ଲୋକପ୍ରିୟ ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା ପ୍ଲାଷ୍ଟିକ ସର୍ଜରୀ। ଅପରେସନ୍ ପାଇଁ ଚାଲିଗଲା ଜୀବନ। ସର୍ଜରୀ ସମୟରେ ଫୁସଫୁସ୍ରେ ଜମିଥିଲା ପାଣି...ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ। କହିଲେ, ଡାକ୍ତରଙ୍କ ଭୁଲ ପାଇଁ ଚାଲିଗଲା ଝିଅର ଜୀବନ
Published: Otv Khabar Bureau
Last updated: 18 May 2022, 09:02 AM IST
ଜଣେ କଏଦୀ କହିଥିଲେ, "ଆମେ କେବେ ଭାବି ନଥିଲୁ ଯେ ଜେଲରେ ଥାଇ ଆମେ ମହାକୁମ୍ଭରେ ବୁଡ଼ ପକାଇବାର ସୁଯୋଗ ପାଇବୁ। ଏହା ଆମ ପାଇଁ ଏକ ବଡ଼ ସୌଭାଗ୍ୟ। ଏହି କାର୍ଯ୍ୟକ୍ରମ ଦ୍ୱାରା କଏଦୀମାନଙ୍କ ଚରିତ୍ର ଏବଂ ମାନସିକତାରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ଜେଲ କର୍ତ୍ତୃପଖ୍ୟ । ଯାହାକୁ ଖୁବ ପ୍ରଶଂସା ମଧ୍ୟ କରାଯାଇଛି ।