ନୂଆ ଲୁକରେ ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳ। ମଥାରେ କୁମକୁମ୍ ଓ ସିନ୍ଥିରେ ସିନ୍ଦୁର ଲଗାଇ ବୋହୂ ବେଳରେ ସଜେଇ ହୋଇ ଗୀତ ଗାଇଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି...
ଗୋଲାପି ଜହ୍ନକୁ ଦେଖିବାକୁ ଉତ୍କଣ୍ଠା ଲାଗି ରହିଛି। କେତେବେଳେ ଏ ନିଆରା ଜହ୍ନ ଦେଖିବାକୁ ମିଳିବ, ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। କଣ ଏହି ପିଙ୍କ ମୁନ୍? କେମିତି ହେଲା ଏହାର ନାମକରଣ? ଓଡ଼ିଶାରେ ଏହା ଦେଖା ଯିବ କି ନାହିଁ ଜାଣନ୍ତୁ...
ଏ କେମିତିକା ବୋହୂ? ନିଜର ପାପ ସମ୍ପର୍କକୁ ଲୁଚାଇବାକୁ ଯାଇ ଅନ୍ଧାର ରାତିରେ ଶ୍ୱଶୁରକୁ ମାରିଦେଲା। ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ...ଯା’ ଖୋଲିଲେ ପରକୀୟା ପ୍ରୀତିର ରହସ୍ୟ...
ଗୁଲୁ ତୁମେ ଏମିତି କାହିଁକି କଲ? ମୁଁ କି ଦୋଷ କରିଥିଲି? ନିଜ ପ୍ରେମିକଙ୍କୁ ଅନ୍ୟ ଜଣେ ଝିଅ ସହ ଦେଖି ସହିପାରିଲେନି। କମ୍ୟୁଟର କ୍ଲାସ୍ ଯିବା ବାଟରେ ନଈକୁ ଡେଇଁ ପଡ଼ିଲେ। କହିଲେ...ତୁମେ ଆଉ କାହା ସହ ବୁଲିବ, ମୁଁ ଦେଖିପାରିବିନି
ସମସ୍ତଙ୍କୁ ପଛରେ ପକାଇଲା KGF-2। ମାତ୍ର ୨୪ ଘଂଟାରେ ଆୟ କଲା ୧୦୦ କୋଟିରୁ ଅଧିକ ଟଙ୍କା...ରାତି ୩ଟାରୁ ଫିଲ୍ମ ଚାଲୁଛି, ହେଲେ ପ୍ରତି ଥର ହାଉସ୍ଫୁଲ୍ ରହୁଛି। ଦର୍ଶକଙ୍କ ମନରେ ରହିଛି ପ୍ରବଳ ଉତ୍କଣ୍ଠା
ଆରେ ଆରେ !! ଏ ଗାତରେ ଭିତରେ ଏତେ ଢକଲମ ପୂରାଇଲା କିଏ? ଇଏ କଣ ଗାତୁଆ ସାପ ପରି ସବୁ ଗୁଡ଼େଇ ତୁଡ଼େଇ ହୋଇ ରହିଛନ୍ତି? ସେପଟୁ ପୁଣି କିଏ କହିଲାଣି ଲମ୍ବା ହାତ ଯାହାର ସିଏ ଆସୁ ଆଗକୁ...
ପ୍ରତିଶୋଧ ନେଇଛି ସମ୍ପତ୍ତି ବିବାଦର । ମୁଁ ଜଣ ଜଣ କରି ୫ ଜଣଙ୍କୁ କଟୁରୀରେ ହାଣି ହତ୍ୟା କରିଛି । ମୁଁ ହିଁ ବନିଥିଲି ହତ୍ୟାକାରୀ। ମାହାଙ୍ଗା କୁସୁପୁର ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁ ଆଜି ଏଭଳି ଢଙ୍ଗରେ ତଥ୍ୟ ବଖାଣିଛି କ୍ରାଇମସ୍ପଟ୍ରେ।
ଯିଏ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସମସ୍ୟା ହୃଦୟଙ୍ଗମ କରି ପାରିନି ସେ କେମିତି ହେବ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷ
ଆକାଶରୁ ଖସୁଛି ନିଆଁ ଝୁଲ। ତତଲା ତାଓ୍ୱାରେ ଜୀବନ କଲବଲ। ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ପଶ୍ଚିମ ଓଡ଼ିଶା। ୪୪ଡିଗ୍ରୀ ତାମମାତ୍ରା ସହ ବୁଧବାର ଝାରସୁଗୁଡ଼ା ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ହୋଇଥିଲା ହେଲେ ଗଲା କାଲି ରେକର୍ଡ ୪୪.୨ ଡିଗ୍ରୀ ସହ ସୋନପୁର ପାଲିଟିଗଲା ସବୁଠୁ ଉତ୍ତପ୍ତ।
ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଭଲ ହୋଇନଥିଲେ ବି ଦଳ ପାଇଛି ୩୦ ପ୍ରତିଶତ ଭୋଟ୍ । ତେଣୁ ୨୪ ନିର୍ବାଚନରେ ଦଳର ସମ୍ଭାବନା ଭଲ ଥିବା ବିଜେପି ନେତା ହୃଦୟଙ୍ଗମ କରିବା ସହ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆସନ୍ତାବର୍ଷ ଓଡ଼ିଶାରେ ହେବ ହକି ବିଶ୍ୱକପ୍ । ଏହି ଅବସରରେ ବିଦେଶରୁ ଆସିବେ ଖେଳାଳୀ, ଅଫିସିଆଲ ଓ ଖେଳପ୍ରେମୀ । ଆଉ ଏହି ମେଗା ଇଭେଣ୍ଟ ଅବସରରେ ଦାମିକା ନିଶା ଦ୍ରବ୍ୟ କୋକେନ୍ ବିକ୍ରି ଲାଗି ଯୋଜନା ରଖିଥିଲେ ଭୁବନେଶ୍ୱରରୁ ଗିରଫ ଦୁଇ ଅଭିଯୁକ୍ତ ରବି ଓ ସନ୍ନି ।
ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ଆଦାନୀ ଓ ଆମ୍ବାନୀ ହେଲେ ସାମିଲ। ଜାଣନ୍ତୁ ଏମାନଙ୍କ ମଧ୍ୟରୁ ଅଧିକ ଧନୀ କିଏ?
ବଡ଼ ସାହାଯ୍ୟ କଲା ୟୁଟ୍ୟୁବ। ଗୋଟିଏ ଏକର ପାହାଡ଼ିଆ ଜମିରେ ଚାଷ କଲେ ଆପଲ୍ ଓ ବେରୀ। ଯଦିଓ ଏ ସବୁ କେବଳ କାଶ୍ମୀରରେ ଫଳେ ବୋଲି ଆମର ଧାରଣା। କିନ୍ତୁ ଏ ଚାଷୀ ଭାଇ ଜଣକ କମାଲ୍ କରି ଦେଖାଇଲେ। ଏତେ ପରିମାଣରେ ଫଳ ଫଳୁଛି ଯେ ଡାଳ ଭାଙ୍ଗିବା ଉପରେ। ଆଉ ରୋଜଗାର ବି ଭଲ ହେଉଛି।
ସାଙ୍ଗ ସହ ଖେଳୁ ଖେଳୁ ବେହୋସ ହୋଇଗଲା ସିପୁନ୍। ମେଡ଼ିକାଲ ନେବା ପରେ ଜଣାପଡ଼ିଲା ହୋଇଛି ବ୍ରେନ୍ ଟ୍ୟୁମର। ଚିକିତ୍ସା ନହେଲେ ହୋଇପାରେ କ୍ୟାନସର। ପାଖରେ ଟଙ୍କା ନାହିଁ, ଚିକିତ୍ସା ହେବ କେମିତି ? ପୁଅ ପାଇଁ କାନ୍ଦି କାନ୍ଦି ସାହାଯ୍ୟ ମାଗୁଛି ମାଆ...
ପାଗଳ କରିଛି ମୋବାଇଲ୍। ଏମିତି ପାଗଳ ଯେ, ଟ୍ରେନ୍ ଲାଇନରେ ଛିଡ଼ା ହୋଇ ମଧ୍ୟ ମୋବାଇଲ୍ ଫୋନରେ ଗପୁଥିଲେ। ଏତିକିବେଳେ ମାଡ଼ି ଆସିଲା ଟ୍ରେନ୍ ଓ ତା’ପରେ ଘଟିଲା ଏମିତି କିଛି...
ଭଲନାହିଁ ୨୦୨୨ର ଭବିଷ୍ୟତ। ଏସନ ପ୍ରବଳ ବର୍ଷିବ, ନିଆଁରେ ଜଳିପୋଡ଼ି ଏକାଧିକ ଅଂଚଳ ଛାରଖାର ହୋଇଯିବ। ଜାଣନ୍ତୁ କେଉଁ ଅଂଚଳରେ କ’ଣ ହେବ? କେବେ ହେବ ଏମିତି ସବୁ ଅଘଟଣ?
୨୨ ବର୍ଷର ସ୍ଥିର ସରକାର ଏମିତି ଚାଲିଛି। ସାଙ୍ଘାତିକ ଚଞ୍ଚକତା। ସମିତି ସଭ୍ୟଙ୍କଠୁ ସରପଞ୍ଚଙ୍କ ପର୍ଯ୍ୟନ୍ତ, ସମସ୍ତେ ପାଉଛନ୍ତି ପିଡ଼ିଏସ୍ ରାସନ ଚାଉଳ? ସରକାରୀ ଚାକିରିଆ ବି ପାଉଥିଲେ ଚାଉଳ? ମଲା ଲୋକଙ୍କ ନାଁରେ ବି ଉଠୁଛି ରାସନ ସାମଗ୍ରୀ...
ନବୀନ ନିଜ ମନ୍ତ୍ରୀମଣ୍ଡଳକୁ ସଂପ୍ରସାରଣ କରିବା ନେଇ ଆରମ୍ଭ ହୋଇଗଲାଣି ଜୋରଦାର ଚର୍ଚ୍ଚା। କିଏ ହଟିବ ଆଉ କିଏ ରହିବ? କିଏ କିଏ ଏସନ ମନ୍ତ୍ରୀମଣ୍ଡଳରେ ହେବେ ସାମିଲ ? ପ୍ରକ୍ରିୟା ଆରମ୍ଭ ହେବ କେବେଠୁ ?
ସାମ୍ବିଧାନିକ ପଦକୁ ସମ୍ମାନ ମିଳୁ। ଅପରାଜିତା ଷଡଙ୍ଗୀଙ୍କୁ ସମ୍ମାନ ନମିଳୁ, ହେଲେ ସାଂସଦ ପଦକୁ ମିଳୁ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ମାଧ୍ୟମରେ ଚିଠି ଦେଇଛି... ଜାଣିନି ତାଙ୍କ ପାଖରେ ପହଞ୍ଚିବ କି ନାହିଁ। ମୁଁ ଓଡ଼ିଆ, ତେଣୁ ଜଗନ୍ନାଥଙ୍କ ପ୍ରସଙ୍ଗ ସବୁଆଡ଼େ ଉଠାଇବି...‘ଖୋଲାକଥା’ କାର୍ଯ୍ୟକ୍ରମରେ ଏଭଳି କିଛି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ
ଦେଢ଼ ମାସ ନୁହେଁ ଏଥର ମାତ୍ର ୧୦ ଦିନ ହୋଇପାରେ ଗ୍ରୀଷ୍ମ ଛୁଟି । କାରଣ ପିଲାଙ୍କୁ ବ୍ରିଜ୍ କୋର୍ସ ବା ଦୁଇ ବର୍ଷର ପୁରୁଣା ପାଠ ପଢାଇବା ଲାଗି ଅଧିକ ଦିନ ଆବଶ୍ୟକ । ସେଥିପାଇଁ ଖରାଛୁଟିକୁ କାଣ୍ଟଛାଣ୍ଟ କରାଯାଇଛି ।
ଆଜି ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନୂଆବର୍ଷ, ତା ସାଙ୍ଗକୁ ହନୁମାନ ଜୟନ୍ତୀ । ଘରେ ଘରେ ପବିତ୍ର ପରିବେଶ । ସବୁଠି ପଣାର ମହକ । ଆଜିଠାରୁ ନୂଆ ପାଞ୍ଜି ମଧ୍ୟ ପ୍ରଚଳନ ହୋଇଛି ।
ବ୍ରାଉନସୁଗାର ଓ ଗଞ୍ଜେଇ ଭଳି ନିଶା ଦ୍ରବ୍ୟର ହବ୍ ପାଲଟିଥିବା ରାଜଧାନୀ ଭୁବନେଶ୍ୱରରେ କାୟା ବିସ୍ତାର କରୁଛି କି କୋକେନ୍ ନେଟଓ୍ୱର୍କ । ଜାଭିୟର ଛକରୁ ଏକକାଳୀନ ୨ଶହ ଗ୍ରାମ କୋକେନ ଜବତ ପରେ ବଢିଛି ଚିନ୍ତା ।
ମହାନଦୀରେ ପୁଣି ଯାଇଛି ୨ ଜଣଙ୍କ ଜୀବନ । ପାରାଦୀପ ପଥୁରିଆର ୨ ଛାତ୍ର ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଅକାଳରେ ପ୍ରାଣ ହରାଇଛନ୍ତି । କିଛି ଦିନ ତଳେ କଟକ ଯୋବ୍ରାରେ ୩ ଜଣ ଛାତ୍ର ମହାନଦୀରେ ବୁଡି ପ୍ରାଣ ହରାଇଥିଲେ ।
ପୈତୃକ ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଗଣହତ୍ୟା ପଛରେ ଯେଉଁ ଜାଗାବାଡ଼ି ବିବାଦ କଥା ଉଠୁଛି, ଏବେ ବି ସମସ୍ତଙ୍କ ମୁହଁରୁ ସେହି ସମାନ କଥା ଶୁଣିବାକୁ ମିଳିଛି । ହେଲେ ପାଞ୍ଚ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ବନ୍ଦ ଘରେ କେମିତି ଏକୁଟିଆ ହତ୍ୟା କଲା ସାନ ଭାଇ ଶିବ ?
ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ପରିବାର ଚଳିବା କଷ୍ଟ। ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସେପଟେ ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ। ବାସ୍ ସରକାରଙ୍କ ସାହାଯ୍ୟ ମିଳିଲେ ବିନୋଦଙ୍କ ଚିକିତ୍ସା ହେବ...ପୁଣି ଥରେ ପରିବାର ହସିବ