ଯୁଆଡେ ଦେଖିବ ଭଳିକି ଭଳି ପକ୍ଷୀ । ଖରାଦିନ ହେଲେ ବି ଏଠି ରହିଛି ବିଦେଶରୁ ଆସିଥିବା ପକ୍ଷୀଙ୍କ ସମାଗମ । ବିରଳ ପକ୍ଷୀଙ୍କୁ ଦେଖିବାକୁ ଆସୁଛନ୍ତି ପକ୍ଷୀପ୍ରେମୀ । ସୁବର୍ଣ୍ଣପୁର ଏବେ ପାଲଟିଯାଇଛି ପକ୍ଷୀଙ୍କ ଭୂସ୍ୱର୍ଗ ।
୨୨ ବର୍ଷ ବିତି ଗଲାଣି। ଏ ପର୍ଯ୍ୟନ୍ତ ସ୍ୱପ୍ନ ହୋଇପାରିଲା ନାହିଁ ପୂରଣ। ଏବେ ବି ଆମ ରାଜ୍ୟରେ ଚାଲିଛି ସ୍ୱପ୍ନ ଦେଖିବା ଓ ସ୍ୱପ୍ନ ପୂରଣ କରିବା ରାଜନୀତି...
ବାନ୍ଧବସ୍ତ୍ରକୁ ଅଧିକ ଲୋକାଭିମୁଖି କରିବା ସହ ବୁଣାକାରଙ୍କ ରୋଜଗାର ବଢାଇବା ପାଇଁ ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ଅଫିସର ସବୁ କର୍ମଚାରୀ ସମେତ ଅଭିଯୋଗ ଶୁଣାଣୀକୁ ଆସୁଥିବା ସବୁ ଅଧିକାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ
ମାତ୍ର କେଇ ମିନିଟରେ ତିଆରି ହୋଇଯିବ ସ୍କାଇସଡ୍ ଏଗ୍ ଫ୍ରାଏ। ଅଫିସରୁ ଆସି ତିଆରି କରି ଖାଆନ୍ତୁ ଏହି ସ୍ପେଶାଲ୍ ଆଇଟମ୍...
ବିଜେଡି ସାଂସଦ ଅନୁଭବ ମହାନ୍ତି ରଖିଥିଲେ ଅନେକ ସର୍ତ୍ତ । ଡିଭର୍ସ ଏଡାଇବା ପାଇଁ ପତ୍ନୀ ବର୍ଷା ଅନେକ ସର୍ତ୍ତ ମାନିବାକୁ ରାଜିଥିଲେ । ହେଲେ ଗୋଟିଏ ସର୍ତ୍ତରେ ହୋଇପାରିନଥିଲା ସହମତି । କଣ ଥିଲା ଏହି ସର୍ତ୍ତ ।
ଏମିତି ପୁଅ କାହାକୁ ନ ଦିଅ ଭଗବାନ। ଯେଉଁ ବୟସରେ ବାପା-ମାଆ ସେବା ଟିକେ ପାଇବା ପାଇଁ ପୁଅ-ବୋହୂ ପାଖରେ ରହିଥାନ୍ତି, ସେହି ବୟସରେ ପୁଅ-ବୋହୂ ହାତରୁ ମାଡ଼ ଖାଇ ଲହୁଲୁହାଣ ହୋଇ ମେଡିକାଲ୍ ବେଡରେ ପଡି କଲବଲ ହେଉଛନ୍ତି ବାପା-ମାଆ। ଆଉ ଶେଷରେ ଭାଗ୍ୟକୁ ନିନ୍ଦା କରି କହୁଛନ୍ତି ଏମିତି ପୁଅକୁ ଧିକ୍...
ହଇରେ ନାରଣ ଏଠି କଣ ଚାଲିଛି କିରେ... କୁକୁଡା ଗାଡି ପଛେ ପଛେ ଯାଉଛି ନାଲିବତୀ ଗାଡି। ଅଧ ବାଟରେ ଏ କଣ ହଉଛି... ଶୂନ୍ୟରେ ଏ ଗାଡିରୁ ବାହାଉଛି ହାତ, ସେ ଗାଡିରୁ ବାହାଉଛି ହାତ...
ଅନୁଭବ-ବର୍ଷା । ଦିନେ ଏମାନଙ୍କ ପ୍ରେମକୁ ନେଇ ସାରା ଓଡିଶାରେ ହେଉଥିଲା ଚର୍ଚ୍ଚା । ଏବେ ଚର୍ଚ୍ଚା ହେଉଛି ଏମାନଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦକୁ ନେଇ । ସୋସିଆଲ ମିଡିଆରେ ଅନୁଭବଙ୍କ ଦୁଇ ଦୁଇଟି ଭିଡିଓ ପୋଷ୍ଟ ପରେ ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।
ଶରତ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ମଙ୍ଗୁଆଳ । ପିସିସି ସଭାପତି ପାଇଁ ତାଙ୍କ ନାଁରେ ମୋହର ମାରିଛି ଏଆଇସିସି (AICC) ।
ଅତିଥି ଦେବତା ସଙ୍ଗେ ସମାନ । ପର୍ଯ୍ୟଟନ ଶିଳ୍ପରେ ଅତିଥି ବା ପର୍ଯ୍ୟଟକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ହେଲେ ଯଦି ସେହି ଅତିଥିମାନଙ୍କୁ ହତାଦର କରି ମାଡ ମରାଯାଏ ? ଏଭଳି କିଛି ଘଟଣା ଘଟିଛି ରାଜ୍ୟର ଏକମାତ୍ର ବଡ଼ ଚଢିଆଖାନା ନନ୍ଦନକାନନରେ ।
ଶ୍ରୀମନ୍ଦିର ଐତିହ୍ୟ କରିଡର ଶୀଘ୍ର ସାରିବାକୁ ହାଇକୋର୍ଟରେ ଦାଖଲ ହେଲା ରିଟ୍ ପିଟିସନ୍ । ASI ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ଆବେଦନ କରାଗଲା । ରିଟ୍ ପିଟିସନ୍ ଦାଖଲ କରିଛନ୍ତି ଖୋଦ୍ ଶ୍ରୀମନ୍ଦିରର କିଛି ବରିଷ୍ଠ ସେବାୟତ ।
ଦ୍ରୁତ ଗତିରେ ମାଡ଼ି ଆସିଲା, ମଣିଷଙ୍କ ଉପରେ ଚଢ଼ିଗଲା, ସାମ୍ନା ପଟୁ ଟ୍ରକକୁ ପିଟିଲା । ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ମାମଲାର ଖୋଲୁଛି ମର୍ଡର ପ୍ଳଟର ଗହନ କଥା । କ୍ୟାମେରାରେ କଏଦ ହୋଇଛି ଅଭିଯୁକ୍ତର ଚେହେରା ଆଉ ହତ୍ୟା ଷଡଯନ୍ତ୍ରର ଚିତ୍ର । ଗ
ସରକାରଙ୍କ ନୂଆ ଟୋକନ ବ୍ୟବସ୍ଥା ଚାଷୀଙ୍କୁ ଜଟିଳ ସମସ୍ୟାରେ ପକାଇଛି। ହେକ୍ଟର ପ୍ରତି ଚାଷୀଙ୍କୁ ୫ରୁ ୧୦ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ଆସିଛି। ଯାହାକୁ ନେଇ ବରଗଡରେ ଦେଖା ଦେଇଛି ଚାଷୀ ଅସନ୍ତୋଷ।
ତାଳଚେରରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ। ଏଥି ପାଇଁ ଦିନରାତି ପରିବହନ ହେଉଛି କୋଇଲା। ହେଲେ ନିୟମକୁ ଫୁ କରି ଟ୍ରକ ଓ ରେଳ ୱାଗନଗୁଡିକରେ ବିନା ପାଲରେ କୋଇଲା ପରିବହନ ହେଉଥିବାରୁ ଅକଥନୀୟ ସମସ୍ୟା ଭୋଗୁଛନ୍ତି ତାଳଚେରବାସୀ
ନିଜ ନିଜ ମଧ୍ୟରେ ଥିବା ସନ୍ଦେହ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ କଲା ଫାଟ। ଏହାରି ମଧ୍ୟରେ ସ୍ୱାମୀ ଦ୍ୱିତୀୟ ବିବାହ କରିଥିବା ନେଇ ଅଭିଯୋଗ ଆଣିଲେ ସ୍ତ୍ରୀ...ନିଶା ବି ମୁଖ୍ୟ କାରଣ
ବିପଦରେ ସଂରକ୍ଷିତ ଜଙ୍ଗଲ। ଶହ ଶହ ଏକର ଜଙ୍ଗଲ କାଟି କରାଯାଉଛି ଚାଷ ଜମି। ଦିନେ କି ଦୁଇ ଦିନ ନୁହେଁ, ମାସ ମାସ ଧରି ଜଙ୍ଗଲକୁ ପଦା କରିବାରେ ଲାଗିଛନ୍ତି ମାଫିଆ। ଗଛ କାଟିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଲକ୍ଷ ଲକ୍ଷ ଟଙ୍କାର କାଠରେ ନିଆଁ ଲଗାଇ ଦେଉଛନ୍ତି। ବନ ବିଭାଗ ପାଖରେ ଖବର ଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ୍...
ସାରୁ ପତ୍ର ବେସର। ଏ ନାଁ ଶୁଣିଲେ ଆପଣମାନେ ନିଶ୍ଚୟ କହିବେ ଆମେ ତ ସବୁବେଳେ ଘରେ କରୁ। କିନ୍ତୁ ନା…ଆପଣ କରୁଥିବା ସାରୁପତ୍ର ବେସର ଆଉ ଏ ସାରୁପତ୍ର ବେସର ମଧ୍ୟରେ ଅନେକ ଫରକ୍ ରହିଛି। ବେସନ, କଂଚାଲଙ୍କା, ହଳଦୀ ଗୁଣ୍ଡ…ସହ ଟିକିଏ ରସୁଣ ଦେଇ ଏମିତି ତିଆରି କରନ୍ତୁ ଏହି ଡ଼ିସ୍। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା…
ଦିଲ୍ଲୀରେ ବସି ପୁରୀର କଥା କହିଲେ ହେବନି। କେବେ ପୁରୀରେ ୨୪ ଘଣ୍ଟା ରବିଛନ୍ତି ସାଂସଦ ମହୋଦୟ? ମୁଁ ଦିଲ୍ଲୀରୁ ଆସି ପୁରୀରେ ବସିଛି, ସେ ଆସୁନାହାନ୍ତି କାହିଁକି?
ଯକ୍ଷ୍ମାରେ ବାପା ଚାଲିଗଲେ, ମାଆ ପାଗେଳି ହୋଇ ଘର ଛାଡ଼ିଦେଲେ। ନିଆଁ ଲାଗି ସେ ଘର ବି ପୋଡ଼ିଗଲା। ଏବେ କ୍ଲବ୍ ଘରେ ପଥର ରଖି ରୋଷେଇ କରି ଖାଉଛନ୍ତି ୪ ଅନାଥ ଶିଶୁ। ଗାଁ ଲୋକଙ୍କ ସାହା ଭରଷାରେ ଗଣ୍ଡାଏ କେତେବେଳେ ମିଳୁଛି ତ କେତେବେଳେ ମିଳୁନି। ପାଠ ପଢିବା ପାଇଁ ଇଚ୍ଛା ଥିଲେ ବି ଅର୍ଥ ସାଜିଛି ବାଧକ
ଏଣିକି ମନ୍ଦିରରେ ଦକ୍ଷିଣା ମାଗିବେନି ସେବାୟତ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ସହ କରାଯିବ ସ୍ୱାଗତ। ସବୁ ସେବାୟତ ଓ ବ୍ରାହ୍ମଣଙ୍କୁ ଶପଥ ପାଠ କରାଇଲେ ସବ୍କଲେକ୍ଟର...ଜାଣନ୍ତୁ କେବେଠୁ ନିୟମ ହେବ ଲାଗୁ...
ଆଲୋ ଇଏ କଣ? ସିଏ ତ ଷଣ୍ଢ ମହାରାଜା। ଇଏ କଣ ତାଙ୍କ ଉପରେ ଏମିତି ଶୟନ କଲେ? ପାଟିରୁ ପୁଣି କଣ ଏମିତି ମୋଟା ଧୂଆଁ ବାହାରୁଛି? ନାରଣ କଥା କଣ କିରେ? ଆଜି ଷଣ୍ଢର ଷଣ୍ଢତ୍ୱ ବୋଧହୁଏ ନଷ୍ଟ ହୋଇଯିବ ଲାଗୁଛି...
ପେଟ୍ରୋଲ, ଡିଜେଲ୍ ଉପରୁ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି ହ୍ରାସ କରିବାପରେ ଆଜିଠୁ କମିଛି ତେଲ ଦର। ସେପଟେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବାପରେ ରାଜ୍ୟ ସରକାର ମଧ୍ୟ ଟ୍ୟାକ୍ସ୍ କମାଇବାକୁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ
ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ରାତି ଅଧରେ GPR ସର୍ଭେକୁ ନେଇ ବଡ଼ ବିବାଦ OBCC ଚଂଚକତା କରି ଏଭଳି ସର୍ଭେ କରୁଥିବା ନେଇ ଐତିହ୍ୟ ପ୍ରକଳ୍ପ ବିରୋଧୀ ଅଭିଯୋଗ ଆଣିଥିବାବେଳେ ରାଜ୍ୟ ସରକାରଙ୍କ ମିଛ ଧରାପଡ଼ିଛି ବୋଲି କହିଛନ୍ତି।
ଫୁଲ୍ ପ୍ରୁଫ୍ ପ୍ଲାନ୍ ଥିଲା ଘଟଣାକୁ ଏକ ସଡ଼କ ଦୁର୍ଘଟଣାର ରୂପ ଦେବା ପାଇଁ ସବୁକିଛି ଯୋଜନା ମୁତାବକ ବି ହୋଇଥିଲା। କିନ୍ତୁ ସତ ଧରାଇଦେଲା ସିସିଟିଭି ଫୁଟେଜ୍।
ସରକାରୀ ଆବାସ ଟଙ୍କା ପାଇଁ ଅଫିସ୍ ଦୌଡ଼ି ଦୌଡ଼ି ସ୍ୱାମୀ ଚାଲିଗଲେ ସିନା କିନ୍ତୁ ଟଙ୍କା ପାଇଲେନି। ବାରମ୍ବାର ଗୁହାରି କଲାପରେ ବି ଶୁଣୁନି ପ୍ରଶାସନ। ସାହାଯ୍ୟ ପାଇଁ ପାଖରେ ବି କେହି ନାହିଁ, ତେବେ ବାକି ଟଙ୍କା ଖାଇଲା କିଏ? ବିଡ଼ିଓ କହୁଛନ୍ତି...