ଭାରି ସୁଆଦିଆ ଦେଶୀ ଆଳୁ ତାୱା ସେକା। ଟିକିଏ କଟା ପିଆଜ, ଲଙ୍କା ଗୁଣ୍ଡ ଓ ରସୁଣ ଦେଇ ତିଆରି କରନ୍ତୁ ଦେଶୀ ଆଳୁ ତାୱା ସେକା...ଥରେ ଖାଇଲେ ସବୁବେଳେ ଖାଇବାକୁ ମନ ଡାକୁଥିବ..
ଚାରି ଚାରି ଜଣ ଦେବଦାସୀଙ୍କ ପାଖରୁ ଶିକ୍ଷା କରିଛନ୍ତି ନୃତ୍ୟ। ନାଚ ଶିଖୁ ଶିଖୁ ମାହାରୀ ନୃତ୍ୟ କରିବି ବୋଲି ଗୁରୁ କହିଥିଲେ। ମାହାରୀରୁ ଅର୍ଥ ହେଉଛି ମହାନ୍ ନାରୀ...ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ। ପରମ୍ପରାକୁ ଆଗେଇ ନେବାର ପ୍ରୟାସ କରୁଛନ୍ତି ରୂପଶ୍ରୀ
ଚାରି ଚାରି ଜଣ ଦେବଦାସୀଙ୍କ ପାଖରୁ ଶିକ୍ଷା କରିଛନ୍ତି ନୃତ୍ୟ। ନାଚ ଶିଖୁ ଶିଖୁ ମାହାରୀ ନୃତ୍ୟ କରିବି ବୋଲି ଗୁରୁ କହିଥିଲେ। ମାହାରୀରୁ ଅର୍ଥ ହେଉଛି ମହାନ୍ ନାରୀ...ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ। ପରମ୍ପରାକୁ ଆଗେଇ ନେବାର ପ୍ରୟାସ କରୁଛନ୍ତି ରୂପଶ୍ରୀ
ଓଡ଼ିଆ ନେତା ଓଡ଼ିଆ ଲେଖି ପାରୁନାହାନ୍ତି, ତଥାପି ଲୋକେ ତାଙ୍କୁ ଆପଣାଉଛନ୍ତି। ପ୍ରତାପ ଦେବ ମତେ ଡକାୟତ କୁହନ୍ତୁ କି ଚୋର..ମୁଁ ତାଙ୍କୁ କ୍ଷମା କରିଦେଉଛି। ମୁଁ ୨୪ ଘଂଟା ଟିଭିରେ ରହୁଛି ଯଦି ପିନାକୀ ବାବୁ ୨୪ ଘଂଟା ପୁରୀରେ ରୁହନ୍ତୁ। ଦିଲ୍ଲୀରେ ରହି ପୁରୀର କଥା କୁହନ୍ତୁ ନାହିଁ, କେତେ ଥର ପୁରୀ ଆସିଛନ୍ତି ପିନାକୀ ବାବୁ?
ବସ୍ତା ସାରା ଖାଲି ପୋକ ସାଲୁବାଲୁ ହେଉଛନ୍ତି। ଆଉ ଏଇ ଚାଉଳରେ ପିଲାଙ୍କ ପାଇଁ ତିଆରି ହୋଇଛି ମଧ୍ୟାହ୍ନ ଭୋଜନ। ଏ ପୃଷ୍ଟିକର ଖାଦ୍ୟ ଖାଇ ପିଲା ପାଠ ପଢିବେ କି ମେଡ଼ିକାଲରେ ଭର୍ତ୍ତି ହେବେ ସେଇ ଚିତ୍ର ଆପଣଙ୍କ ସାମ୍ନାରେ। ଦେଖନ୍ତୁ କେମିତି ଚାଲିଛି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା...
ମେସେଜ୍ ଆସିଲାନି କି ଓଟିପି ଆସିଲାନି। କିନ୍ତୁ ଆକାଉଣ୍ଟରୁ କଟିଗଲା ଟଙ୍କା। ଥାନାରୁ ଫେରିବା ପରେ ଭୂତଖାନା ଯାଇଥିବା କହିଲେ ଏଇ ବ୍ୟକ୍ତି...ପରେ ହେଲା କଣ?
ନେତା ହେବ ତ ଏମିତି। ଭୋଟ୍ରେ ବିଜୟୀ ହେବା ପରେ ଗାଁ କୁ ଗାଁ ବୁଲି ଏମିତି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି କାଉନସିଲର ମାଡମ୍। କେବଳ ଅଭିଯୋଗ ଶୁଣୁଛନ୍ତି ତାହା ନୁହେଁ ବରଂ ଏମିତି ଡାଏରୀରେ ଟିପି ରଖୁଛନ୍ତି ସବୁ କଥା। ନେତାଙ୍କୁ ପାଖରେ ପାଇବା ପରେ ଅଭିଯୋଗର ଲମ୍ବା ଲିଷ୍ଟ ଧରାଇ ଦେଉଛନ୍ତି ଜନତା…ଦେଖନ୍ତୁ ଏହି ବିରଳ ଦୃଶ୍ୟ…
ଜେଲେନସ୍କିଙ୍କ ଝିଅ ସହ ଡେଟ୍ କରୁଛନ୍ତି ପୁଟିନ୍ଙ୍କ ଝିଅ। ଏହାରି ମଧ୍ୟରେ ୫୦ ରୁ ଅଧିକ ଥର ତାଙ୍କୁ ଭେଟିଲେଣି...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ...ଘଟଣା ଜାଣିବା ପରେ ପୁଟିନ୍....
ନବୀନ-ପାଣ୍ଡିଆନ୍ ତ ଖାଲି ଖେଳୁଛନ୍ତି। ଏ ମୋଦିକୁ ଦେଖି ନବୀନ ସବୁ ଏମିତି କରୁଛନ୍ତି…ୟାଙ୍କର ସବୁ ନାଲିନାଲି....ବାଃ ବାଃରେ ଅଫିସର। ଆଲୋ ସୁର ଭାଇ କଣ ଏମିତି କହିଲେଣି?
ରଥଖଳାରେ କୁନି ହାତ ଶିଖୁଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କଳା। କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ କାଲିର ରଥଶିଳ୍ପୀ। କେଉଁଠି ନାତି ହାତ ଧରି ଜେଜେବାପା, ତ ପୁଣି କେଉଁଠି ବାପା-ଦାଦା ସାଜିଛନ୍ତି ପୁଅ-ପୁତୁରାଙ୍କ ଶିଳ୍ପୀଗୁରୁ।
ଓଡ଼ିଶାରେ ବି ଟମାଟୋ ଫ୍ଲୁ ଶଙ୍କା। ଭୁବନେଶ୍ୱର ଏମ୍ସ୍ ଓ କ୍ୟାପିଟାଲ ହସ୍ପିଟାଲକୁ ଗତ କିଛି ଦିନ ଧରି ଏହି ଫ୍ଲୁର ଲକ୍ଷଣ ଥିବା ରୋଗୀ ଆସୁଥିବାରୁ ଚିନ୍ତା ବଢ଼ିଛି। ତେବେ ସାଧାରଣ ଔଷଧରେ ରୋଗୀ ଭଲ ହୋଇଯାଉଥିବା କୁହାଯାଇଥିଲେ ବି ଅବହେଳା ନକରିବାକୁ ପରାମର୍ଶ ଦିଆଯାଇଛି।
ଆପଣ କାହାକୁ ଆଶ୍ୱାସନା ଦେବେ, କାହାକୁ କେଉଁ ଭାଷାରେ ସାନ୍ତ୍ୱନା ଦେବେ। ପରିବାରର ରୋଜଗାରିଆ ପୁଅ, ବାପା, ଭାଇ କିମ୍ବା କୌଣସି ସମ୍ପର୍କୀୟଙ୍କୁ ଯିଏ ହରାଇଛି ସିଏ ଜାଣିଛି ତାମରମ ବେଦନା।
ଇଏ ଭାରି ସାଂଘାତିକ କଥା । ରାସାୟନିକ ପଦାର୍ଥରେ କରାଯାଉଛି ବ୍ଲାଷ୍ଟିଂ । ଏମିତି ମରିଯାଉଛନ୍ତି ମାଛ । ମହାନଦୀରେ ବେଧଡକ ଚାଲିଛି ବ୍ଲାଷ୍ଟିଂ ।
କୁନି ଝିଅ ଦିବ୍ୟାଂଶୀକୁ ବୟସ ମାତ୍ର ୨ ବର୍ଷ ୯ମାସ। ସ୍ପଷ୍ଟ ଭାବରେ କଥା କହି ପାରୁନଥିଲେ ମଧ୍ୟ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। ଏତେ କମ ବୟସରେ ଦିବ୍ୟାଂଶୀକୁ ଅନର୍ଗଳ ଇଂରାଜୀ କହିବା ସହ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରାଜଧାନୀର ନାମକୁ ନିର୍ଭୁଲ ଭାବରେ କହୁଛନ୍ତି।
ଲୋନରେ ଦୁଇ ଚକିଆ କିଣିଥିଲି। ସବୁକିସ୍ତି ସୁଝିଛି ହେଲେ, ଏବେ ଚାଲିଚାଲି ଯାଉଛି। ଆଉ ମୁଁ ନିରୁପାୟ। ଗାଡ଼ି ଚୋରି କରି ନେଇ ଝାଟିଆ ବସ୍ତିଆ ୟା ପାର୍ଟସ୍ ତା ଥିରେ ତା ପାର୍ଟସ୍ ୟା ଥିରେ ଲଗେଇକି ନମ୍ବର ପ୍ଲେଟ୍ ବଦଳେଇ ବିକିଦେଉଛି।
ଭାରତୀୟ ଜନତା ପାର୍ଟି ବିୟୁଟିଫିକେସନ୍ ବା ବିକାଶ ବିରୋଧରେ ନାହଁ। ବିଜେପିର ମୂଳ ମନ୍ତ୍ର ହେଉଛି ନେସନ ଫାଷ୍ଟ, ପାର୍ଟି ସେକେଣ୍ଡ୍ ଏବଂ ସେଲଫ୍ ଲାଷ୍ଟ....
କିଛି ଖର୍ଚ୍ଚ ନାହିଁ । ଗଛରୁ ତୋଳୁଛନ୍ତି ଆଉ ଆୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ସାର ପିଡିଆର ପ୍ରଶ୍ନ ହିଁ ନାହିଁ । ପାଣିର ସଦୁପଯୋଗ କରି ସୃଷ୍ଟି କରିଛନ୍ତି ଉଦାହରଣ ।
କିଡନୀ ଖରାପ ପରେ ଏବେ ଘରେ ରୋଜଗାରିଆ ପୁଅ। କେତେବେଳେ କଣ ହେବ ତାହା କହି ହେଉନି। ପୁଅର ଏଭଳି ଅବସ୍ଥା ଦେଖି ବୃଦ୍ଧ ବାପା ମାଙ୍କ ଆଖିରେ ଲୁହ ରହୁନି। ହେଲେ ଚିକିତ୍ସା ପାଇଁ ପାଖରେ ଅର୍ଥ ସାଜିଛି ବାଧକ।
ଅଦୃଶ୍ୟ ଲୁଟେରାର ମାୟା ଜାଲରେ ଛନ୍ଦି ହୋଇ ଯାଇଛନ୍ତି ସମସ୍ତେ। ଆଉ ଖୋଜୁଛନ୍ତି ମୁକୁଳିବାର ବାଟ । ହେଲେ ବନ୍ଦ ହୋଇଯାଇଛି ଖସିବାର ସମସ୍ତ ବାଟ । ଫ୍ରଡ୍ କଲ ପ୍ରତି ସାବଧାନ! ଅଜଣା ନମ୍ବରରୁ କଲ୍ ଆସିଲେ ସେମାନଙ୍କ ସହ କଥା ନହୋଇ ବ୍ଲକ ଲିଷ୍ଟରେ ପକାଇ ସାଇବର ସେଲରେ କମ୍ପ୍ଲେନ କରନ୍ତୁ....
ଆଉ କୋଉଠି କରିଥିଲେ କଣ ଏତେ ଭାଇରାଲ ହେଇଥାନ୍ତା ନା କଣ ? ସମସ୍ତଙ୍କ ନଜର ଯେତେବେଳେ ପୁରୀର ଐତିହାସିକ କରିଡର ପ୍ରକଳ୍ପ ଉପରେ ଆଉ ଏଇ ଭଉଣୀ ଜଣକ ବି ଟିକେ ଏଇଠି ଗୋଟେ ଜବରଦସ୍ତ ଧମାକାଦାର ଭିଡିଓ ଗୋଟେ ବନେଇ ଦେଲେ....
ଭାରତୀୟ ଉପଭୋକ୍ତା ଖୁବଶୀଘ୍ର ପାଇବାକୁ ଯାଉଛନ୍ତି ବହୁ ପ୍ରତୀକ୍ଷିତ 5G ସେବା । ଗତକାଲି ପ୍ରଥମ ଥର ପାଇଁ ଭାରତରେ ଫାଇଭ୍ ଜି ଟେକନୋଲଜିର ସଫଳ ପରୀକ୍ଷଣ ହୋଇଛି । କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ କଲ କରି ଏହାର ଟ୍ରାଏଲ କରିଛନ୍ତି ।
ନିଜ ରାଜନୈତିକ କ୍ୟାରିୟର ପାଇଁ କାଳ ହେବାକୁ ଯାଉଛି କି ପତ୍ନୀ ବର୍ଷାଙ୍କ ସହ କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ବିବାଦ ? ଗତକାଲି ସୋସିଆଲ୍ ମିଡିଆ ପୋଷ୍ଟରେ ଖୋଦ୍ ଅନୁଭବଙ୍କ ଶଙ୍କାଭରା ଭିଡିଓ ପରେ ଆଜି ପ୍ରତିକ୍ରିୟା ରଖିଛି ବିଜେଡି ।
ଦିନରେ ଉପଭୋକ୍ତାଙ୍କୁ ଲଣ୍ଠନ ଦେଖାଉଛି ଟାଟା ପାୱାର । କାରସାଦି କରି ବିଦ୍ୟୁତ୍ ବିଲ ଆଦାୟ କରାଯାଉଛି ଅଧିକ ଅର୍ଥ । ବାସ୍ତବ ଦେୟ ବାଦ୍ ବିଭିନ୍ନ ହେଡରେ ଏହି ଅର୍ଥ ନେଉଛି କଂପାନି । ତେବେ ଏସବୁ ଦେୟ କଣ ପାଇଁ କଂପାନି କର୍ତ୍ତପକ୍ଷ ବି ତାହା ସ୍ପଷ୍ଟ କରିପାରୁନାହାନ୍ତି ।
କେମିତି ହେଲା ବାଲେଶ୍ୱର ପ୍ରିନ୍ସ ରେସିଡେନ୍ସିଆଲ୍ କଲେଜ ଛାତ୍ରୀ ସାବିତ୍ରୀ ବେହେରାଙ୍କ ମୃତ୍ୟୁ ? ସତରେ କଣ ଦୁଇ ଶହ ଟଙ୍କା ଚୋରି ବିବାଦରୁ ଚାଲିଗଲା କି ମୟୁରଭଞ୍ଜ ଲୁହାକାନିର ପ୍ଲସଟୁ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଜୀବନ ? ଗୁରୁ ଯାଇ ଶୁକ୍ର ସରିଗଲା ସିନା ମୃତ୍ୟୁ ପଛର ପ୍ରମାଣ ଯୋଗାଡ଼ କରିପାରିନି ବାଲେଶ୍ୱର ପୋଲିସ ।
ଟ୍ରେନ୍ ଧକ୍କାରେ ପୁଣି ଗଲା ୩ ହାତୀଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ବାଂଶପାଣୀ-ଜୁରୁଡ଼ି ରେଳ ଲାଇନରେ ଗତକାଲି ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାର କାରଣ ଖୋଜା ଆରମ୍ଭ ହୋଇଥିଲେ ବି ବନ ବିଭାଗ ଓ ରେଳ ମନ୍ତ୍ରଣାଳୟ ପରସ୍ପରକୁ ଦୋଷ ଲଦିବାରେ ବ୍ୟସ୍ତ ।