• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Odisha Politics, BJD
ବିଜେଡିର ୧୨ ଅଡୁଆ ସିଟ୍

କୋରେଇରେ ଦୁଇ ପରିବାର ଭିତରେ ପତିଆରା ଫାଇଟକୁ ନେଇ ଦ୍ୱନ୍ଦ୍ୱରେ ଦଳ।

  • Sunday, 21 April 2024
Odisha Politics, Jagatsinghpur BJD
ବିଜେଡି ପାଇଁ ଜଗତସିଂହପୁର କଣ୍ଟା

ଗତକାଲି ସମୀର ଦାଶଙ୍କ ନିମାପଡା ପାୱାର ସୋ ପରେ ଦଳ ଭିତରେ ପସିଛି ଛନ୍‌କା ।

  • Sunday, 21 April 2024
mud house
ସୁନ୍ଦର ଡିଜାଇନର ମାଟିଘର

ମାଟିର କାନ୍ଥ, ମାଟି ବି ଚଟାଣ । ଘରର ସୁନ୍ଦର ସୁନ୍ଦର ଡିଜାଇନ୍ସବୁ ମାଟିରେ ତିଆରି । ଏ ଘରର ମାଲିକ କୌଣସି ଗରିବ ନୁହଁନ୍ତି । କି ଏହି ଘରଟି ପୁରୁଣା ସମୟର ବି ନୁହେଁ । ଜଣେ ଧନୀ ବ୍ୟକ୍ତି ଏହି ଘରକୁ କରିଛନ୍ତି । ଆଉ ଏଠାରେ ସେ ନିଜର ପତ୍ନୀ ଓ ପରିବାର ସହ ରହୁଛନ୍ତି ।

  • Sunday, 21 April 2024
self-driving
ନାହିଁ ଡ୍ରାଇଭର; ଆପେ ଆପେ ଚାଲୁଛି ବୋଲେରୋ ଗାଡ଼ି

ଆପେ ଆପେ ଷ୍ଟାର୍ଟ ହେଉଛି ବୋଲେରୋ । ଆଉ ଧୀରେ ଧୀରେ ଆଗକୁ ବଢ଼ୁଛି । ନା ଡ୍ରାଇଭର ଅଛନ୍ତି । ନା ଗାଡ଼ିରେ କେହି ବସିଛନ୍ତି । ସବୁ କିଛି ଠିକ୍ଠାକ୍ଚାଲିଛି । ଆଉ ଧୀରେ ଧୀରେ ଗାଡ଼ିର ବେଗ ମଧ୍ୟ ବଢ଼ିବାକୁ ଲାଗୁଛି

  • Sunday, 21 April 2024
IAS officer's son plays on her desk
IAS ମା’ ପାଖେ ଖେଳୁଛି କୁନି ପୁଅ

ମାଆଟିଏ ଯେତେବେଳେ ଅଫିସର ହୁଏ, ତା ପାଇଁ ଆସେ ଏମିତି ସମସ୍ୟା । ଏ ଭିଡିଓ ହିଁ ଦର୍ଶେଇ ଦେଉଛି ଜଣେ କର୍ମଜୀବୀ ମହିଳାଙ୍କ ସମସ୍ୟା । କିନ୍ତୁ ସୁଖର କଥା, ଆଜିର ମହିଳା ସେ ସମସ୍ୟା ଆଗରେ ହାରିଯାଏ ନାହିଁ ।

  • Sunday, 21 April 2024
Mysuru Queen
ମହୀଶୁରର ମହାରାଣୀ କେମ୍ପାନନ୍ ଜମାନୀ; ଡ୍ୟାମ ପାଇଁ ବିକିଥିଲେ ଗହଣା

ଇତିହାସର ପୃଷ୍ଠାରୁ ହଜିଯାଇଥିବା ଜଣେ ମହାରାଣୀ, ଯିଏ ନିଜ ଅଳଙ୍କାରକୁ ବିକ୍ରି କରି ନିଜ ପ୍ରଜାଙ୍କୁ ଯୋଗାଇ ଦେଇଥିଲେ ପାଣି । ଆସନ୍ତୁ ଜାଣିବା ମହୀଶୂରର ମହାରାଣୀ କେମ୍ପାନନ୍ ଜମାନୀ ଦେବୀଙ୍କ ବିଷୟରେ।

  • Sunday, 21 April 2024
UPSC Results
ବାରମ୍ବାର ବିଫଳତା ଆଣିଦେଲା ସଫଳତା

ଦୃଢ଼ ଇଚ୍ଛାଶକ୍ତି ଆଣିଦେଲା ସଫଳତା । ବାରମ୍ବାର ବିଫଳତା ପରେ ସଫଳତାର ସ୍ୱାଦ ଚାଖିଲେ ଅଙ୍କିତ । ଇଞ୍ଜିନିୟରରୁ ବନିଗଲେ ଅଫିସର ।

  • Sunday, 21 April 2024
Forest Fire
ଉଗ୍ର ହେଉଛି ଜଙ୍ଗଲ ନିଆଁ

ତାତି ବଢ଼ିବା ସହ ଉଗ୍ର ହେଉଛି ଜଙ୍ଗଲ ନିଆଁ । ରାଜ୍ୟରେ ହୁତ ହୁତ ଜଳୁଛି ଜଙ୍ଗଲ। ଶିମିଳିପାଳ ଅଭୟାରଣ୍ୟର ୧୩ଟି ଜଙ୍ଗଲରେ ବି ନିଆଁ ଲାଗିଛି । ଗତ ସପ୍ତାହକ ଭିତରେ ୫ ହଜାର ୩୭୫ଟି ସ୍ଥାନରେ ଜଳିଛି ଜଙ୍ଗଲ, ଯାହା ଦେଶରେ ସର୍ବାଧିକ।

  • Saturday, 20 April 2024
BJD Ticket tension
ବିଦ୍ରୋହ ପ୍ରଶମିତ ପାଇଁ ମହିଳା କାର୍ଡ?

ବରିଷ୍ଠଙ୍କୁ କାଟିଲେ, ମହିଳାଙ୍କୁ ଦେଲେ। ବିଦ୍ରୋହକୁ ପ୍ରଶମିତ କରିବାକୁ ବିଜେଡି ଖେଳିଲା କି ମହିଳା କାର୍ଡ? ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫ ଜଣ ଟାଣୁଆ ବିଧାୟକଙ୍କ ଟିକଟ୍ କାଟିଛି ବିଜେଡି । ଏସବୁ ଭିତରେ କିନ୍ତୁ ଆହୁରି ୧୨ ଟିକେଟ୍ ଘୋଷଣା କରିବାକୁ ବାକି ଥିବାବେଳେ ବହୁ ଆଶାୟୀ କାରଣରୁ ସୁପ୍ରିମୋଙ୍କ ପାଇଁ ପ୍ରାର୍ଥୀ ଚୟନ ବେଶ୍ ଚାଲେଞ୍ଜିଂ ହେବ।

  • Saturday, 20 April 2024
BJD
ବିଜେଡି ଖେଳିଲା ବର୍ଷା, ସନା ସରପ୍ରାଇଜ୍ କାର୍ଡ

ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ବିଜେଡି ଖେଳିଲା ବର୍ଷା, ସନା ସରପ୍ରାଇଜ୍ କାର୍ଡ । ବଡ଼ଚଣାରୁ ବିଧାୟକ ଅମର ଶତପଥୀଙ୍କୁ କାଟି ତାଙ୍କ ସ୍ଥାନରେ ଦି ଦିନ ପୂର୍ବରୁ ଶଙ୍ଖ ଧରିଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ଟିକେଟ୍ ଦେଇଛି, ଆଉ ଦଳରେ ବିଧିବଦ୍ଧ ଯୋଗ ନଦେଇ ବି ଚମ୍ପୁଆ ପାଇଁ ଟିକେଟ୍ ହାତେଇଛନ୍ତି କେନ୍ଦୁଝର ଜିଲ୍ଲାର ବାହୁବଳୀ ନେତା ସନା ମହାକୁଡ଼ ।

  • Saturday, 20 April 2024
Amit shah
‘ନବୀନଙ୍କ ସହ ସାମ୍ନାସାମ୍ନି ଲଢ଼ିବ ବିଜେପି’

ନବୀନଙ୍କ ସହ ସାମ୍ନାସାମ୍ନି ଲଢ଼ିବ ବିଜେପି । ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତା ପାଇଁ ହେବ ଲଢ଼େଇ । ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବା ନିଷ୍ପତ୍ତି ପଛରେ କାରଣକୁ ସାମ୍ନାକୁ ଆଣି, ଗତକାଲି ଦ୍ୱନ୍ଦ୍ୱ ଦୂର କରିଛନ୍ତି ଅମିତ୍ ଶାହ । ପ୍ରଥମ ଥର ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ପକ୍ଷରୁ ଏମିତି ମନ୍ତବ୍ୟ ଆସିବା ପରେ ଉତ୍ସାହିତ ବିଜେପି ନେତା ଓ କର୍ମୀ ।

  • Saturday, 20 April 2024
Boat Tragedy
ନାହିଁ ନାହିଁ ଭିତରେ କିପରି ଚାଲିଥିଲା ବେଆଇନ ଓଭରଲୋଡିଂ ?

ଝାରସୁଗୁଡ଼ା ଲଖନପୁର ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି । ତେବେ ଶରଧା ଘାଟରେ କାହା ସାହସରେ ଫଟା ଦଦରା ଡଙ୍ଗା ଚାଲିଥିଲା, ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ବିନା ଲାଇଫ ଜାକେଟରେ କିପରି ଲୋକଙ୍କୁ ନେବାଆଣିବା ହେଉଥିଲା, ଏସବୁ ଦିଗକୁ ନେଇ ସନ୍ଦେହ ଉପୁଜିଛି।

  • Saturday, 20 April 2024
 teacher
ଫେସିଆଲ୍ ହେଉଥିଲେ, ଭିଡ଼ିଓ କରିବାରୁ କାମୁଡିଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଜବ କାରନାମା। ସ୍କୁଲରେ ‘ଫେସିଆଲ୍‌’ ହେଉଥିଲେ ! ଭିଡ଼ିଓ କରିବାରୁ ସହକର୍ମୀଙ୍କୁ ମାଡ ମାରି ଲହୁଲୁହାଣ କରି ରକ୍ତାକ୍ତ କରିବା ସହ କାମୁଡି ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଢେର୍ ଭାଇରାଲ ହେବାରେ ଲାଗିଛି ।

  • Saturday, 20 April 2024
Female polling officer
ଚର୍ଚ୍ଚାରେ ଷ୍ଟାଇଲିସ୍ ପୋଲିଂ ଅଫିସର୍

ଷ୍ଟାଇଲିସ୍ ପୋଲିଂ ଅଫିସର୍ ଈଶା ଅରୋରା ନେଇ ଏବେ ସବୁଠି ଚର୍ଚ୍ଚା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ ଓ ଭିଡ଼ିଓ...

  • Saturday, 20 April 2024
woman plays character
ଲେଡ଼ି ଦୁର୍ଯ୍ୟୋଧନ ମୋନିଙ୍ଗି କାମେଶ୍ୱରୀ

ବେଶ ପରିପାଟି ଯେମିତି, ଠାଣି ମଧ୍ୟ ସେମିତି। ମଞ୍ଚ ଉପରେ ରାଜା ଦୁର୍ଯ୍ୟୋଧନ, ତଳେ ଅଭିଭୂତ ଦର୍ଶକ। ନିଶର ମୋଟେଇ ଯେମିତି, କାନ୍ଧରେ ପଡ଼ିଥିବା ଗଦାଟି ମଧ୍ୟ ସେମିତି। କିନ୍ତୁ ମହାଭାରତର କଠୋର ଚରିତ୍ର ଦୁର୍ଯ୍ୟୋଧନଙ୍କ ଭୂମିକାରେ ଠିଆ ହୋଇଥିବା ଏହି କଳାକାରଙ୍କ ହୃଦୟ ଖୁବ୍ କୋମଳ।

  • Saturday, 20 April 2024
fish farming
ମହିଳା SHG ଗ୍ରୁପକୁ ରୋଜଗାର ଦେଉଛି ମାଛଚାଷ

ମସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ଅନେକ୍ ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ବ୍ୟାଙ୍କ ମାଧ୍ୟମରେ ସହାୟତା ଯୋଗାଇ ଦେଉଛନ୍ତି। ଯେଉଁଥିରେ ଗ୍ରାମାଞ୍ଚଳର ମହିଳାମାନେ ବେଶ୍ ଉପକୃତ ହେଉଛନ୍ତି। ସକାଳ ପାଇଲେ ଏହି ଗୋଷ୍ଠିର ମହିଳା ମାନେ ପାଳି କରି ତଦାରଖ କରିବାକୁ ପୋଖରୀ ଆଡ଼କୁ ବୁଲି ଆସନ୍ତି l ମାଛକୁ ଦାନା ଦେବା ଠାରୁ ଆରମ୍ଭ କରି ପୋଖରୀର ଜଳ ସ୍ୱଚ୍ଛ ହେବା ପାଇଁ ଚୂନ ପକାନ୍ତି l ଏହାକୁ ନିତିଦିନିଆ କରିଥାନ୍ତି ମହିଳାମାନେ ।

  • Saturday, 20 April 2024
songs for election
ଚାଲିଛି ନିର୍ବାଚନୀ ପ୍ରଚାର ଗୀତ, କଣ୍ଠଶିଳ୍ପୀଙ୍କୁ ନାହିଁ ଫୁରସତ୍

ଚାରିଆଡ଼େ ଏବେ ନିର୍ବାଚନୀ ମାହୋଲ୍। ନିର୍ବାଚନକୁ ନେଇ ସରଗରମ ରାଜନୀତି। କିଏ ଜିତିବ କିଏ ହାରିବ ସେନେଇ ଅଙ୍କକଷା ଚାଲିଛି। ପ୍ରାର୍ଥୀ ମାନେ ସବୁପ୍ରକାର ଉଦ୍ୟମ କରୁଛନ୍ତି ନିର୍ବାଚନ ବୈତରଣୀ ପାର ହେବାକୁ। ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ ପ୍ରାର୍ଥୀନୀ। ବିଶେଷ କରି ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ଦିଆ ଯାଉଛି। ହ୍ଵାଟ୍ସଆପ, ଫେସବୁକ ମାଧ୍ୟମରେ ନିଜ ସପକ୍ଷରେ ପ୍ରଚାର କରାଯାଉଛି। ସବୁଠାରୁ ଗୁରୁତ୍ୱ ଦିଆଯାଉଛି ଗୀତ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ।

  • Saturday, 20 April 2024
Election
ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ

ସରିଲା 24 ମହାସଂଗ୍ରାମର ପ୍ରଥମ ଲଢ଼େଇ। ପଶ୍ଚିମବଙ୍ଗ ଓ ମଣିପୁରର କିଛି ଛୋଟମୋଟ ହିଂସାକୁ ଛାଡ଼ି ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ଆଜି ଭୋଟ୍ ପଡ଼ିଛି ।

  • Friday, 19 April 2024
BJD-Congress Politics
ବିଗୁଡୁଛି ବିଜେଡିର ଭୁବନେଶ୍ୱର ଗଣିତ

ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ବଦଳୁଥିବା ରାଜନୈତିକ ସମୀକରଣ କାହାକୁ ଦେବ ଫାଇଦା । ଯେଉଁଥିପାଇଁ ସୁରଙ୍କ ପୁଅ ମନ୍ମଥଙ୍କୁ ବିଜେଡି ଟିକେଟ ଦେଇଥିଲା ତାହା ବି ସେତେଟା ସଫଳ ହେଲା ପରି ଲାଗୁନି। କାହିଁକି ନା, ସୁରଙ୍କୁ କଂଗ୍ରେସ ବାସନ୍ଦ କରିବା ପରେ, ତାଙ୍କ ପକେଟ୍ ଭୋଟ୍ ଏବେ ମନ୍ମଥଙ୍କ ପାଖକୁ ଯିବ ନା କଂଗ୍ରେସ ଖାତାକୁ ଯିବ, ତାକୁ ନେଇ ଚର୍ଚ୍ଚା।

  • Friday, 19 April 2024
Potato Price Hike
ରାଜ୍ୟକୁ ଘାରିଛି ଆଳୁ ଚିନ୍ତା

ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା । ଦରବୃଦ୍ଧିକୁ ବଳିଯାଇଛି ଆଳୁର ଅଭାବନୀୟ ସ୍ଥିତି । କାରଣ ପଶ୍ଚିମବଙ୍ଗରୁ ଯେଉଁ ଆଳୁ ଆସୁଥିଲା, ତା’ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ବ୍ୟବସାୟୀ। ଅପରପକ୍ଷେ ଉତ୍ତରପ୍ରଦେଶର ଆଳୁ ଏଯାଏଁ ଓଡ଼ିଶା ବଜାରକୁ ଆସିନାହିଁ । ତେଣୁ ପରିବା ହାଟରେ ମହଙ୍ଗା ହୋଇଥିବା ୨୦ ଟଙ୍କାର ଆଳୁ ଏବେ ୩୦ ଛୁଇଁଲାଣି।

  • Friday, 19 April 2024
Operation Prahar
ଜୋରଦାର ହେବ ଅପରେସନ୍ ’ପ୍ରହାର’

ଏବେ ଧଡ଼ାଧଡ଼ ଗଡ଼ିବ ମାଓବାଦୀଙ୍କ ମୁଣ୍ଡ । ଆତ୍ମସମର୍ପଣ ନକଲେ ଟଳିବାକୁ ପଡ଼ିବ ସୁରକ୍ଷାକର୍ମୀଙ୍କ ଗୁଳିରେ। କାଙ୍କେର୍ ସୁଟ୍-ଆଉଟ୍ ପରେ ଜୋରଦାର ହୋଇଛି ଅପରେସନ୍ ପ୍ରହାର। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଅପରେସନରେ କୁଖ୍ୟାତ ମାଓବାଦୀଙ୍କୁ ଚିହ୍ନଟ କରି ସୁରକ୍ଷା ବାହିନୀ ତିଆରି କରିଛି ୧୭ ଜଣିଆ ହିଟ୍ ଲିଷ୍ଟ।

  • Friday, 19 April 2024
Nandankanan Zoo
ପ୍ରଚଣ୍ଡ ଖରା; କେମିତି ଅଛି ନନ୍ଦନକାନନର ସ୍ଥିତି

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ପାଇଁ ପର୍ଯ୍ୟାପ୍ତ ଗ୍ରୀଷ୍ମକାଳୀନ ବ୍ୟବସ୍ଥା ସତ୍ତ୍ୱେ ଦେଖିବାକୁ ମିଳିଛି ଖରାର ନଖରା । ଖରା ତାତିରେ ଚାଲିବାକୁ ମହାବଳର ବଳ ପାଉନି, ଗଛ ଡିଆଁ ମାରିପାରୁନି ସିମ୍ପାଞ୍ଜି । ଏପଟେ ଚିଡ଼ିଆଖାନାକୁ ଆଗରୁ ଦୈନିକ ଯେତିକି ପର୍ଯ୍ୟଟକ ଆସୁଥିଲେ ଏବେ ତାର ଅଧା ଆସୁଛନ୍ତି।

  • Friday, 19 April 2024
garbage dumping issue
ଆସୁଛି କୋଟି କୋଟି ହେଉନି ସଫେଇ !

ପୁତିଗନ୍ଧମୟ ପରିବେଶରେ ଜୟପୁର ସହର । ପୌରପ୍ରଶାସନର ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା କେବଳ ଧର୍ମକୁ ଆଖି ଠାର ଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ସହରକୁ ସଫା ରଖିବା ଲାଗି କୋଟି କୋଟି ଟଙ୍କା ପ୍ରଶାସନର ପକ୍ଷରୁ ଖର୍ଚ୍ଚ କରାଯାଉଥିବାବେଳେ କେଉଁଠି ହେଉଛି ସଫେଇ,ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ।

  • Friday, 19 April 2024
Heritage temple
ମରାମତି ଆଳରେ ପୁରାତନ ମନ୍ଦିରରେ ସିମେଣ୍ଟ ପ୍ଲାଷ୍ଟର

ଗୋଟିଏ ପଟରେ ଏକ ପୁରାତନ ମନ୍ଦିର । ଯାହା ସମ୍ପୂର୍ଣ୍ଣ ଇଟା, ଗୁଡ଼, ମହୁ ଓ ଚୂନ ମାଟିରେ ତିଆରି । ଆଉ ଗୋଟିଏ ପଟେ ଗୋଟିଏ ସାଧାରଣ ସିମେଣ୍ଟ ପ୍ଲାଷ୍ଟର ହୋଇଥିବା ମନ୍ଦିର । ଏହା ଆପଣଙ୍କୁ ସାଧାରଣ ଲାଗୁଥାଇପାରେ । ହେଲେ ଇଟା,ଗୁଡ଼, ମହୁ ଓ ଚୂନ ମାଟିରେ ତିଆରି ହୋଇଥିବା ମନ୍ଦିର ପଞ୍ଚଦଶ ଶତାର୍ଦ୍ଧୀର ବୋଲି କୁହାଯାଏ । ହେଲେ ସ୍ଥାନୀୟ ପ୍ରଶାସନ ଐତିହ୍ୟ ସଂପନ୍ନ ମନ୍ଦିରକୁ ମରାମତି ଆଳରେ ସିଧା ସିମେଣ୍ଟ ପ୍ଲାଷ୍ଟର କରିଦେଇଛି ।

  • Friday, 19 April 2024
UPSC glory
ଅପମାନ ବନାଇଲା ଅଫିସର

ସ୍ୱାଭିମାନ ଆଗରେ ଟଙ୍କା ପଇସା ଚାକିରି କିଛି ବି ମାଇନା ରଖେନି। ନିଜ ସମ୍ମାନକୁ କାହା ପାଖରେ ପକାଇ ଚାକିରି କରିବାକୁ ସେ ଶ୍ରେୟସ୍କର ମନେ କଲେନି । ଆଉ ଚାକିରି ଛାଡିଦେଲେ। ଏ କାହାଣୀ ହେଉଛି ଏଥରର ଆଇଏଏସ୍ ଟପ୍ପର ଉଦୟ କ୍ରିଷ୍ଣା ରେଡ୍ଡିଙ୍କର ।

  • Friday, 19 April 2024