• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha

Woman Stages Dharna
ଧୋକା ଦେବା ପରେ ବର ଘରେ କନ୍ୟାର ଧାରଣା

ଡାକ୍ତର ଡିମ୍ପଲ ଓ ଡାକ୍ତର ସସ୍ମିତଙ୍କ ସାହାନାଇ ବାଜିବାର ଥିଲା। ସେଥିପାଇଁ ଡାକ୍ତର ଡିମ୍ପଲ କନ୍ୟା ବେଶରେ ସଜେଇ ହୋଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ଭିତରେ କନ୍ୟା ଘରେ ପହଞ୍ଚି ନଥିଲା ବର।

DM fund misuse
ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମ୍ ନିର୍ମାଣ ନାଁରେ ଜାଲିଆତି

ଡିସେମ୍ବର ୨୦୨୦ରେ ଏହି ଷ୍ଟାଡ଼ିମୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଠି ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କାହିଁକି ଆବଶ୍ୟକ ପଡିଲା ବିଧାୟକଙ୍କ ପ୍ରସ୍ତାବ ? ତାପୁଣି ମିଛି ମିଛିକା?

Police Arrest Child's Father, Maternal Grandmother
ମିଛ ଥିଲା ଶିଶୁକନ୍ୟା ଚୋରି, ଘର ଢିଙ୍କି ସାଜିଥିଲେ କୁମ୍ଭୀର

ଗତ ୧୯ ତାରିଖ ରାତିରେ ଶିଶୁଟି ଜନ୍ମ ପରେ ୨୦ ତାରିଖ ସକାଳେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯାହାର ସିସିଟିଭିର ଚିତ୍ର ବି ସାମ୍ନାକୁ ଆସିଥିଲା। 

River Erosion Eats Into Farm Land In Odisha, Locals Demand Permanent Solution
ଦୁଃଖ ସାଜିଛି ସାଳନ୍ଦୀ ନଦୀ : ମାଟି ଖାଉଛି, ଘର ଭାଙ୍ଗୁଛି

କୂଳ ଖାଉଛି ନଦୀ ନଇର ସୁଅରେ ମାଟିଖାଇ ଅନେକ ଘର ଭାଂଗି ଯାଇଛି । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର କାନପୁର ଗାଁ ନିକଟରେ ବହି ଯାଇଛି ଶାଳନ୍ଦୀ ନଦୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

River Erosion Eats Into Farm Land In Odisha, Locals Demand Permanent Solution
ନଦୀ ଦେଉଛି ଦୁଃଖ

ନଇର ସୁଅରେ ମାଟିଖାଇ ଅନେକ ଘର ଭାଂଗି ଯାଇଛି । ମାଟି ଘର ସହ ପକ୍କା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଆଉ ଏହି ନଦୀ ପାଣି ମାଡ଼ି ଏକର ଏକର ଜମି ଜଳମଗ୍ନ ହୋଇ ପଡିଛି । କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରୁ ଦେଖିବା ରିପୋର୍ଟ....

Odisha\'s Balasore Locals Losing Sleep Due To Elephant Menace
କାହିଁକି ଚାଷୀ କାଟି ନେଉଛି କଞ୍ଚାଧାନ ?

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ପାହାଡ଼ ତଳ ଜମିରୁ ଚାଷୀ କାହିଁକି କାଟି ନେଉଛନ୍ତି କଞ୍ଚାଧାନ ?

Koraput Coffee
ବିଶ୍ୱ ବଜାରରେ ବଢୁଛି କୋରାପୁଟ କଫିର ଚାହିଦା

ବ୍ରାଣ୍ଡ ଅଫ୍ କୋରାପୁଟ, ପ୍ରାଇଡ୍ ଅଫ୍ ଓଡ଼ିଶା। ସାରା ବିଶ୍ୱକୁ ମହକିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ ମାଟିର ଉତ୍କର୍ଷ କଫି। ଗଲା ପ୍ରାୟ ଦୁଇ ଦଶନ୍ଧି ତଳୁ ଏଠାରେ ଆରମ୍ଭ ହୋଇଥିବା କଫି ଚାଷ ପରିକଳ୍ପନା ଏବେ ଖାଲି ବାସ୍ତବତା ନୁହେଂ, ତାଠୁ ଆହୁରି ଆଗରେ।

Mamita Murder case
ଗୋବିନ୍ଦ ସାହୁର ହ୍ୟାଣ୍ଡ ରାଇଟିଂରୁ ମିଳିବ କି ବଡ଼ ପ୍ରମାଣ ?

ମମିତା ସନସାଇନ୍‌ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ, ସେହି ସ୍କୁଲର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଥିଲେ। ଏହି କଥାକୁ କୋର୍ଟରେ ଠୋସ୍ ପ୍ରମାଣ ସହ ଯୁକ୍ତି ବାଢ଼ିବାକୁ ଏହି ହ୍ୟାଣ୍ଡରାଇଟିଂ ଟେଷ୍ଟ କରାଯିବ।

Meet PM Modi’s 73-Year-Old Fan In Odisha’s Bolangir
ବଲାଙ୍ଗୀରର ମୋଦିପ୍ରେମୀ ବଜରଙ୍ଗ, ଭେଟିଲେ ଦେବେ ଅନନ୍ୟ ଗିଫ୍ଟ

ବଲାଙ୍ଗୀରର ମୋଦିପ୍ରେମୀ ବଜରଙ୍ଗ ଅଗ୍ରୱାଲ। ମୋଦିଙ୍କ ଗସ୍ତ ଅନୁଯାୟୀ ସଂଗ୍ରହ କରି ରଖିଛନ୍ତି ଟଙ୍କା। ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ତାଙ୍କୁ ଗିଫ୍ଟ ଦେବେ। ଆସନ୍ତୁ ଭେଟିବା ୭୩ ବର୍ଷୀୟ ଏହି ମୋଦିପ୍ରେମୀଙ୍କୁ।

Farm Reform Laws
ରାଜ୍ୟରେ ପ୍ରସ୍ତାବିତ କୃଷି ବିଲର ଚାପ୍ଟର କ୍ଳୋଜ୍

ତିନି କୃଷି ଆଇନ ପ୍ରତ୍ୟାହର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟରେ ପ୍ରସ୍ତାବିତ କଣ୍ଟ୍ରାକ୍ଟ ଫାର୍ମିଂ ଅଧ୍ୟାଦେଶ ଓ ଓଡ଼ିଶା ଏଗ୍ରିକଲ୍ଚର ମାର୍କେଟିଂ ବିଲର ଭାଗ୍ୟ ଏବେ ଅନ୍ଧାରରେ। ଫାଇଲ୍ ଭିତରେ ରହିଯିବ କି କୃଷି ସଂପର୍କିତ ଏହି ଦୁଇ ବିଲ୍ ? କେନ୍ଦ୍ରକୁ ଟାର୍ଗେଟ୍ କଲେ ରାଜ୍ୟ ସମବାୟ ମନ୍ତ୍ରୀ

Ratnbhandar Key Suspense
ଜିଲ୍ଲା ଟ୍ରେଜେରୀ ଅଫିସର୍‌ଙ୍କ ଚିଠି ଖୋଲିଦେଲା ରତ୍ନଭଣ୍ଡାର ଚାବି ରହସ୍ୟ

୨୦୧୮ ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷା ନେଇ ହଲ୍ଲାପଟା ଭିତରେ ଆସିଥିଲା ଭିତରଭଣ୍ଡାର ଚାବି ହଯିଯିବା ଖବର। ଏନେଇ ତମ୍ବିତୋଫାନ ଚାଲିଥିବାବେଳେ ଜାନୁଆରୀ ୧୩ ତାରିଖରେ ସେତେବେଳର ଜିଲ୍ଲାପାଳ ସୂଚନାରେ କଣ କହିଥିଲେ, ଆଉ ଏବେ କଣ ଘଟିଲା ଜାଣନ୍ତୁ

Attempt To Revive Sambalpuri Culture | Odisha Lalit Kala Akademi Initiate Several Programmes
ରଙ୍ଗ ଫୁଆରାରେ ଚମକୁଛି ସମ୍ୱଲପୁର

ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ଲଳିତ କଳା ଏକାଡେମୀ ଆନୁକୁଲ୍ୟରେ ଆୟୋଜିତ ଏକ ପ୍ରକଳ୍ପରେ ରଙ୍ଗେଇ ହୋଇ ପଡିଛି ସମ୍ୱଲପୁର I

Depression To Gradually Weaken; Check IMD’s Forecast For TN, Karnataka, Odisha
ଶୀତରେ ଥରିବନି.. ଭିଜିବ ଓଡ଼ିଶା !

ଆହୁରି ୨-୩ଦିନ କୋହଳ ପାଗ ରହିବ.. ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତର ପରିମାଣ କମ୍ ଅନୁଭୂତ ହେବ..

Odisha +2 Offline Results Published, 8460 Students Secure Passing Marks Out Of 12321 Examinees
ପ୍ରକାଶ ପାଇଲା +୨ ଫଳ

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ.. ପରୀକ୍ଷାରେ ଛାତ୍ର ମାନଙ୍କ ପାସ୍ ହାର ୬୨.୭% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୬୭.୭୬% ରହିଛି..

Odisha Allows Jatra, Opera Shows With Strict Adherence To COVID Norms
ଏଥର ଯାତ୍ରା, ଅପେରା, ଡ୍ରାମା, ମେଲୋଡ଼ି ସବୁ ଚାଲିବ

SRCଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ୍ଲାଇନରେ ଯାତ୍ରା, ଅପେରା, ଡ୍ରାମା, ମେଲୋଡି ଆଦି ପାଇଁ ମିଳିଲା ଅନୁମତି..

Winter In Odisha | Baliguda Shivers As Temperature Drops
ଓଡ଼ିଶାର କଶ୍ମୀରରେ ମଧ୍ୟପ୍ରଦେଶର କମ୍ବଳର

ଥରୁଛି ଓଡ଼ିଶାର କଶ୍ମୀର.. କମ୍ବଳ ବିକିବାକୁ ଗାଁ ଗାଁ ବାଇକ ଧରି ବୁଲୁଛନ୍ତି ବ୍ୟବସାୟୀ.. ଦାରିଙ୍ଗବାଡ଼ିରେ ମଧ୍ୟପ୍ରଦେଶର କମ୍ବଳର ଚାହିଦା ବେଶ୍ ଅଧିକ.. ଲୋକେ ଶୀତରୁ ବଞ୍ଚିବାକୁ କମ୍ବଳ କିଣୁଛନ୍ତି...ବେପାର ଜମୁଥିବାରୁ ବ୍ୟବସାୟୀ ବି ଖୁସି ଆଉ ଗ୍ରାହକ ବି ଖୁସି..

Venomous Snake Rescued In Odisha’s Jajpur
କାର୍ ଭିତରୁ ଶୁଭିଲା ଗର୍ଜନ.. ଦେଖିଲା ବେଳକୁ ବିରାଟ ନାଗ

ଯାଜପୁର ଜିଲ୍ଲାର ବରୁହା ରକେଇ ବଜ଼ାର ପୃଷ୍ଟୀସାହିର ଦିଲ୍ଲୀପ ପୃଷ୍ଟି ଗାଡ଼ି ନେଇ କାମରେ ବାହାରୁଥିବା ବେଳେ ଗାଡ଼ି ଭିତରୁ ଫଁ ଫଁ ଗର୍ଜନ ଶୁଣି ଚମକି ପଡ଼ିଲେ.. ଟର୍ଚ୍ଚ ମାରି ଦେଖିଲା ବେଳକୁ ଏକ ନାଗ ସାପ ଇଂଜିନ ଭିତରେ ଶୋଇ ରହିଛି..

Odisha : Two Tusks, 42 Leopard Nails Seized By Forest Dept
ବାଘ ନଖ, ହାତୀ ଦାନ୍ତ ଡିଲ୍ କରୁଥିଲେ, ଗିରଫ ହେଲେ

କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ପରିମାଣର ବାଘ ନଖ ଓ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ ଟିମ୍.. ବିଭିନ୍ନ ସ୍ଥାନରେ ଚଢାଉ କରି କଲରାପତରିଆ ବାଘର ୪୨ଟି ନଖ ଓ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଏ ମାମଲାରେ ୪ ଜଣଙ୍କୁ ଗିରଫ

Special Story | Panchakarma | The Ultimate \'Desi Jugad\' To Help Farmers | Odisha
ସମ୍ବଲପୁରିଆ ବାବୁଙ୍କ ଦେଶୀ ଜୁଗାଡ୍: ବୁଦ୍ଧି ଖଟେଇ ତିଆରି କରିଛନ୍ତି ଗୋଟିଏ ମେସିନ, କରୁଛି ୫ଟି କାମ

ମେସିନ୍ ଗୋଟିଏ, କାମ କରୁଛି ପାଞ୍ଚଟି। ଘାଇଁ ଘାଇଁ ହାତରେ ବିଲେଇ ଦେଲେ ଉଡ଼ିଯାଉଛି ଅଗାଡ଼ି, ରହିଯାଉଛି ଧାନ, ମକାରୁ ଛାଡ଼ୁଛି ଦାନା, ଗହମ କେଣ୍ଡାରୁ ବାହାରୁଛି ଗହମ। ନାଁ ଟି ୟାର ପଞ୍ଚକର୍ମା। ଚାଲନ୍ତୁ ଦେଖିବା କିଏ ଏହି ଦେଶୀ ଯୋଗାଡ଼ ପଛର ମାଷ୍ଟର।

Special Story | Meet National Record Holder Weightlifter From Odisha's Berhampur
ବିଶ୍ୱ ବଡି ବିଲ୍ଡିଂ ଚାମ୍ପିୟନସିପ୍‌ରେ ଜିତି ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ

ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିର ଭାରୋତ୍ତୋଳକ ତଥା ବଡିବିଲ୍ଡର ଅର୍ଜୁନ ସାହୁ ୫୫ କିଲୋ ବର୍ଗରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବରରେ ତାସକେଣ୍ଟରେ ଅନୁଷ୍ଠିତ ବିଶ୍ଵ ବଡିବିଲଡିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇଥିଲେ। ଏଥିପାଇଁ ତାଙ୍କୁ ଆର୍ମି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।

Meet National Record Holder Weightlifter From Odisha's Berhampur
ବିଶ୍ୱ ବଡି ବିଲ୍ଡିଂ ଚାମ୍ପିୟନସିପ୍‌ରେ ଜିତି ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ

ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିର ଭାରୋତ୍ତୋଳକ ତଥା ବଡିବିଲ୍ଡର ଅର୍ଜୁନ ସାହୁ ୫୫ କିଲୋ ବର୍ଗରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବରରେ ତାସକେଣ୍ଟରେ ଅନୁଷ୍ଠିତ ବିଶ୍ଵ ବଡିବିଲଡିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇଥିଲେ। ଏଥିପାଇଁ ତାଙ୍କୁ ଆର୍ମି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।

Special Story | Meet National Record Holder Weightlifter From Odisha\'s Berhampur
ଦେଶର ଟେକ ରଖିଲେ ଓଡ଼ିଆ ବଡିବଲ୍ଡର, ଆର୍ମି ଦେଲା ବିପୁଳ ସମ୍ବର୍ଦ୍ଧନା

ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିର ଭାରୋତ୍ତୋଳକ ତଥା ବଡିବିଲ୍ଡର ଅର୍ଜୁନ ସାହୁ ୫୫ କିଲୋ ବର୍ଗରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବରରେ ତାସକେଣ୍ଟରେ ଅନୁଷ୍ଠିତ ବିଶ୍ଵ ବଡିବିଲଡିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇଥିଲେ। ଏଥିପାଇଁ ତାଙ୍କୁ ଆର୍ମି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।

Sanjeeb Sahoo
ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ସଂଜୀବ ସାହୁ

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ। ସେ ନିକଟରେ ବିଜେଡ଼ିରୁ ଦେଇଥିଲେ ଇସ୍ତଫା

Untimely Rain Damages Paddy Crop In Odisha\'s Binika
'ପ୍ରଥମେ ଚକଡା, ତାପରେ ହାତୀ ଏବଂ ଅଦିନିଆ ବର୍ଷା ସବୁ ସାରିଦେଲେ'

ଅଦିନିଆ ବର୍ଷା ଉଜାଡିଲେ ସୁନାର ଫସଲ । ଅମଳ ହେବାକୁ ଥିବା ଧାନ ହୋଇଗଲା ଗଜା । ଅଦିନିଆ ବର୍ଷା ଚାଷୀଙ୍କ ଉପରେ ଦଇବ ଦାଉ ସାଧୁଲା ସଦୃଶ । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ମଧ୍ୟ ଏ ଦୃଶ୍ୟ ଦେଖିବାକୁ ମିଳିଛି। ସେଠାରୁ ଶୁଣନ୍ତୁ ଚାଷୀଙ୍କ ପ୍ରତିକ୍ରିୟା ।

Botany Lecturer In Odisha’s Gajapati Designs Low Cost Battery Bicycle
ପ୍ରଦୂଷଣ ରୋକିବ ଏହି ଉଦ୍ଭାବନ

ନିଜ ଉଦ୍ୟମରେ କମ୍ ଖର୍ଚ୍ଚରେ ବ୍ୟାଟେରୀ ଚାଳିତ ସାଇକେଲ ତିଆରି କଲେ ଅଧ୍ୟାପକ । କେଉଁଠୁ ତିଆରି ହୋଇଛି ଏପରି ସାଇକେଲ ଏବଂ କିଏ କରିଛି ଜାଣିବାକୁ ଦେଖନ୍ତୁ ଏ ଭିଡିଓ ..