ଆଜି ଥିଲା ସାମାଜିକ ବିଜ୍ଞାନ ପରୀକ୍ଷା । ଇତିହାସ ଓ ରାଜନୀତି ବିଜ୍ଞାନ ବିଷୟର ବି-ସେଟରେ କିଛି ତ୍ରୁଟି ଦେଖି ଘାବରାଇ ଯାଇଥିଲେ ପରୀକ୍ଷାର୍ଥୀ ।
ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟ ଜୀବନ ରେଖାର ଚିତ୍ର ଡରେଇଲା ଭଳି, ଥରେଇଲା ଭଳି।...ଯୁଆଡ଼େ ଚାହଁ, ଯେଉଁଠିକୁ ଚାହଁ ଗଣ୍ଡ ସ୍ଥାନରେ କେଉଁଠି କାଁଭାଁ ଅଳ୍ପ ପାଣିକୁ ଛାଡ଼ିଦେଲେ ଚାରି ଆଡ଼େ ଖାଲି ବାଲି ଆଉ ପଥର ।
ଠିକ୍ ମାଟ୍ରିକ ପରୀକ୍ଷା ବେଳେ ହିଁ ଉପଭୋକ୍ତାଙ୍କୁ ବିଜୁଳି ଛାଟ । ପିଲାଙ୍କ ଗୁରୁତ୍ୱପୂର୍ଣ୍ଣ ପାଠପଢ଼ା ସମୟରେ ହିଁ ଘରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ । ଏବେ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଠିକ୍ ଏହି ସମୟରେ ହିଁ ବକେୟା ବିଲ ଆଦାୟ ପାଇଁ ଗାଁ ଗାଁରୁ ବିଜୁଳି କାଟ୍ ଅଭିଯୋଗ ।
ଓଟ ଆଖିରେ ଲୁହ । କାମ ସରିଗଲା ବୋଲି ଅଧା ରାସ୍ତାରେ ଛାଡିଦେଲା ମାଲିକ । ବୁଲିବୁଲି ମାଲିକକୁ ଖୋଜୁଛି...ମନେ ମନେ କହୁଛି ରେ ସ୍ୱାର୍ଥପର ମଣିଷ କାମ ସରିଗଲା ପରେ ମତେ ପର କେମିତି କରିଦେଲୁ?
ବାଃବାଃରେ ସରକାର । ଗୁମର ଖୋଲିଦେଲା ୫-ଟି ସ୍କୁଲର । ବାହାର ପୂରା କାଚମାର୍କା, ଭିତର ପୂରା ଫମ୍ପା । ଗୋଟିଏ କ୍ଲାସ୍ ରୁମ୍ରେ ଦୁଇଟି ଶ୍ରେଣୀର ପିଲାଏ ପଢୁଛନ୍ତି ପାଠ
ଭାଇ ଅଛି ଯାହାର, ତାକୁ ଡର କାହାର? ୨୫ ବର୍ଷ ହେଲାଣି ମାନସିକ ଅନଗ୍ରସର ଭାଇର ସେବା କରୁଛି ମୁକ ଭାଇ । ଗାଳିଦେଲେ ଖାଇବାକୁ ଦେଉଛି, ମାଡି ମାରିଲେ ଆଉଁସି ଦେଉଛି
୩ ମାସ ଲାଗି ଆନ୍ଦୋଳନକୁ ସ୍ଥଗିତ ରଖି ଡ୍ରାଇଭର ମହାସଂଘର ଚେତାବନୀ । ‘ଦାବି ପୂରଣ ନହେଲେ ୯୧ ଦିନରେ ନବୀନ ନିବାସ ସାମ୍ନାରେ ଆତ୍ମାହୁତି’ ।
୨୪ ବର୍ଷ କ୍ଷମତାରେ ରହିବା ପରେ ବିଜେଡିକୁ କାହିଁକି ଶଙ୍ଖ ମୋ ଗର୍ବ ବୋଲି କହିବାକୁ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି । କୁହାଯାଉଛି, ବିଜେଡିକୁ ଏବେ ଭବିଷ୍ୟତ ଚିନ୍ତା ଘାରିଥିବାରୁ, ସେଇଥିପାଇଁ ଏ କ୍ୟାମ୍ପେନ୍ । ସେପଟେ ବିଜେପି ବି ସୋସିଆଲ୍ ମଡିଆରେ ଏହାକୁ ଭିନ୍ନ ବାଗରେ କାଉଣ୍ଟର କରିଛି ।
ତୃତୀୟ ଦିନରେ ବି ସନ୍ତୁଳି ହେଉଛନ୍ତି ସାଧାରଣ ଜନତା । ଇନ୍ଧନ, ଅତ୍ୟାବଶ୍ୟକ ସାମଗ୍ରୀ ଓ ଯାତ୍ରୀ ପରିବହନ ସବୁଠି ପ୍ରଭାବ ।
ଅସିତ ତ୍ରିପାଠୀଙ୍କଠୁ ବାଲକ୍ରିଷ୍ଣନଙ୍କ ପର୍ଯ୍ୟନ୍ତ ଗୋଟି ଗୋଟି କରି ନାଁ ନେଇ ସିଏମଓ ରିଟାୟାର୍ଡ ଅଫିସରଙ୍କ କ୍ଲବ୍ ପାଲଟିଲାଣି ବୋଲି କହିଥିଲେ ବିରୋଧୀ ଦଳ ନେତା ।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରାର ମହତ୍ତ୍ୱ ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ମାର୍ଚ୍ଚ ମାସର ତୃତୀୟ ଶୁକ୍ରବାରକୁ ବିଶ୍ୱ ନିଦ୍ରା ଦିବସ ଭାବେ ପାଳନ କରାଯାଉଛି । ଏ ବର୍ଷର ଥିମ୍ ରହିଛି ‘ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ଜରୁରୀ’ ।
ଦିନେ ଦୁବ ଘାସଟିଏ କଉଁଳୁ ନଥିଲା ଆଜି ସୁନାର ଫସଲ । ଚାରିପଟେ ପାହାଡ଼ ଥିଲେ ବି ନିଜ ଉଦ୍ୟମରେ ଗ୍ରାମବାସୀ ଜମିରେ ଫଳାଇଲେ ସୁନାର ଫସଲ..
ଏଡିକି ବକଟେ ଛୁଆ. ଜାଣିଛି ଦୁନିଆ ଯାକର କଥା.. ଭଲକରି କଥା କହିପାରୁନି, ହେଲେ ଜିତୁଛି ଗୋଟିଏ ପରେ ଗୋଟିଏ ମେଡାଲ୍
ଇଏ କେମିତିକା ମଣିଷ? ନିଜ ମୃତ୍ୟୁର ନିଜେ ରଚିଥିଲେ ଷଡଯନ୍ତ୍ର । ଘରକୁ ପଠାଉଥିଲେ ଗୁରୁତର ଆହତ ହେବାର ଫଟୋ । ହେଲେ ସବୁ ସତ ଜାଣିବା ପରେ ବାନ୍ଧିଲା ପୋଲିସ୍
ବାପା ଆଗରେ ଚାଲିଗଲା ପିଲା । ପୋଷ୍ଟମର୍ଟମ ପାଇଁ ମେଡିକାଲ ପହଞ୍ଚିବା ପରେ...ଶବ କାଟିବାକୁ ୮ ଶହ ଟଙ୍କା ମାଗିଲେ ମେଡିକାଲ କର୍ମଚାରୀ । ସିଧାସିଧା କହିଲେ ଟଙ୍କା ଦେବା ପରେ ଆମେ ମାଲ୍ ମାରିବୁ, ପରେ କାଟିବୁ । ଏବେ ଭାଇରାଲ ହେଲା ଭିଡିଓ
ଏମିତି ପ୍ରେମିକ ଆପଣ ଜୀବନରେ ଦେଖିନଥିବେ। ପ୍ରେମିକା ସହ ଆରମ୍ଭ ହୋଇଥିବା ତା ପ୍ରେମ, ଶେଷରେ ଗୁଳିକାଣ୍ଡରେ ଶେଷ ହୋଇଛି… ପ୍ରେମ କଲା ଜଣକୁ, ବାହା ହେଲା ଆଉ ଜଣକୁ। ଆଉ ବାହା ହେଲାପରେ ପୁଣି ପ୍ରେମ କରୁଥିବା ଝିଅ ସହ ସଂପର୍କ ରଖିବାକୁ ଚାହିଁଲାରୁ ଏତେ କାଣ୍ଡ ହେଲା।
ଥାନା ଭିତରେ ଚାଖଣା ତାଟିଆ କ’ଣ କରୁଛି ? ଖଟ ଉପରେ ଯେତିକି ବୋତଲ ଅଛନ୍ତି ତଳେ ବି ସେତିକି!
ରାଜ୍ୟର ବିଭିନ୍ନ ସ୍ଥାନରେ ଘଂଟାଘଂଟା ଧରି ଅଟକି ରହିଲେ ଯାତ୍ରୀ। କେଉଁଠି ଛାତ୍ରଛାତ୍ରୀ ଓ ଅଧ୍ୟାପକ ତ କେଉଁଠି ତୀର୍ଥଯାତ୍ରୀ, ଗାଡି ନପାଇ ହନ୍ତସନ୍ତ ହୋଇଛନ୍ତି ସମସ୍ତେ ।
ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ର-ରାଜ୍ୟ ଦୋଷ ଠେଲା ଠେଲି ହୋଇଛନ୍ତି । ବିଜେପି କହିଛି, ଜଳୁଛି ଜଙ୍ଗଲ । ବଢ଼ୁଛି ତାପମାତ୍ରା । ନିଆଁ ଲିଭାଇବା ପାଇଁ ପଶ୍ଚିମା ଝଡ଼କୁ ଭରସା କରି ହାତ ଟେକି ବସିଛନ୍ତି ସରକାର ।
ଗାଡ଼ି ଛାଡ଼ି ଗର୍ଜନ, ହଲ୍ଲାବୋଲ୍ ଏବଂ ହଳଦିଆ ନମ୍ବରପ୍ଲେଟ୍ ଗାଡ଼ିକୁ ଟାର୍ଗେଟ୍ । ୧୦ ଦଫା ଦାବିରେ ସାରା ରାଜ୍ୟରେ ଆଜି ଏମିତି ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇ ପ୍ରତିବାଦ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ ।
ଦିଲ୍ଲୀରେ ମହତାବଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ରେଡ୍ କାର୍ପେଟ ! କିଛି ଦିନ ହେଲା ବିଜେଡିକୁ ପରୋକ୍ଷରେ କଟାକ୍ଷ କରିଛନ୍ତି ଭର୍ତ୍ତୃହରି
୨୦୨୧ରେ ପୁଣେରୁ ଗିରଫ କରାଯାଇଥିବା ବିବନ ବିରୋଧରେ ଶୀଘ୍ର ଶୁଣାଣି ଆରମ୍ଭ କରାଯାଇ, ଷଡ଼ଯନ୍ତ୍ରକାରୀଙ୍କ ମୁଖା ଖୋଲାଯାଉ ବୋଲି ସେ ଦାବି କରିଛନ୍ତି । ତାଙ୍କର ଅଭିଯୋଗ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନି ।
ଗୋଟିଏ ପରୀକ୍ଷା ସଜାଡିବ ଦୁଇ ଜଣଙ୍କ ଭାଗ୍ୟ। ପାସ ହେଲେ ଜଣେ କଲେଜ୍ ଯିବେ ଆଉ ଅନ୍ୟ ଜଣଙ୍କ ଆତ୍ମ ବିଶ୍ୱାସ ଦୃଢ ହେବ। କିନ୍ତୁ ଏବେ ଉଭୟେ ସମାଜ ପାଇଁ ପ୍ରେରଣା ସାଜିଛନ୍ତି।