Advertisment

୫୦୦ ବର୍ଷ ତଳେ ଆସିଥିଲି...ସବୁ ଭାଙ୍ଗି ଦେଇଯାଇଥିଲି...

ମୁଁ ୫୦୦ ବର୍ଷ ତଳେ ଆସିଥିଲି। ପିଇଥିଲି ମହାନଦୀ ପାଣି, ସୁନାର ଖାଇବା ଦେଇଥିଲେ ରାଣୀ। ଏବେ ପୁଣି ନେତା ନିମନ୍ତ୍ରଣ ଦେବାରୁ ପୁଣି ଆସିଲି। ଆବେ ତୁ କଳାପାହାଡ଼ ନାଁ ଖୋଳା ପାହାଡ଼? ସବୁ ତ ନଷ୍ଟ କଲୁଣି, ଆଉ କଣ କରିବୁ?

author-image
Otv Khabar Bureau

ମୁଁ ୫୦୦ ବର୍ଷ ତଳେ ଆସିଥିଲି। ପିଇଥିଲି ମହାନଦୀ ପାଣି, ସୁନାର ଖାଇବା ଦେଇଥିଲେ ରାଣୀ। ଏବେ ପୁଣି ନେତା ନିମନ୍ତ୍ରଣ ଦେବାରୁ ପୁଣି ଆସିଲି। ଆବେ ତୁ କଳାପାହାଡ଼ ନାଁ ଖୋଳା ପାହାଡ଼? ସବୁ ତ ନଷ୍ଟ କଲୁଣି, ଆଉ କଣ କରିବୁ? 

Advertisment
The Great Odisha Political Circus Otv
Advertisment
Advertisment