ବିଜେଡି ପାଇଁ ଜଗତସିଂହପୁର କଣ୍ଟା। ସଂସଦୀୟ କ୍ଷେତ୍ରରେ ଗୋଷ୍ଠୀ କନ୍ଦଳ ତୀବ୍ରରେ । ଅଡୁଆ ବଢୁଛି, ହେଲେ ଅଙ୍କ ଛିଡୁନି। ଏବେବି ଝୁଲି ରହିଛି ବାଲିକୁଦା ଏରସମା ଓ କାକଟପୁର ନିର୍ବାଚନ ମଣ୍ଡଳୀ ଟିକେଟ। ଆଉ ନିମାପଡାରେ ତ ବିଧାୟକଙ୍କ ସମୀର ଦାଶଙ୍କ ଟିକେଟ କଟିବା ପରେ ସ୍ଥିତି ପୁରା ସଙ୍ଗୀନ। ଗତକାଲି ସମୀର ଦାଶଙ୍କ ନିମାପଡା ପାୱାର ସୋ ପରେ ଦଳ ଭିତରେ ପସିଛି ଛନ୍କା ।
Published By: Satyendu Shekher Mishra
Last updated: 21 April 2024, 09:47 PM IST
ହଠାତ୍ ରାଜନୀତିକୁ ଆସି ହିଇଚଇ କରିଦେଇଥିବା ତଥାକଥିତ ଲେଖିକା ସୁନୀତି ମୁଣ୍ଡ ଏବେ ତାଙ୍କ ରୂପ ବଦଳାଇଛନ୍ତି। ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେଲାପରେ ସେ ସନ୍ୟାସିନୀ ବେଶ ଧାରଣ କରିଛନ୍ତି। ମୁଣ୍ଡରୁ ବାଳ କାଟି ସେ ଜୀବନର ଗୁଢ଼ତତ୍ୱ ଖୋଜିବେ ବୋଲି ଘୋଷଣା କରିଛନ୍ତି। ପଢ଼ନ୍ତୁ ପୂରା କାହାଣୀ...