ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀ ଯମୁନା ଆସିବାର ୧୭ ଦିନ ପରେ, ଗତକାଲି ଆସିଛି ଦ୍ବିତୀୟ ବାଘୁଣୀ ଜିନତ୍ ।
#କିଏ_କଲା_ଗୋବାର_ମାଡ଼ ? ସ୍ୱଚ୍ଛତା ଦେହରେ କେମିତି ଲାଗିଲା ଏତେ ଅଳିଆ
ଯୋଜନା ଚାଲିଛି, ହେଉଛି ମେଳା ମହୋତ୍ସବ । ଚାଷୀ ପାଖରେ କିନ୍ତୁ ପହଞ୍ଚୁନି ସହାୟତା ! ମିଲେଟ ମିଶନକୁ ନେଇ ଚାଷୀ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ।
ଏଥର ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର । ପ୍ରତି ଜିଲ୍ଲାରେ କରାଯିବ ଚାଷୀ ସମାବେଶ ।
ଆସନ୍ତାକାଲିଠୁ କଟକର ଐତିହାସିକ ବାଲିଯାତ୍ରା । ମହାନଦୀ ବାଲିପଠାରେ ୨୨ ତାରିଖ ଯାଏ ଚାଲିବ ।
କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ଡଙ୍ଗା କଥା ମନେପଡେ । ଆସନ୍ତକାଲି ଓଡ଼ିଆ ବଣିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଳନ ହେବ ପବିତ୍ର ଡଙ୍ଗା ଭସା ଉତ୍ସବ ।
ହଇରାଣ କରୁଥିବା ତତ୍ତ୍ବଙ୍କ ଉପରେ ସରକାରଙ୍କ ତୀକ୍ଷ୍ଣ ନଜର ରହିଛି । ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏଭଳି କଡ଼ା ବୟାନ ଦେଇଛନ୍ତି । ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
#କିଇନ୍ତି_ହଉଚନ୍ତି_ଲୋ... ଆରେ ନାରଣ... ଇଏ କ’ଣ ? ହେଲମେଟ୍ କ’ଣ ସବୁ ଆଜି
#ଏଠି_ସବୁ_ମାର୍କାମରା ମଉସାଙ୍କ ଟୋପି, ମାଉସୀଙ୍କ ନାହିଁ ହେଲେମେଟ୍
#ଇଏ_ହେଲମେଟ୍_ଓହଳା_ପାଟି ଦିଦି ଆମର ଭାରି ଟ୍ରାଫିକ୍ କଟକଣା ମାନନ୍ତି
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍ ଓ ଜରିମାନା ହେବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି ।
ଆକାଉଣ୍ଟକୁ କାହିଁକି ଆସୁନି ସୁଭଦ୍ରା ଟଙ୍କା ? କେଉଁଠି ରହୁଛି ସମସ୍ୟା ? କଣ କଲେ ଏହାର ହୋଇପାରିବ ସମାଧାନ ? ଏନେଇ ଆବେଦନକାରୀଙ୍କୁ ଟିପ୍ସ ଦେଇଛନ୍ତି ବ୍ୟାଙ୍କିଂ ବିଶେଷଜ୍ଞ । ଜାଣନ୍ତୁ...
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ନେଲେ ନିଷ୍ପତ୍ତି। ଉପକୃତ ହେବେ ଜମି ହରାଇଥିବା ପ୍ରାୟ ୬ ହଜାର ଚାଷୀ । ବିଜେଡି ସରକାର ସମୟରେ ୨୦୦୬ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
ଏହା ପୂର୍ବରୁ ୧୦ ବର୍ଷ ପରେ ହିଁ ଜଣେ ଏସ୍ଆଇ ଇନ୍ସପେକ୍ଟରକୁ ପଦୋନ୍ନତି ହେଉଥିଲେ । କିନ୍ତୁ ଏବେ ଏହି ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ୭ ବର୍ଷ ପରେ ପଦୋନ୍ନତି ହେବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବ୍ୟାଙ୍କ ଆକାଉଣ୍ଟ, ଆଧାର ଓ ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନଥିବାରୁ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେଉଛନ୍ତି। ତେବେ ସୁଭଦ୍ରା ଟଙ୍କା ପାଇନଥିବା ମହିଳା କିପରି ଟଙ୍କା ପାଇବେ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଜାନୁଆରୀରେ ନୂଆ ରାସନ କାର୍ଡ ମିଳିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
#ଧନ_ଧନୁ_ଏକାଠି ପରିବାରରେ ଅର୍ଥ ଅଭାବ ଓ ସନ୍ଦେହ କରିଦେଇଥିଲା ସ୍ୱାମୀ-ସ୍ତ୍ରୀଙ୍କୁ
ଘରେ ପ୍ରସ୍ତୁତ କରନ୍ତୁ ଫ୍ରୁଟ୍ ଜଲସା । ତିଆରି କରିବାକୁ ଜାଣିନିଅନ୍ତୁ
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
#ଯାଜପୁର_ରାଜନୀତିର_ଗୁମର_କଥା ଯାଜପୁରରେ ନେତାଙ୍କ ଭାଗ୍ୟ ଲେଖୁଥିଲା
#ଅଶ୍ଳୀଳତା_ବହୁତ_ବଢ଼ିଆ_ନାଚ ଯାତ୍ରାରେ ବଢ଼ୁଛି ଅଶ୍ଳୀଳତା । ୟାକୁ ନେଇ
ଫ୍ୟୁଜ୍ ବିତର୍କ : ଆଇଁଷ ନା ହବିଷ ? | କଟକ_ଫୁଲ ନଖରା_ରାୟପୁର | OdishaTV is Odisha\'s
ଅଣହିନ୍ଦୁ ମହିଳା ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବା ଜଣାପଡ଼ିଛି । ସଂପୃକ୍ତ ମହିଳାଙ୍କୁ ପୋଲିସର ଅସ୍ଥାୟୀ କ୍ୟାମ୍ପ ମଧ୍ୟକୁ ନିଆଯାଇଥିଲା । ସେଠାରେ ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ବ୍ୟାରିକେଡ୍ ବାହାରେ ଛାଡ଼ିଥିବା ସୂଚନା ମିଳିଛି ।
#ଏଣିକି_ଦୁନିଆଟା_ଅନ୍ଧାର ଆଖିରେ ଅନେକ ସ୍ୱପ୍ନ ଭରିଦେଇ ସେ ବାହାରିଥିଲେ