ପୈତୃକ ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଗଣହତ୍ୟା ପଛରେ ଯେଉଁ ଜାଗାବାଡ଼ି ବିବାଦ କଥା ଉଠୁଛି, ଏବେ ବି ସମସ୍ତଙ୍କ ମୁହଁରୁ ସେହି ସମାନ କଥା ଶୁଣିବାକୁ ମିଳିଛି । ହେଲେ ପାଞ୍ଚ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ବନ୍ଦ ଘରେ କେମିତି ଏକୁଟିଆ ହତ୍ୟା କଲା ସାନ ଭାଇ ଶିବ ?
ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ପରିବାର ଚଳିବା କଷ୍ଟ। ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସେପଟେ ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ। ବାସ୍ ସରକାରଙ୍କ ସାହାଯ୍ୟ ମିଳିଲେ ବିନୋଦଙ୍କ ଚିକିତ୍ସା ହେବ...ପୁଣି ଥରେ ପରିବାର ହସିବ
ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ପରିବାର ଚଳିବା କଷ୍ଟ। ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସେପଟେ ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ। ବାସ୍ ସରକାରଙ୍କ ସାହାଯ୍ୟ ମିଳିଲେ ବିନୋଦଙ୍କ ଚିକିତ୍ସା ହେବ...ପୁଣି ଥରେ ପରିବାର ହସିବ
କାଳ ହେଲା ଅନଲାଇନ୍ ପେମେଣ୍ଟେ: KYC ଅପଡେଟ୍ ନାଁରେ ଆସିଲା ଫୋନ୍ କଲା। ବାସ୍ ଏହାପରେ ଆକାଉଣ୍ଟରୁ କଟିଚାଲିଲା ଟଙ୍କା
ଛିଣ୍ଡା ଛିଣ୍ଡ ଆଡ଼େ ଜମା ଯାଆନାରେ। ଶିକା ଛିଣ୍ଡିଗଲେ ଦହି ପଡ଼ିଯିବ...ତୁ ଖାଲି ଯୋଡ଼ା ଯୋଡ଼ିରେ ରହ। ଟଙ୍କାଟିଏ ଦେବାରେ ନାଗନ୍ଧ ଧରୁନ, ଏତେ କାହିଁ ପାଟିକରୁଛ ମ?
ବଲିଉଡ୍ର ଚର୍ଚ୍ଚିତ ଯୋଡ଼ି ରଣବୀର-ଆଲିଆଙ୍କ ଆଜି ପଡ଼ିବ ହାତଗଣ୍ଠି। କପୁର ପରିବାରରେ ଲାଗିଲାଣି ବନ୍ଧୁବାନ୍ଧବଙ୍କ ଗହଳି...ଏଇ ସମୟରେ ବାହାରିବ ବାରାଥ୍...ବିବାହ ପୂର୍ବରୁ ଶୁଭେଚ୍ଛା ଦେବା ପାଇଁ ମିଳିଲା ସୁନାର ବୁକେ ଗିଫ୍ଟ
ଖରାରେ ଡହଳ ବିକଳ ହେଉଥିଲେ ପାରାମାନେ। ଦେବଦୂତ ହୋଇ ଆସିଲେ ଏ ବୃଦ୍ଧ। ପାଇପ୍ ଲଗାଇ ରାସ୍ତାରେ ପକାଇଲେ ପାଣି। ଯାହାକୁ ଦେଖି ଖୁସି ହୋଇଗଲେ ପାରା। ଆଉ ତା’ପରେ...
ତୁ ବହୁତ କଥା କହୁଛୁ, ମୋ ନାଁରେ କମ୍ପ୍ଲେନ୍ କରିବୁ ନାଇଁ। ରହରେ ପୁଅ...ଆମେ ତୋ ଦୋକାନକୁ କେହି ଯିବୁନି। ସବୁ ସେଇ କାଳିଆ ଦୋକାନରେ ଯାଇ ପଶିବୁ। ବେପାର ନା ଚୋପା ଟେ ହେବ
ସ୍କୁଲ ଛାତରୁ ଖସୁଛି ପ୍ଲାଷ୍ଟର। କେତେବେଳେ ଏଇ କୁନି କୁନି ପିଲାଙ୍କ ଉପରେ ଭାଙ୍ଗିପଡ଼ିବ ଛାତ....ତା’ର କୌଣସି ଠିକ୍ଠିକଣା ନାହିଁ। ସୁରକ୍ଷିତ ପାଠ ପଢିବା ପାଇଁ ଇଚ୍ଛା ନଥିଲେ ବି ବାହାର ଗଛ ମୂଳେ ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି ଶିକ୍ଷକ। ସବୁ ଜାଣିବା ପରେ ବି ଚୁପ୍ ବସିଛି ପ୍ରଶାସନ
ବ୍ୟାକ୍ ଗ୍ରାଉଣ୍ଡରେ ବାଜୁଥିଲା ‘ଗଙ୍ଗୁବାଇ’ ଫିଲ୍ମର ‘ଝୁମେ ରେ ଗୌରୀ’ ଗୀତ। ଯୁବତୀ ଡ୍ରେସ୍ ପିନ୍ଧି ହଠାତ୍ ନଜର ଆସିଲେ ଯୁବକ। ଆମେରିକା ରାସ୍ତାରେ ବୁଲି ବୁଲି ଧୁମ୍ ନାଚିଲେ। ଦେଖନ୍ତୁ ସେ ଭିଡିଓ...
ଦେଖିବାକୁ ଲାଗୁଥିଲେ ଖୁବ୍ ସାଧାସିଧା। କଲେଜ ପିଲା ପରି ପିଠିରେ ପଡିଥିଲା ବ୍ୟାଗ୍। ସନ୍ଦେହ କରି ଶିକ୍ଷୟିତ୍ରୀଙ୍କୁ ଯାଞ୍ଚ କଲା ପୋଲିସ୍। ଦେହ ସାରା ହାତ ବୁଲାଇଲା। ଆଉ ଶେଷରେ ପ୍ୟାଣ୍ଟ ଭିତରୁ ବାହାରିଲା ଦେଶୀ ବନ୍ଧୁକ। ଯାହାକୁ ଦେଖି ତାଜୁବ ପୋଲିସ୍...
ଦିନେ ଶିକ୍ଷକତା କରୁଥିଲେ, ପରେ ଡେଲିଭରି ବୟ ହେଲେ। ପାଖରେ ଟଙ୍କା ନଥିବାରୁ ଖରାତରାରେ ସାଇକେଲରେ ବୁଲି ବୁଲି ଦେଉଥିଲେ ଖାଇବା। ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ ହେବା ପରେ ସେନ୍ସେନ୍ ପାଲଟିଲେ...ଗିଫ୍ଟ ଆକାରରେ ମିଳିଲା ବାଇକ୍। ଦେଖନ୍ତୁ ଗାଡ଼ି ମିଳିବା ବେଳକୁ କେତେ ଖୁସି ଅଛନ୍ତି ଏଇ ବ୍ୟକ୍ତି...
ଆଜି ବୁଡ଼ିଥିଲା ପୃଥିବୀର ସବୁଠୁ ବଡ଼ ଜାହାଜ ଟାଇଟାନିକ୍। କାଳ ରାତିର କଳା କାହାଣୀଙ୍କୁ ନେଇ ଏବେ ବି ଥମୁନି ଚର୍ଚ୍ଚା। କ୍ୟାପଟେନ୍ଙ୍କ ସାମାନ୍ୟ ଭୁଲ ପାଇଁ ଚାଲିଯାଇଥିଲା ୧୫ ଶହ ଲୋକଙ୍କ ଜୀବନ। ଜାହାଜ ବୁଡ଼ିଥିବାର ଖବର ପାଇବା ପରେ ବି ଉଦ୍ଧାର ଲାଗି ଯାଇନଥିଲେ କେହି...ଜାଣନ୍ତୁ କ’ଣ ଥିଲ ପୂରା ଘଟଣା?
ମହାଯୁଦ୍ଧ ବେଳେ ପୁଟିନ୍ଙ୍କ ଖାସ୍ ଲୋକକୁ ବାନ୍ଧିନେଲା ୟୁକ୍ରେନ୍। ଚିନ୍ତାରେ ମସ୍କୋ...ପୁଟିନ୍ ସରକାର ଛାଡ଼ିବାକୁ ଦେଲା ପରାମର୍ଶ। ହେଲେ ଜେଲେନସ୍କି କହିଲେ ଯଦି ତୁମେ ଆମର ଏଇ କଥା ମାନିବ ତେବେ...ଜାଣନ୍ତୁ କଣ ସର୍ତ୍ତ ରଖିଲା ୟୁକ୍ରେନ୍
ହଇରେ ଏଇଟା ତ ରାମ ଲୀଳା ପୋଗ୍ରାମ୍। ଏଥିରେ ପାଟନା ଘୁମା ଦେ’ ଗୀତରେ ଏମିତି ଉତୁପାତିଆ ନାଚ କଲା କିଏ? ସେ ଲୀଳା ପରେ ଦେଖିବ...ଏବେ ଏମାନଙ୍କ ନାଚ ଦେଖ
ପଞ୍ଚାୟତ ଓ ପୌର ଭୋଟ୍ ପରେ ଆରମ୍ଭ ହୋଇଛି ବିଜେଡି-ବିଜେପି ମଧ୍ୟରେ ଆକ୍ରମଣ-ପ୍ରତି ଆକ୍ରମଣ..
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରଞ୍ଚକୁ ମିଳିଲା ବଡ଼ ପ୍ରମାଣ। ମାନସଙ୍କ ମୃତଦେହ ନୟାଗଡ଼ରେ ପୋତିବା ପରେ ଯାଜପୁର ଚଣ୍ଡିଖୋଲକୁ ଯାଇଥିଲେ ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତ । ଏହାର ଠୋସ୍ ପ୍ରମାଣ ଏବେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଟାଙ୍ଗୀ ଟୋଲ୍ ଗେଟ୍ ଦେଇ ଶର୍ମିଷ୍ଠାଙ୍କ କାର୍ ଅତିକ୍ରମ କରିବା ସମୟର ଭିଡିଓ ଏବଂ ସିସିଟିଭି ଫୁଟେଜକୁ ଜବତ କରିଛି ତଦନ୍ତକାରୀ ଟିମ୍ । ସେପଟେ ୫ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରିବା ପାଇଁ ଚାନ୍ଦବାଲି କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିଛି ।
ପୈତୃକ ସମ୍ପତ୍ତି ବିବାଦରୁ ତିକ୍ତତା ନେଲା ଭୟଙ୍କର ଭ୍ରାତୃ ବିବାଦର ରୂପ । ଶେଷରେ ସାନ ଭାଇର ସଇତାନୀ କାଣ୍ଡରେ ନିଶ୍ଚିହ୍ନ ହୋଇଗଲା ବଡ଼ ଭାଇର ପରିବାର । ମାହାଙ୍ଗା କୁସୁପୁର ଗଣହତ୍ୟା ପଛରେ ଯେଉଁ ଜାଗାବାଡ଼ି ବିବାଦ କଥା ଉଠୁଛି, ଆଜି ବି ସମସ୍ତଙ୍କ ମୁହଁରୁ ସେହି ସମାନ କଥା ଶୁଣିବାକୁ ମିଳିଛି । ହେଲେ ପାଞ୍ଚ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ବନ୍ଦ ଘରେ କେମିତି ଏକୁଟିଆ ହତ୍ୟା କଲା ସାନ ଭାଇ ଶିବ ? ୫ ଜଣଙ୍କୁ ନୃଶଂସ ଭାବେ ହାଣିବା ସତ୍ତ୍ୱେ, ଶିବ ଦେହରେ ଟିକିଏ ବି ରକ୍ତ ଲାଗିଲାନି କେମିତି ?
ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଲାଗିଲା ଅଙ୍କୁଶ। ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଅଙ୍କୁଶ ଲଗାଯାଇଛି। ଏନେଇ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାବଳି ଜାରି ହୋଇଛି । ଏଥିରେ ସ୍ପଷ୍ଟ କରାଯାଇଛି ଯେ, ସେଲ୍ଫ ଫାଇନାନ୍ସ କୋର୍ସ ଦ୍ୱାରା ରେଗୁଲାର କୋର୍ସ ପ୍ରଭାବିତ ହେଉଛି । ସେଲ୍ଫ ଫାଇନାନ୍ସ କୋର୍ସ ବିଶ୍ୱବିଦ୍ୟାଳୟ ସିଟ୍ର ୨୦% ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବରେ ସ୍ଥାନୀୟ ଲୋକପ୍ରତିନିଧି ଭାବେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଡକା ନଯିବାକୁ ନେଇ ତେଜିଛି ରାଜନୀତି। ଖୋଦ୍ ଅପରାଜିତା ଏନେଇ କ୍ଷୋଭ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବର୍ଷିବା ସହ ଏଭଳି ଅସୌଜନ୍ୟତାର କାରଣ ଜାଣିବାକୁ ଚାହିଁଛନ୍ତି। ସବୁଠୁ ବଡ଼ କଥା ହେଉଛି ଆୟୋଜକ କମିଟି ସଭାପତି ଏନେଇ ଅବଗତ ନଥିବା କହିଥିଲାବେଳେ ସୂଚନା ଓ ଲୋକ ସଂପର୍କ ବିଭାଗର ମନ୍ତ୍ରୀ ମଧ୍ୟ ଏନେଇ ବିଶେଷ କିଛି ଜାଣି ନଥିବା କହିଛନ୍ତି।
କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁର ବୀଭତ୍ସ କାଣ୍ଡକୁ ନେଇ ସ୍ତବ୍ଧ ସାରା ରାଜ୍ୟ। ଏହି ଗଣହତ୍ୟା ଘଟଣାରେ ଅଭିଯୁକ୍ତ ସାନ ଭାଇ ଶିବ ସାହୁଙ୍କ ପତ୍ନୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଘଟଣା ବେଳର ଲୋମଟାଙ୍କୁରା କାହାଣିକୁ ସେ କାନ୍ଦି କାନ୍ଦି କହିଛନ୍ତି।
ରାଜଧାନୀର ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିମନ୍ତ୍ରଣ ନ ଥିବାରୁ ଟ୍ୱିଟ୍ କରି ଅସନ୍ତୋଷ ଝାଡ଼ିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଟ୍ୱିଟ୍ କରି ସେ କହିଛନ୍ତି ଯେ, ମୋତେ ଛାଡ଼ି ପ୍ରାୟ ସମସ୍ତଙ୍କୁ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଛି।
ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ। ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଏହି ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ।ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ। ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ଏହି ୭୪ ବର୍ଷ ମଧ୍ୟରେ ବଦଳିଛି।
୫ ମାସ ହେଲାଣି ମହାବଳ ବାଘର ମିଳୁନି ପତ୍ତା। କୁଆଡ଼େ ଗଲା? କେମିତି ଗଲା? ସୁରକ୍ଷିତ ଅଛି କି ନାହିଁ? ସେନେଇ ଉଠିଲା ପ୍ରଶ୍ନ। ଗାଁ ଲୋକଙ୍କଠାରୁ ପରିବେଶବିତ୍ ସମସ୍ତେ ବାଘକୁ ନେଇ କରୁଛନ୍ତି ଚିନ୍ତା...ସେପଟେ ବନବିଭାଗ କହୁଛି ଆମେ ପାଇଛୁ ବାଘର ପାଦ ଚିହ୍ନ। ତେବେ ଏବେ ବାଘ କେଉଁଠି?
ଭୂବନ ବାଦ୍ୟକାରଙ୍କ କଚ୍ଚାବାଦାମ୍ ଗୀତ ପରେ ଏବେ ସୋସିଆଲ ମିଡ଼ିଆରେ ଲେମ୍ବୁ ପାଣି ଗୀତ ହେଉଛି ଭାଇରାଲ। ଦୋକାନଠୁ ବଜାର ସବୁ ଆଡ଼େ ଶୁଭୁଛି ଏହି ଗୋଟିଏ ଗୀତ...