Advertisment

୨୦୨୪ ପୂର୍ବରୁ ରଣନୀତି; ମନମୋହନ ଗଠନ କଲେ ନୂଆଟିମ୍‌

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ପ୍ରସ୍ତୁତ କଲା ରଣନୀତି । ବିଜେପି ପକ୍ଷରୁ ରାଜ୍ୟ ପଦାଧିକାରୀଙ୍କ ତାଲିକା ଜାରି ହୋଇଛି । ଏହି ତାଲିକାରେ ୩୫ ଜଣଙ୍କ ନାଁ ରହିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ତାଲିକା ଜାରି କରିଛନ୍ତି । ଜାରି ହୋଇଥିବା ତାଲିକାରେ ୧୦ ଜଣ ଉପସଭାପତି ରହିଥିବାବେଳେ ୫ ସାଧାରଣ ସମ୍ପାଦକ ସାମିଲ ହୋଇଛନ୍ତି ।

author-image
Sarbeswar

Odisha BJP Manmohan Samal
Advertisment
Advertisment