Advertisment

ରାଜ୍ୟକୁ ଘାରିଛି ଆଳୁ ଚିନ୍ତା

ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା । ଦରବୃଦ୍ଧିକୁ ବଳିଯାଇଛି ଆଳୁର ଅଭାବନୀୟ ସ୍ଥିତି । କାରଣ ପଶ୍ଚିମବଙ୍ଗରୁ ଯେଉଁ ଆଳୁ ଆସୁଥିଲା, ତା’ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ବ୍ୟବସାୟୀ। ଅପରପକ୍ଷେ ଉତ୍ତରପ୍ରଦେଶର ଆଳୁ ଏଯାଏଁ ଓଡ଼ିଶା ବଜାରକୁ ଆସିନାହିଁ । ତେଣୁ ପରିବା ହାଟରେ ମହଙ୍ଗା ହୋଇଥିବା ୨୦ ଟଙ୍କାର ଆଳୁ ଏବେ ୩୦ ଛୁଇଁଲାଣି।

author-image
Manoranjan Behera

ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା । ଦରବୃଦ୍ଧିକୁ ବଳିଯାଇଛି ଆଳୁର ଅଭାବନୀୟ ସ୍ଥିତି । କାରଣ ପଶ୍ଚିମବଙ୍ଗରୁ ଯେଉଁ ଆଳୁ ଆସୁଥିଲା, ତା’ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ବ୍ୟବସାୟୀ। ଅପରପକ୍ଷେ ଉତ୍ତରପ୍ରଦେଶର ଆଳୁ ଏଯାଏଁ ଓଡ଼ିଶା ବଜାରକୁ ଆସିନାହିଁ । ତେଣୁ ପରିବା ହାଟରେ ମହଙ୍ଗା ହୋଇଥିବା ୨୦ ଟଙ୍କାର ଆଳୁ ଏବେ ୩୦ ଛୁଇଁଲାଣି।

Advertisment
Potato Price Hike
Advertisment
Advertisment