Advertisment

ବିଜେଡିର ୧୨ ଅଡୁଆ ସିଟ୍

କୋରେଇରେ ଦୁଇ ପରିବାର ଭିତରେ ପତିଆରା ଫାଇଟକୁ ନେଇ ଦ୍ୱନ୍ଦ୍ୱରେ ଦଳ।

author-image
Satyendu Shekher Mishra

ବିଜେଡିର ୧୨ ଅଡୁଆ ସିଟ୍। କୋରେଇରୁ ନେଇ ବରୀ, ଖୋର୍ଦ୍ଧା ହେଉ କି ବେଗୁନିଆ। କେଉଁଠି ବି ତୁଟୁନି ଅଙ୍କ। ଘୋଷଣା ହୋଇନଥିବା ୧୨ ସିଟରେ ଟାଇଟ୍ ପରିସ୍ଥିତି। ସବୁଠି ହେଭିୱେଟ୍ ବିଦ୍ରୋହୀ। ଯେଉଁଥି ପାଇଁ ବିଳମ୍ବ ହେଉଛି କି ଟିକେଟ ଘୋଷଣା? ଏଇ ଯେମିତି ଯାଜପୁରର ଦୁଇ ସିଟ୍ କୋରେଇ ଆଉ ବରୀରେ ପ୍ରାର୍ଥୀ ଘୋଷଣା ହୋଇନି। କୋରେଇରେ ଦୁଇ ପରିବାର ଭିତରେ ପତିଆରା ଫାଇଟକୁ ନେଇ ଦ୍ୱନ୍ଦ୍ୱରେ ଦଳ।

Advertisment
BJD BJP Congress Odisha Politics General Election 2024
Advertisment
Advertisment