖରେ ଟଙ୍କା ନାହିଁ । ବିଶେଷ କରି ଉପାନ୍ତ ଇଲାକାରେ ଏହି ସମସ୍ୟା ଉତ୍କଟ ହୋଇଛି । କରୋନା ସଂକ୍ରମଣକୁ ଦେଖି ଡିଜିଟାଲ୍ କ୍ୟାମ୍ପେନ୍କୁ ସରକାର ପ୍ରାଧାନ୍ୟ ଦେଇଛନ୍ତି ସତ ।
ଦେଶପ୍ରେମର ଗୀତରେ ଝୁମିଲେ ସମସ୍ତେ...ବନ୍ଦେ ମାତରମ୍ ଗୀତରେ ପ୍ରକମ୍ପିତ ହେଲା ଷ୍ଟେଜ୍, ଦେଖନ୍ତୁ ଏହି ଭିଡ଼ିଓ..
ପୁଣି ଉଠିଛି ରସଗୋଲା ବିବାଦ। ଏଥର ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ତର୍କବିତର୍କ ଦେଖିବାକୁ ମିଳିଛି। ଝିଲିକ୍ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଭିଡିଓଟି ଛାଡ଼ିବା ପରେ ତାଙ୍କ ରସଗୋଲା ପ୍ରେମୀ ଫ୍ୟାନ୍ମାନେ ତାଙ୍କୁ ପ୍ରବଳ ସମାଲୋଚନା କରିଛନ୍ତି।
ଏମିତି ପ୍ରେମିକ କାହାକୁ ନ ମିଳୁ। ପ୍ରେମିକାର କିଡନୀ ନେଇ ସୁସ୍ଥ ହେବା ପରେ ପ୍ରେମିକାକୁ ଦେଲା ଧୋକା। କହିଲା, ରଖିବାକୁ ଚାହୁଁନି କୌଣସି ସମ୍ପର୍କ। ଭଲ ପାଇବା ପାଇଁ ନୁହେଁ ବରଂ ଦେଖାଇବାକୁ ପ୍ରେମିକା କିଡନୀ ଦେଇଥିବା କଲା ଅଭିଯୋଗ। ଶେଷରେ କାନ୍ଦି କାନ୍ଦି ଭିଡ଼ିଓ ସେୟାର କଲେ ପ୍ରେମିକା..
ପ୍ରକୃତରେ ଏବେ କୋକୋ ଅଛି କେଉଁଠି? ସସ୍ମିତାଙ୍କ ଘରୁ ଉଦ୍ଧାର ହୋଇଥିବା ଏ ଶୁଆ ସତରେ କଣ କୋକୋ। ଯିଏ ଦେଖୁଛୁ ସନ୍ଦେହ କରୁଛି। ତେବେ କାହିଁକି ଏ ଶୁଆକୁ ସଜାଇ ଦିଆଗଲା କୋକୋ? ବନ ବିଭାଗ ଦେଖାଉଥିବା ଏ ଶୁଆଟି କାହାର? କେଉଁଠୁ ଆସିଲା ଇଏ? ଏହା ପଛରେ କଣ ରହିଛି କାରଣ?
ପରଦାକେ ପିଛେ, ଛାତ୍ କେ ନିଚେ...ତେରା ଇନ୍ତିଜାର୍ କରୁଗାଁ....ଦେଖୁଛନ୍ତି ତ କେମିତି ପରଦା ପଛରେ ରହି କରିଦେଲେ ଲୁଟ୍...ଧଳା ପରଦା ପଛରେ ଲେଖିଦେଲେ କଳାକାହାଣୀ
ଚୋରି ପୂର୍ବରୁ ଦେବୀଙ୍କୁ କରାଯାଉଛି ଆରଧାନା...ବୋଧହୁଏ କହୁଛନ୍ତି ହେ ମା'ଲୋ ଆମେ ଯେମିତି ଧରାନପଡ଼ୁ, କିନ୍ତୁ ଦୁଃଖ ଶୁଣିଲେନି ଦେବୀ, ଲୁଟ୍ପାତ୍ କରୁଥିବା ବେଳେ ଧରାପଡ଼ିଲେ ଲୁଟେରା
ନିର୍ବାଚନୀ ମାହୋଲରେ ସାମ୍ନାକୁ ଆସିଲା ବିଜେପିର ଇସ୍ତାହାର: ଫୋକସ୍ରେ ଓଡ଼ିଆଙ୍କ ସୁରକ୍ଷା ଓ ବିକାଶ
ମୁଁ ବେପାରୀ ନୁହେଁ ଡିଲ୍ କରିବି, ଟିକେଟ୍ ଦେବାର ଦାୟିତ୍ୱ ପିସିସି ସଭାପତିଙ୍କର...ମୋର ଖଣି ନାହିଁ କି ମିଡ଼ିଆ ନାହିଁ କି ପେପର୍ ବି ନାହିଁ...ମୁଁ ନିରବ ରହିଛି ନହେଲେ ଅନେକଙ୍କ ମୁଖା ଖୋଲିଯିବି । ଏହାସହ ଶୁଣନ୍ତୁ ସେ କଣ କଣ କହୁଛନ୍ତି
କରୋନା କାଳରେ ପାଠ ପଢା ହୋଇନି, ଆମେ ପରୀକ୍ଷା ଦେବୁ କେମିତି? ଆମର ଦାବି ପୂରଣ ହେଉ, ଯୁକ୍ପତ ଦୁଇ ପରୀକ୍ଷା ବାତିଲ ହେଉ ଦାବିରେ କମ୍ପିଲା ରାଜଧାନୀ
କରୋନା କଟକଣାରେ ନିଆରା ବାହାଘର। ଅନଲାଇନ୍ରେ ବାହାଘର ହେଲା, Zamato ରୁ ଭୋଜି ଖାଇଲେ ୪୦୦ ଅତିଥି...ଦେଖନ୍ତୁ ସେହି ବାହାଘରର କିଛି ଝଲକ୍
ଟାଙ୍କେ ପିଇଛନ୍ତିରେ ନାରଣ...ନିଶା ତ କିଲବିଲ୍ କରୁଛି, ସଟରକୁ ଧମାଧମ ଗୋଇଁଠା ମାରିଲେ...ରାଗି ଯାଇ କହିଲେ କାହା ବୋପା ପଇସାରେ କଣ ମୁଁ ପିଇଛି? ଯିଏ ଆସିଲା ସିଏ ଶୁଣିଲା...ହାଉସ ଫୁଲ୍ ପରି ରାସ୍ତା ବି ଲୋକରେ ଫୁଲ୍....ଦେଖନ୍ତୁ ଏହି ଭିଡ଼ିଓ
ବ୍ଲକ୍ ଉପାଧ୍ୟକ୍ଷା ଥିଲେ ଏବେ ଛେଳି ଚରାଉଛନ୍ତି। ଦିନେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଉଥିଲେ...ସକାଳ ହେଲା କ୍ଷଣି ଶହଶହ ଲୋକ ଘର ସାମ୍ନାରେ ଭିଡ଼ ଜମାଉଥିଲେ...ଏବେ କିନ୍ତୁ ଖାଇବାକୁ ନାହିଁ କି ଘର ବି ନାହିଁ, ସରକାରୀ ଯୋଜନା ସାତ ସପନ...ଦୁଃଖ କହିବା ବେଳକୁ ବୋଲ ମାନୁନି ଆଖିର ଲୁହ, ମନର କୋହ....
ଆପଣଙ୍କ ନାଁ କଣ? ଦନ୍ତା ହାତୀ ନା କ’ଣ ତ...ବିନା ଡକ୍ୟୁମେଂଟ୍ରେ ଲୋନ ଦେଇଦେଉ...ଲୋନ୍ ପରେ ତ ଆଲି କହିବେ ଦିଅ ଦିଅ...ଆଉ ତା’ପରେ ହେଲା କଣ?
ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି କ୍ରୀଡାବିତ୍ ସମସ୍ତେ ମାରନ୍ତି ପୁସ୍ ଅପ୍। ଆପଣ ଏମିତି ଅନେକ ପୁସ୍ ଅପ୍ ଦେଖିଥିବେ। ହେଲେ ଦେଖି ନଥିବେ ଆଙ୍ଗୁଳି ଟିପରେ ନନଷ୍ଟପ ପୁସ୍ ଅପ୍। ଆମ ଦେଶର ଏହି ଯୁବକ ମାତ୍ର ଏକ ମିନିଟରେ ୧୦୯ ଥର ପୁସ୍ ଅପ୍ କରି ସମସ୍ତ ରେକର୍ଡ ଭାଙ୍ଗିଛି। ଏବେ ଦେଖନ୍ତୁ ସେହି ଭିଡିଓ ଓ ଜାଣନ୍ତୁ ସେ ଯୁବକ ଜଣକ କିଏ?
କମାଲ କଲେ ଓଡ଼ିଆ ଶିଳ୍ପୀ। ଦେଶ ପାଳିଲା ୭୩ତମ ସାଧାରଣତନ୍ତ୍ର ଦିବସ। ଏହାକୁ ସ୍ମରଣୀୟ କରି ରଖିବାକୁ ଆମ ଓଡ଼ିଶାର ଏହି ଯୁବ ଶିଳ୍ପୀ, ଚକ୍ ଖଡ଼ି ଅଗରେ ତିଆରି କରିଦେଲେ, ଦେଶର ୭୩ଟି ଐତିହ୍ୟ। କଥାଟି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ସତ। ଚକ୍ ଅଗରେ ତିଆରି ହୋଇଛି ମନ୍ଦିର, କୋଠା ଏବଂ ଆହୁରି କେତେ କଣ। ଦେଖନ୍ତୁ ଏହି ଭିଡିଓ।
କି ରାଜନୀକତି ଲୋ !! ମୋ ବୋପା-ମାଆ...ନିଶା ଏମିତି ଯେ, ଗୋଟିଏ ପୋଷ୍ଟ ପାଇଁ ଛିଡ଼ା ହେଲେ ଭାଇବୋହୂ-ଦେଢଶୁର...ଆଉ ଯେତେବେଳେ ଏ କଥା କକେଇଙ୍କ କାନରେ ପଡ଼ିଲା ତା’ପରେ କଣ ହେଲା?
ବରଫାବୃତ ପର୍ବତ ଶିଖରରେ, ବେଳାଭୂମିର ବାଲୁକା କଳାରେ । ଆଇସ୍ ସ୍କିରେ, ଆଇସ୍କ୍ରିମ୍ କାଠିରେ, କାଶ୍ମୀରରୁ କନ୍ୟାକୁମାରୀ, ବାଂଲାଦେଶ ସୀମାରୁ ଓ୍ୱାଘା-ଅଟାରୀ । ୭୩ ତମ ସାଧାରଣତନ୍ତ୍ର ଦିବସରେ ସବୁଠି ସଗର୍ବେ, ସଦର୍ପେ ଫରଫର ଉଡ଼ିଛି ତ୍ରିରଙ୍ଗା ।
ଚୂଡାନ୍ତ ହୋଇଛି ପ୍ରାର୍ଥୀ ତାଲିକା ଓ୍ୱାର୍ଡମେମ୍ବର, ସରପଞ୍ଚ ଓ ସମତିସଭ୍ୟ ପ୍ରାର୍ଥୀଙ୍କୁ ମିଳିଛି ନିର୍ବାଚନୀ ଚିହ୍ନ। ପଞ୍ଚାୟତ ନିର୍ବାଚନ ମଇଦାନର ଚିତ୍ର ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଛି କ୍ୟାମ୍ପେନିଂ। ମୋହନା ନିର୍ବାଚନ ମଣ୍ଡଳୀର ପିଣ୍ଡିକି ପଞ୍ଚାୟତରେ କାନ୍ଥରେ ଲାଗୁଛି କେଟଲି ଚିହ୍ନ ଥିବା ପୋଷ୍ଟର।
ରାଜାଙ୍କ ଘରେ ରକ୍ତର ଛିଟା । ପଡ଼ିଛି ମୃତଦେହ । ରକ୍ତାକ୍ତ ଅବସ୍ଥାରେ ପ୍ରାଣ ହରାଇଛନ୍ତି ରାଜବଂଶର ବୋହୂ । ହତ୍ୟା କରାଯାଇଛି କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ୍ କୁମାରୀ ଭଞ୍ଜଦେଓଙ୍କୁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ୭୫ ବର୍ଷ ବୟସ୍କ ଏହି ବୃଦ୍ଧାଙ୍କ ହତ୍ୟାକାରୀ ଆଉ କେହି ନୁହେଁ, ବରଂ ତାଙ୍କ ନିଜ ପୁଅ ।
ଆଉ ଚାଷୀ ପାଳୁଛନ୍ତି ସାଧାରଣତନ୍ତ୍ର ଦିବସ। ମଣ୍ଡିରୁ ଧାନ ନଉଠିବାକୁ ନେଇ ଏମିତି ଅଭିନବ ପ୍ରତିବାଦ କରିଛନ୍ତି ଗଞ୍ଜାମ ବେଗୁନିଆପଡ଼ା ବ୍ଲକ୍ ବୁରୁଝରୀ ଅଞ୍ଚଳର ଚାଷୀ ଟୋକନ ପାଇ ମଣ୍ଡିରେ ଧାନ ରଖି ବସିଛନ୍ତି, କିନ୍ତୁ ମିଲରଙ୍କ ଦେଖାନାହିଁ ଆଉ ଯେଉଁ କାଁ ଭାଁ ମିଲର ଆସୁଛନ୍ତି, ଧାନ ଖରାପ ଥିବା ଆଳ ଦେଖାଇ କଟନୀ ଛଟନୀ ଦାବି କରୁଛନ୍ତି।
ଛୋଟିଆ ଝିଅଟିଏ। ସେ ଯେତେବେଳେ ଜନ୍ମହେଲା, ସମସ୍ତେ ତା ପାଇଁ ଚିନ୍ତିତ ଥିଲେ। କେମିତି ଚଳିବ, କେମିତି ଏ ସଂସାରକୁ ସାମ୍ନା କରିବ, ସେଥିପାଇଁ ବ୍ଯସ୍ତ ହୋଇପଡ଼ିଥିଲେ ବାପା ମାଆ। ଆଜି କିନ୍ତୁ ଝିଅଟି ପାଇଁ ସମସ୍ତେ ଗର୍ବିତ। ସୁରତର ରବର ଗାର୍ଲ ଭାବେ ପରିଚିତ ଦିବ୍ଯାଙ୍ଗ ଝିଅ ଅନ୍ୱୀ ବିଜୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ ପ୍ରଦାନ କରିଛନ୍ତି।
ଚାନ୍ଦିନୀଙ୍କ ମୋବାଇଲକୁ ଦିନେ ଜଣେ ଅଜଣା ଯୁବକଙ୍କ ମିସ୍ କଲ୍ ଆସିଲା। କଥା ହେଉ ହେଉ ପ୍ରେମ ହେଇଗଲା। ଚାନ୍ଦିନୀ ଚାହିଁଲେ, ସେ ତାଙ୍କ ପ୍ରେମିକଙ୍କୁ ବିବାହ କରିବେ। ସେଥିପାଇଁ ଗାଁକୁ ଡକାଇଲେ। ଆଉ ଦେଖିଲେ ଯେ, ସେ ଯେଉଁ ଯୁବକ ଜଣଙ୍କୁ ପ୍ରେମ କରି ବସିଛନ୍ତି, ସେ ଜଣେ ଦୃଷ୍ଟିବାଧିତ ବ୍ଯକ୍ତି। ଅର୍ଥାତ ଆଖିକୁ ଦିଶୁନି। ଏହାପରେ ଚାନ୍ଦିନୀ କ’ଣ କଲେ ଦେଖନ୍ତୁ ଏହି ଭିଡିଓ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘରେ ଲୁଚିଛନ୍ତି, ବାହାରେ ଲୁଚିଛନ୍ତି ନା ହୋଟେଲରେ ଲୁଚିଛନ୍ତି । ଜଣାପଡୁନି । ଓଡିଶାରେ କୋଉ ପୁଅ ନାଇଁ ନିରଞ୍ଜନଙ୍କୁ ଟପିକି ମାଲ୍ କାଢିବ । କଂଗ୍ରେସର ବଡ ନେତା ଏମିତି କହୁଛନ୍ତି ।