ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା । ଆମେରିକାର ହ୍ୟୁଷ୍ଟନ ସହରରେ ଅଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଇସ୍କନର ହ୍ୟୁଷ୍ଟନ ଶାଖା ।
ପରିଣତ ବୟସରେ ବି କାଳିଆ ପ୍ରେମ ଭରିଦେଇଛି ଯବାନ ଫୁର୍ତ୍ତି। ଦେଖୁନାହାନ୍ତି ସେ କିପରି ବଙ୍କୁଲିବାଡ଼ି ଧରି ସେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛନ୍ତି। ସେ ପୁଣି ପାଦରେ ଚାଲି ଚାଲି ।
ପାଦ ନାହିଁ ଚାଲିବାକୁ ଶକ୍ତି ବି ନାହିଁ । କିନ୍ତୁ କାଳିଆର ଡ଼ୋରୀ ଏମିତି ଟାଣି ଆଣିଛି ଯେ, ସବୁ ଅକ୍ଷମତାକୁ ଭୁଲିଯାଇ ଦୌଡ଼ି ଆସିଛନ୍ତି ଚକା ଆଖିରେ ଟିକିଏ ଚର୍ମ ଚକ୍ଷୁକୁ ମିଶାଇବାକୁ ।
ଯାଜପୁର ଜିଲ୍ଲା କୁଆଖାଇ ଗ୍ରାମର ବିଜୟ କୁମାର ତରେଇ। ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଜୀବନ ଓ ମରଣ ସହ ସଂଘର୍ଷ କରୁଛନ୍ତି। ହେଲେ ଏହି ଶେଷ ସମୟରେ କାଳିଆ ପ୍ରେମ ତାଙ୍କୁ ଟାଣି ଆଣିଛି ଶ୍ରୀକ୍ଷେତ୍ରକୁ।
ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ୧୪ ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ।
ଭଳିକି ଭଳି ସୁନ୍ଦର ସୁନ୍ଦର ଓ ଛୋଟ ବଡ଼ ଜଗନ୍ନାଥ ମୂର୍ତ୍ତି ତିଆରି ଏବେ ବେଶ୍ ଚର୍ଚ୍ଚାରେ ମୋହନା ଗାଁର ଶୁଭମ । ପୁରୁଣା ନିୟୁଜ ପେପର ଆଣି ଗଢୁଛନ୍ତି ମହାପ୍ରଭୁଙ୍କ ମୂର୍ତ୍ତି l ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ ।
ପାଠ ପଢ଼ୁଛନ୍ତି ବିଟେକ୍... ହେଲେ ବାନ୍ଧି ଦେଇଛି କାଳିଆ ପ୍ରେମ । ଭଳିକି ଭଳି ସୁନ୍ଦର ସୁନ୍ଦର ଓ ଛୋଟ ବଡ଼ ଜଗନ୍ନାଥ ମୂର୍ତ୍ତି ତିଆରି ଏବେ ବେଶ୍ ଚର୍ଚ୍ଚାରେ ଶୁଭମ । ଅଦରକାରୀ ପୁରୁଣା ନିୟୁଜ ପେପର ଖଣ୍ଡକୁ ନେଇ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ପ୍ରତିମୂର୍ତ୍ତି ତିଆରି କରି ତା’କୁ ଜୀବନ୍ତ ରୂପ ଦେଉଛନ୍ତି ।
ଅନନ୍ତସ୍ୱାମୀ ରୂପେ ପୂଜା ପାଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଦର୍ଶନ କରନ୍ତୁ ।
ଶ୍ରୀ ଜଗନ୍ନାଥଙ୍କ ନାମ ଏଠି ମଦନମୋହନ । ୨୫୦ ଶହ ବର୍ଷ ହେଲା ,ଠି ଏମିତି ନାଁରେ କାଳିଆ ପୁଉଛି ପୂଜା । ଜାଣନ୍ତୁ ଆହାଉରି ଅନେକ କିଛି ।
୩ ଦିନ ଯାଏ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ASI ପକ୍ଷରୁ ହେବ ସର୍ଭେ । ନିରୀକ୍ଷଣ ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ ।
ମହାରାଷ୍ଟ୍ର ୱାର୍ଦ୍ଧାରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କିଣିଲେ ମୋଦି । ‘ପିଏମ୍ ବିଶ୍ବକର୍ମା’ ପ୍ରଦର୍ଶନୀରେ କିଣିଲେ ପ୍ରତିମୂର୍ତ୍ତି
କାକଟପୁର ବେଡି ଜଗନ୍ନାଥ ମନ୍ଦିର । ଏହି ମନ୍ଦିର ପଛରେ ରହିଛି ଅନେକ କାହାଣୀ । କିଆ ଫୁଲ ଓ ନାଗ ସାପକୁ ନେଇ ରହିଛି କଥା...
ପାଦରେ ବଳ ନାହିଁ... ହେଲେ ହାତ ଠାରି ଡାକିଛି କାଳିଆ ସାଆଁନ୍ତ । ଚାଲିବାକୁ ଶକ୍ତି ନାହିଁ... ହେଲେ ଜଗା ଲଗେଇ ଦେଇଛି ଭାବର ଡୋରୀ । ଏଇ ବାଡ଼ି ଖଣ୍ଡକ ଯୁବତୀଙ୍କ ପାଇଁ ସାଜିଛି ସାହାରା... ଧୀରେ ଧୀରେ ବଡ଼ଦାଣ୍ଡ ଅତିକ୍ରମ କରି ସିଂହ ଦ୍ୱାର ଦେଇ ଚଢ଼ି ଚାଲିଛନ୍ତି ୨୨ ପାହାଚ ।
କୌଣସି ଧାର୍ମିକ ଅନୁଷ୍ଠାନର ୫ କିଲୋମିଟର ପରିଧିରେ ବି କଟକଣା । ସ୍ପଷ୍ଟ କଲେ ଅବକାରୀ ମନ୍ତ୍ରୀ, ବିଜ୍ଞପ୍ତି ଜାରି ।
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ରେ ରହିଛି ଭିର୍ଲଙ୍ଗ ଜଗନ୍ନାଥ ମନ୍ଦିର । ଏ ଦେଉଳ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିକୁ ବର୍ଣ୍ଣନା କରେ । କହେ ଆମ କାଳିଆର କଥା...
‘ଯଥାଶୀଘ୍ର ଭିତର ରତ୍ନଭଣ୍ଡାର ସିନ୍ଧୁକ ସ୍ଥାନାନ୍ତରଣ ସହ ମରାମତି କରାଯି । ଖୁବଶୀଘ୍ର ମରାମତି କାର୍ଯ୍ୟ ସହ ଗଣତି ମଣତି କରାଯିବ ।’
'ତିନି ଜଣିଆ କମିଟି ଆମ ସହ ଆଲୋଚନା କରିନାହାନ୍ତି । 'ଆଲୋଚନା କରିନାହାନ୍ତି କି ତଦନ୍ତ ପରିସରଭୁକ୍ତ କରାଯାଇନି ।'
କାହା ଭୁଲ୍ ରୁ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଳଭଦ୍ର ? ଘଟଣାର ମାସକ ପରେ ତତ୍ପର ହେଲା ୩ ଜଣିଆ ଇନକ୍ବାରି କମିଟି ।
ଶ୍ରୀ ଜଗନ୍ନାଥଙ୍କୁ ପଞ୍ଚଶଖା ଯେମିତି ବୁଝିଥିଲେ । ହୁଏତ ଆଉ କେହିବି ବୁଝିନାହାନ୍ତି । ଜାଣନ୍ତରୁ ଅଚ୍ୟୁତାନନ୍ଦଙ୍କ କିଛି କଥା
ସମସ୍ତଙ୍କର ସେଇ ସମାନ କଥା। ଚାରି ଦ୍ବାର ଖୋଲିଲା ଭଲ ହେଲା। କିନ୍ତୁ...? ହଁ ସେଇ କିନ୍ତୁଟି ହେଲା ଶ୍ରୀମନ୍ଦିର ଭିତର ଦର୍ଶନ କଷ୍ଟ।.
ସମସ୍ତଙ୍କର ସେଇ ସମାନ କଥା। ଚାରି ଦ୍ବାର ଖୋଲିଲା ଭଲ ହେଲା। କିନ୍ତୁ...? ହଁ ସେଇ କିନ୍ତୁଟି ହେଲା ଶ୍ରୀମନ୍ଦିର ଭିତର ଦର୍ଶନ କଷ୍ଟ।.
ରତ୍ନଭଣ୍ଡାର ଖୋଲିଲା, ବାହାର ଓ ଭିତର ଦୁଇଟିଯାକ ଭଣ୍ଡାର ଘରୁ ସ୍ୱତନ୍ତ୍ର ଷ୍ଟ୍ରଙ୍ଗରୁମ୍କୁ ରତ୍ନ ବି ସ୍ଥାନାନ୍ତର ହେଲା। ହେଲେ କେବେଠୁ ମରାମତି କାମ ଆରମ୍ଭ ହେବ ତାକୁ ନେଇ ଚର୍ଚ୍ଚା। କୁହାଯାଉଛି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗର ସନ୍ଧାନ ପାଇଁ ଆଗ ଲେଜର ସ୍କାନିଂ ଓ ଜିପିଆରଏସ୍ ସର୍ଭେ ପରେ ମରାମତି ହୋଇପାରେ। ତେଣୁ କେବେ ଏ କାମ ସରୁଛି ଏବେ ତା ଉପରେ ନଜର।
ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ ବେଳେ ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅଟକାଇଥିଲେ ଦେବୀ ମହାଲକ୍ଷ୍ମୀ । ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ପ୍ରଭୁ ଚକାଡୋଳା ସାଙ୍ଗରେ ନେଇ ଆସିଥିବା ସ୍ବାଦିଷ୍ଟ ରସଗୋଲା ଦେଇ ମାନ ଭଙ୍ଗ କରିଥିଲେ ।
ତିନି ଠାକୁରଙ୍କ ଅଧର ବ ଓଠ ଉଚ୍ଚର ଏବଂ କୁମ୍ବ ଆକୃତିର ୯ଟି ମାଟି ପାତ୍ରରେ ଦିବ୍ୟ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା । ପରମ୍ପରା ଅନୁସାରେ କ୍ଷୀର, ସର, ଛେନା, କଦଳୀ ସହ ଅନ୍ୟ ସୁବାସିତ ଦ୍ରବ୍ୟରେ ପ୍ରସ୍ତୁତ ଏହି ଦିବ୍ୟ ପଣାହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା।