୫-ଟି ସଚିବ ଯାହା କରୁଛନ୍ତି ତାହା ଗ୍ରହଣୀୟ ନୁହେଁ । ଓଡ଼ିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ...ତାଙ୍କ ଦଳରକର୍ମୀମାନେ ଏହାକୁ ଯଦି ଗ୍ରହଣ କରୁଥିବେ ତାହା ଭିନ୍ନ କଥା : ଶରତ ପଟ୍ଟନାୟକ, ପିସିସି ସଭାପତି
କଲମା ବ୍ୟାରେଜର ସମସ୍ତ ୬୪ଟି ଗେଟ୍ ଖୋଲିଦେଲା ଛତିଶଗଡ଼.. କଲମା ବ୍ୟାରେଜ ଦେଇ ମହାନଦୀକୁ ପଶୁଛି ୧.୧୮ ଲକ୍ଷ କ୍ୟୁସେକ୍
ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି.. ଏଥିପାଇଁ ମେଟ୍ରୋ ଟ୍ରେନରେ ବସି ଯାତ୍ରା କରୁଛନ୍ତି ଏବଂ ସହଯାତ୍ରୀଙ୍କ ସହ କଥାବାର୍ତ୍ତା କରୁଛନ୍ତି
ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା। ମହାନଦୀରେ ପାଣି ଆସିବାରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି।
ବୈତରଣୀ ନଦୀରେ ମତ୍ସଜୀବୀଙ୍କ ଜାଲରେ ପଡିଛି ବିରାଟ କାୟ ‘କଳା ସାରାଣ୍ଟ’ ମାଛ। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।
ମହାନଦୀରେ ପାଣି ଆସିବାରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି।
ବାହାନଗାରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି।
ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି.. ଆଧାର କାର୍ଡ, ରାସନ୍ କାର୍ଡ, ଭୋଟର କାର୍ଡ, ଭତ୍ତା, ଆବାସ ଟଙ୍କା, ବିଦ୍ୟୁତ ଓ ପାନୀୟ ଜଳ ଭଳି ଅନେକ ସହାୟତା ପ୍ରଦାନ କରି ଲୋକଙ୍କୁ ଆକୃଷ୍ଟ କରୁଛି ଆନ୍ଧ୍ର ସରକାର..
ଆଜି ଯଦି ସାନଭାଇ କଥା ମାନିଥାନ୍ତା.. ଦାଦନ ଖଟିବାକୁ ଯାଇ ନଥାନ୍ତା..ହୁଏତ ବଞ୍ଚିଯାଇଥାନ୍ତା.. ତାରି ମୁହଁକୁ ଚାହିଁ ଦୁଇ ଭଉଣୀ ଆଗକୁ ବଢିଥାନ୍ତେ.. ହେଲେ ବିଧାତା ବଇରି ସାଜିଲା..
ରାତ୍ରୀ ଭୋଜନ ଖାଇବା ପରେ ଅସୁସ୍ଥ ହେଲେ ୧୪ ଛାତ୍ର । ସବୁଦିନ ପରେ ଗତକାଲି ରାତିରେ ହଷ୍ଟେଲରେ ଖାଇଥିଲେ କିନ୍ତୁ ଜଣଙ୍କ ପରେ ଜଣେ ଅସୁସ୍ଥ ହେଲେ । ଡାଲମାରେ ଝିଟିପିଟି ପଡିଥିବା ନେଇ ହେଲା ଅଭିଯୋଗ
ସମୁଦ୍ର ପଥରେ କେଉଁମାନେ ଆମ ଦେଶକୁ ଆସୁଛନ୍ତି? ସେମାନଙ୍କ ପାଖରେ ସବୁ ଡକ୍ୟୁମେଣ୍ଟ ଠିକ୍ ରହିଛି ତ? ଯେଉଁମାନେ ଜଳପଥ ଦେଇ ଆସୁଛନ୍ତି ସେମାନଙ୍କୁ ତନତନ କରି କରିଯାଉଛି ଯାଂଚ । ରାମେଶ୍ୱରମଠାରେ ଜୋରଦାର ଚାଲିଛି ଚେକିଂ
ଆଜି ମହାପ୍ରଭୁଙ୍କ ସୁନାବେଶ.. ୧୩୮ ପ୍ରକାର ସ୍ୱର୍ଣ୍ଣାଭୂଷଣରେ ସଜେଇ ହେବେ ଜଗନ୍ନାଥ ।
ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଅସମ୍ଭାଳ ହେଲାଣି ଭକ୍ତ ପ୍ରାଣ
ଦିଗପହଣ୍ଡି ଅଘଟଣର ଦୁଇ ଦିନ ନପୁରୁଣୁ ଦୋହଲାଇ ଦେଲା କେନ୍ଦୁଝରର ମର୍ମନ୍ତୁଦ ଦୁର୍ଘଟଣା । ବାଣ ରୋଷଣୀରେ ଯିବାବେଳେ ଦ୍ରୁତ ଗତିରେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ୫ ଜଣଙ୍କ ମୃତ୍ୟୁ, ବନ୍ଦ ହେଲା ବାହାଘର..
ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆରମ୍ଭ କରିଥିଲେ ଛେରାପହଁରା। ଏହାପରେ ପହଞ୍ଚିଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ।
ନିୟମ ଅନୁସାରେ ଚିଠି ପାଇବା ପରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅର୍ଡର ନେଇ ଫାଇଲ୍ ପ୍ରସ୍ତୁତ କରିବେ ଏବଂ ଏହାକୁ ସିଏମ୍ ଙ୍କ ପାଖକୁ ପଠାଇବେ। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜେ ପାଣ୍ଡିଆନ୍ ଅଛନ୍ତି, ତେଣୁ ଫାଇଲ୍ ତାଙ୍କ ମାଧ୍ୟମରେ ହିଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବ। ଏଠି ପ୍ରଶ୍ନ ରାଜ୍ୟ ପ୍ରଶାସନର ଏହି ମୋଷ୍ଟ ପାୱାରଫୁଲ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାତ ଯିବ ତ ?
ରାଧା କାନ୍ଦୁଛି କହ୍ନେଇଁ ପାଇଁ । ବଡ଼ଦାଣ୍ଡରେ କାଳିଆ ପାଦରେ ପାଦ ଛନ୍ଦି ନାଚିଲା ବେଳକୁ ଆଖି ତାର ଓଦା, ମନ ଜଗା ପ୍ରେମରେ ବନ୍ଧା । ଏତେ ଭାବବିହ୍ୱଳ ହୋଇ ପଡୁଛି ଯେ, କହୁଛି ଏଥର ଯଦି କାଳିଆ ଡୋରି ଲାଗି ନ ଥାଆନ୍ତା, ଆଉ କେବେ ତା ଦୁଆର ମାଡିନଥାନ୍ତି । ତା ଆଶୀର୍ବାଦ ଅଛି ବୋଲି ଆଜି ତା ଦୁଆରେ ନାଚୁଛି ।
ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆଡ଼ମ୍ବରପୂର୍ଣ୍ଣ ପରିବେଶ ଭିତରେ ସଂପନ୍ନ ହୋଇଛି ଏକାମ୍ର ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ । ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର, ମୁଖ୍ୟ ଶାସନ ସଚିବ, ଏସ୍ଆରସି ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗହଣରେ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କ’ଣ ଏ VLTD ଓ ପାନିକ୍ ବଟନ୍ ? ଏହା କିଭଳି କାମ କରିବ ? କ’ଣ ସବୁ ଫାଇଦା ମିଳିବ ? ଟ୍ରାକିଂ ଡିଭାଇସ୍ ବିଶେଷଜ୍ଞଙ୍କ ମତରେ, VLTD ହେଉଛି ଜିପିଆରଏସ୍ ଆଧାରିତ ଏକ ଡିଭାଇସ୍ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରାଜ୍ୟର ସବୁ ଯାତ୍ରୀବାହୀ ଗାଡ଼ିର ଗତିବିଧି ଟ୍ରାକ୍ କରାଯାଇପାରିବ ।
ଶ୍ରୀମନ୍ଦିରକୁ ବାହୁଡ଼ିଲେ ମହାବାହୁ । ସିଂହଦ୍ୱାର ସାମ୍ନାରେ ଲାଗିଲା ୩ ରଥ । ତାଳଧ୍ୱଜ, ଦର୍ପଦଳନ ପରେ ନନ୍ଦିଘୋଷ ରଥ ଲାଗିଛି । ସଂଧ୍ୟା ୬ଟା ୪୩ରେ ସିଂହଦ୍ୱାର ସାମ୍ନାରେ ଲାଗିଲା ନନ୍ଦିଘୋଷ ।
ଦୁର୍ନୀତି ଗନ୍ତଘର ଫାଇଭ୍-ଟି : ପୁରୁଣା ଘରେ ରଙ୍ଗ ମାରି ବିଲ୍ ହେଉଛି କୋଟି କୋଟି । ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ବିଜେପି ଅଭିଯୋଗ କରିଛି, କେବଳ ଦୁର୍ନୀତି ଲାଗି ଖୋଲାଯାଇଛି ଏଇ ବିଭାଗ
ଆଲୋ ଆଲୋ ଇଏ କଣ? କେନ୍ଦ୍ରମନ୍ତ୍ରୀ ହିସାବ ମାଗୁମାଗୁ କଲେକ୍ଟର ଓ ପିଡି ମାଡାମ ଖାତାରୁ କଣ ଖୋଜୁଛନ୍ତି କି? ନାରଣ ତୁ ମାରିଦେବୁରେ...କାଗଜ କଥା କହୁ କହୁ