ନଇର ସୁଅରେ ମାଟିଖାଇ ଅନେକ ଘର ଭାଂଗି ଯାଇଛି । ମାଟି ଘର ସହ ପକ୍କା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଆଉ ଏହି ନଦୀ ପାଣି ମାଡ଼ି ଏକର ଏକର ଜମି ଜଳମଗ୍ନ ହୋଇ ପଡିଛି । କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରୁ ଦେଖିବା ରିପୋର୍ଟ....
ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ପାହାଡ଼ ତଳ ଜମିରୁ ଚାଷୀ କାହିଁକି କାଟି ନେଉଛନ୍ତି କଞ୍ଚାଧାନ ?
ବ୍ରାଣ୍ଡ ଅଫ୍ କୋରାପୁଟ, ପ୍ରାଇଡ୍ ଅଫ୍ ଓଡ଼ିଶା। ସାରା ବିଶ୍ୱକୁ ମହକିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ ମାଟିର ଉତ୍କର୍ଷ କଫି। ଗଲା ପ୍ରାୟ ଦୁଇ ଦଶନ୍ଧି ତଳୁ ଏଠାରେ ଆରମ୍ଭ ହୋଇଥିବା କଫି ଚାଷ ପରିକଳ୍ପନା ଏବେ ଖାଲି ବାସ୍ତବତା ନୁହେଂ, ତାଠୁ ଆହୁରି ଆଗରେ।
ମମିତା ସନସାଇନ୍ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ, ସେହି ସ୍କୁଲର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଥିଲେ। ଏହି କଥାକୁ କୋର୍ଟରେ ଠୋସ୍ ପ୍ରମାଣ ସହ ଯୁକ୍ତି ବାଢ଼ିବାକୁ ଏହି ହ୍ୟାଣ୍ଡରାଇଟିଂ ଟେଷ୍ଟ କରାଯିବ।
ବଲାଙ୍ଗୀରର ମୋଦିପ୍ରେମୀ ବଜରଙ୍ଗ ଅଗ୍ରୱାଲ। ମୋଦିଙ୍କ ଗସ୍ତ ଅନୁଯାୟୀ ସଂଗ୍ରହ କରି ରଖିଛନ୍ତି ଟଙ୍କା। ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ତାଙ୍କୁ ଗିଫ୍ଟ ଦେବେ। ଆସନ୍ତୁ ଭେଟିବା ୭୩ ବର୍ଷୀୟ ଏହି ମୋଦିପ୍ରେମୀଙ୍କୁ।
ତିନି କୃଷି ଆଇନ ପ୍ରତ୍ୟାହର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟରେ ପ୍ରସ୍ତାବିତ କଣ୍ଟ୍ରାକ୍ଟ ଫାର୍ମିଂ ଅଧ୍ୟାଦେଶ ଓ ଓଡ଼ିଶା ଏଗ୍ରିକଲ୍ଚର ମାର୍କେଟିଂ ବିଲର ଭାଗ୍ୟ ଏବେ ଅନ୍ଧାରରେ। ଫାଇଲ୍ ଭିତରେ ରହିଯିବ କି କୃଷି ସଂପର୍କିତ ଏହି ଦୁଇ ବିଲ୍ ? କେନ୍ଦ୍ରକୁ ଟାର୍ଗେଟ୍ କଲେ ରାଜ୍ୟ ସମବାୟ ମନ୍ତ୍ରୀ
୨୦୧୮ ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷା ନେଇ ହଲ୍ଲାପଟା ଭିତରେ ଆସିଥିଲା ଭିତରଭଣ୍ଡାର ଚାବି ହଯିଯିବା ଖବର। ଏନେଇ ତମ୍ବିତୋଫାନ ଚାଲିଥିବାବେଳେ ଜାନୁଆରୀ ୧୩ ତାରିଖରେ ସେତେବେଳର ଜିଲ୍ଲାପାଳ ସୂଚନାରେ କଣ କହିଥିଲେ, ଆଉ ଏବେ କଣ ଘଟିଲା ଜାଣନ୍ତୁ
ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ଲଳିତ କଳା ଏକାଡେମୀ ଆନୁକୁଲ୍ୟରେ ଆୟୋଜିତ ଏକ ପ୍ରକଳ୍ପରେ ରଙ୍ଗେଇ ହୋଇ ପଡିଛି ସମ୍ୱଲପୁର I
ଆହୁରି ୨-୩ଦିନ କୋହଳ ପାଗ ରହିବ.. ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତର ପରିମାଣ କମ୍ ଅନୁଭୂତ ହେବ..
ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ.. ପରୀକ୍ଷାରେ ଛାତ୍ର ମାନଙ୍କ ପାସ୍ ହାର ୬୨.୭% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୬୭.୭୬% ରହିଛି..
SRCଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ୍ଲାଇନରେ ଯାତ୍ରା, ଅପେରା, ଡ୍ରାମା, ମେଲୋଡି ଆଦି ପାଇଁ ମିଳିଲା ଅନୁମତି..
ଥରୁଛି ଓଡ଼ିଶାର କଶ୍ମୀର.. କମ୍ବଳ ବିକିବାକୁ ଗାଁ ଗାଁ ବାଇକ ଧରି ବୁଲୁଛନ୍ତି ବ୍ୟବସାୟୀ.. ଦାରିଙ୍ଗବାଡ଼ିରେ ମଧ୍ୟପ୍ରଦେଶର କମ୍ବଳର ଚାହିଦା ବେଶ୍ ଅଧିକ.. ଲୋକେ ଶୀତରୁ ବଞ୍ଚିବାକୁ କମ୍ବଳ କିଣୁଛନ୍ତି...ବେପାର ଜମୁଥିବାରୁ ବ୍ୟବସାୟୀ ବି ଖୁସି ଆଉ ଗ୍ରାହକ ବି ଖୁସି..
ଯାଜପୁର ଜିଲ୍ଲାର ବରୁହା ରକେଇ ବଜ଼ାର ପୃଷ୍ଟୀସାହିର ଦିଲ୍ଲୀପ ପୃଷ୍ଟି ଗାଡ଼ି ନେଇ କାମରେ ବାହାରୁଥିବା ବେଳେ ଗାଡ଼ି ଭିତରୁ ଫଁ ଫଁ ଗର୍ଜନ ଶୁଣି ଚମକି ପଡ଼ିଲେ.. ଟର୍ଚ୍ଚ ମାରି ଦେଖିଲା ବେଳକୁ ଏକ ନାଗ ସାପ ଇଂଜିନ ଭିତରେ ଶୋଇ ରହିଛି..
କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ପରିମାଣର ବାଘ ନଖ ଓ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ ଟିମ୍.. ବିଭିନ୍ନ ସ୍ଥାନରେ ଚଢାଉ କରି କଲରାପତରିଆ ବାଘର ୪୨ଟି ନଖ ଓ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଏ ମାମଲାରେ ୪ ଜଣଙ୍କୁ ଗିରଫ
ମେସିନ୍ ଗୋଟିଏ, କାମ କରୁଛି ପାଞ୍ଚଟି। ଘାଇଁ ଘାଇଁ ହାତରେ ବିଲେଇ ଦେଲେ ଉଡ଼ିଯାଉଛି ଅଗାଡ଼ି, ରହିଯାଉଛି ଧାନ, ମକାରୁ ଛାଡ଼ୁଛି ଦାନା, ଗହମ କେଣ୍ଡାରୁ ବାହାରୁଛି ଗହମ। ନାଁ ଟି ୟାର ପଞ୍ଚକର୍ମା। ଚାଲନ୍ତୁ ଦେଖିବା କିଏ ଏହି ଦେଶୀ ଯୋଗାଡ଼ ପଛର ମାଷ୍ଟର।
ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିର ଭାରୋତ୍ତୋଳକ ତଥା ବଡିବିଲ୍ଡର ଅର୍ଜୁନ ସାହୁ ୫୫ କିଲୋ ବର୍ଗରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବରରେ ତାସକେଣ୍ଟରେ ଅନୁଷ୍ଠିତ ବିଶ୍ଵ ବଡିବିଲଡିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇଥିଲେ। ଏଥିପାଇଁ ତାଙ୍କୁ ଆର୍ମି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।
ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିର ଭାରୋତ୍ତୋଳକ ତଥା ବଡିବିଲ୍ଡର ଅର୍ଜୁନ ସାହୁ ୫୫ କିଲୋ ବର୍ଗରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବରରେ ତାସକେଣ୍ଟରେ ଅନୁଷ୍ଠିତ ବିଶ୍ଵ ବଡିବିଲଡିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇଥିଲେ। ଏଥିପାଇଁ ତାଙ୍କୁ ଆର୍ମି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।
ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିର ଭାରୋତ୍ତୋଳକ ତଥା ବଡିବିଲ୍ଡର ଅର୍ଜୁନ ସାହୁ ୫୫ କିଲୋ ବର୍ଗରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବରରେ ତାସକେଣ୍ଟରେ ଅନୁଷ୍ଠିତ ବିଶ୍ଵ ବଡିବିଲଡିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇଥିଲେ। ଏଥିପାଇଁ ତାଙ୍କୁ ଆର୍ମି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।
ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ। ସେ ନିକଟରେ ବିଜେଡ଼ିରୁ ଦେଇଥିଲେ ଇସ୍ତଫା
ଅଦିନିଆ ବର୍ଷା ଉଜାଡିଲେ ସୁନାର ଫସଲ । ଅମଳ ହେବାକୁ ଥିବା ଧାନ ହୋଇଗଲା ଗଜା । ଅଦିନିଆ ବର୍ଷା ଚାଷୀଙ୍କ ଉପରେ ଦଇବ ଦାଉ ସାଧୁଲା ସଦୃଶ । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ମଧ୍ୟ ଏ ଦୃଶ୍ୟ ଦେଖିବାକୁ ମିଳିଛି। ସେଠାରୁ ଶୁଣନ୍ତୁ ଚାଷୀଙ୍କ ପ୍ରତିକ୍ରିୟା ।
ନିଜ ଉଦ୍ୟମରେ କମ୍ ଖର୍ଚ୍ଚରେ ବ୍ୟାଟେରୀ ଚାଳିତ ସାଇକେଲ ତିଆରି କଲେ ଅଧ୍ୟାପକ । କେଉଁଠୁ ତିଆରି ହୋଇଛି ଏପରି ସାଇକେଲ ଏବଂ କିଏ କରିଛି ଜାଣିବାକୁ ଦେଖନ୍ତୁ ଏ ଭିଡିଓ ..
ଏହି ଟ୍ରାନ୍ସଫର୍ମର ଉପରେ ତିନୋଟି ଏଲ୍ ଆଇ ପୋଇନ୍ଟ ନିର୍ଭର ଥିଲା କିନ୍ତୁ ଚାରି ମାସ ହେବ ତାହା ବି ଅଚଳ ହୋଇ ରହିଛି l ଗାଁ ଲୋକେ ଚାଷ ପାଇଁ ପାଣି ବି ପାଇପାରୁନାହାନ୍ତି l ଯାହା ଫଳରେ ଚାଷୀ କୂଳ ଏବେ ହତାଶ ହୋଇ ପଡ଼ିଛନ୍ତି
ଫୋକସ୍ରେ ମହିଳା ଭୋଟ୍ ବ୍ୟାଙ୍କ। ନିର୍ବାଚନ ବାଜିରେ ବଢୁଛି ମହିଳା ଭୋଟରଙ୍କ ଗୁରୁତ୍ୱ । ସାଇଲେଣ୍ଟ ଭୋଟ୍ ବ୍ୟାଙ୍କ ହାତେଇବାକୁ ସବୁ ଦଳର ପ୍ରୟାସ । ନାରୀ ନିର୍ଯାତନା ପ୍ରସଙ୍ଗରେ କାଉଣ୍ଟର ଲାଗି ବିରୋଧୀଙ୍କ ପ୍ରୟାସ
ଜଣେ ସ୍ତ୍ରୀର ବିଶ୍ୱାସ ଓ ନିରୋଳା ଭଲପାଇବା ଆଗରେ ହାର ମାନିଛନ୍ତି ମାଓବାଦୀ । ଅପହରଣ କରି ନେବାର ଦୀର୍ଘ ୭ ଦିନ ପରେ ଇଞ୍ଜିନିୟରଙ୍କୁ ମୁକ୍ତ କରିଛନ୍ତି
ମୋ ଚାକିରି ମୋତେ ଫେରାଇ ଦିଅ, ନହେଲେ ଏଇଠି ଶୋଇକି ରହିବି । ମହିଳା କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୋଇ ପଡ଼ିଲେ ମହିଳା କର୍ମଚାରୀ ପିରୋ କିଷାନ ।