କିରା ଦେଶୀ ନା ବିଦେଶୀ? ପାଟିରୁ ତ ଖାଲି ମହମହ ବାସନା ବାହାରୁଛି...ନାଳଛେପରେ ରାସ୍ତାରେ ଗାଧୋଇଲେଣି ପୁଲିସ ବାବୁ...ଜଣାପଡ଼ୁଛି ଚାକିରୀରେ ପ୍ରବଳ ପ୍ରେସରରେ ନାରଣ
Published: Otv Khabar Bureau
Last updated: 10 January 2022, 09:24 AM IST
ଗୋଟିଏ ସମୟରେ ଦୁଇ ହାତରେ ଲେଖି ରେକର୍ଡ କଲେ ମୁସ୍କାନ। ଗୋଟିଏ ଟାଇମ୍ରେ ସିଧା ଏବଂ ଓଲଟା ଲେଖି ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ କଲେ...ଏମିତି ବିରଳ ପ୍ରତିଭା ପାଇଁ ଅନେକ ଥର ସମ୍ବର୍ଦ୍ଧିତ ମଧ୍ୟ ହେଲେ...ଦେଖନ୍ତୁ ସେହି ଭିଡ଼ିଓ