ରଥଉପରେ ତିନି ଠାକୁରଙ୍କ ସୁନବେଶ ଭାରି ସୁନ୍ଦର, ଆକର୍ଷଣୀୟ । ମହଣ ମହଣ ସୁନାରେ ବିମଣ୍ଡିତ ହୋଇ ଠାକୁର ଦିଶିବେ ରାଜା ପରି। ଭକ୍ତ କହିବେ ସେ ପରା ଆମ କାଳିଆ ରାଜା..
ରଥଯାତ୍ରାରେ ଗଜପତି କରିବେ ଛେରାପହଁରା । ସ୍ନାନପୂର୍ଣ୍ଣମାରେ ଛେରାପହଁରା କରିନଥିବା ଗଜପତି ମାହାରାଜ ଦିବ୍ୟସିଂହ ଦେବ ରଥଯାତ୍ରାରେ ଛେରାପହଁରା କରିବେ ବୋଲି ନିଜେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ ।
ପୁରୀ: ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରେସ୍ମିଟ୍ । କୋଭିଡ୍ କଟକଣା ମଧ୍ୟରେ ହେବ ଚଳିତ ବର୍ଷର ରଥଯାତ୍ରା । ଗତବର୍ଷ ଭଳି କେବଳ ସେବାୟତ ମାନେ ହିଁ ଟାଣିବେ ରଥ । ରଥଟଣା ବେଳେ ସେବାୟତମାନଙ୍କୁ…
ପୁରୀ: ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଥିବା ଚତୁର୍ଦ୍ଧା ମୂରତୀ, ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଏବେ ଅନବସର ଘରେ ଥିବା ଶ୍ରୀଜୀଉଙ୍କ ଲାଗି ଦେଉଳି…
ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନର ଅବସ୍ଥା କିପରି ଅଛି ? ଏନେଇ ହେବ ଲେଜର ସ୍କାନିଂ । ରଥଯାତ୍ରା ବେଳେ ଶ୍ରୀମନ୍ଦିର ମରାମତି ସହ ରତ୍ନ ସିଂହାସନର ଡକ୍ୟୁମେଣ୍ଟେସନ୍ ହେବ । ଲେଜର ସ୍କାନିଂ ଦ୍ୱାରା ଗର୍ଭଗୃହ ଓ ଜଗମୋହନର ମରାମତି…
ପୁରୀ: ଏହା ସତ୍ୟ ଯେ, ମହାପ୍ରଭୁ ଜଗନ୍ନାଥ ଶୃଙ୍ଗାର ପ୍ରିୟ । ବର୍ଷ ତମାମ ଶ୍ରୀମନ୍ଦିରରେ ନାନାଦି ଯାନିଯାତ୍ରା ସାଙ୍ଗକୁ ଚାଲିଥାଏ ଅନେକ ନୀତିକାନ୍ତି ଓ ବେଶଭୂଷା । ତେବେ ଠାକୁରଙ୍କ ସେବାରେ ଯେଉଁମାନେ ନିୟୋଜିତ ସେମାନେ ନିଜକୁ କିଭଳି ପ୍ରସ୍ତୁତ…
ପୁରୀ: ଶ୍ରୀଜିଉଙ୍କ ସୁନା ଅଳଙ୍କାରର ହେବ ମରାମତି । ଶ୍ରୀଅଙ୍ଗରେ ଲାଗିବାକୁ ଥିବା ବିଭିନ୍ନ ସୁନା ଅଳଙ୍କାରର ମରାମତି କରାଯିବ । ଏନେଇ ଏକ ଜୁଏଲର୍ସକୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜିଉ ଓ ବଡ଼ ଠାକୁର ବଳଭଦ୍ରଙ୍କ ସୁନା…